Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟୋରୋଣ୍ଟୋରେ ଭାରତୀୟ ଦିବସ ପାଳିତ, ମୁଖ୍ୟ ଆକର୍ଷଣ ସାଜିଲା ଓଡିଆ ପିଠାପଣା

ଟୋରୋଣ୍ଟୋ : ପାନୋରମା ଇଣ୍ଡିଆ ଦ୍ୱାରା ଟୋରୋଣ୍ଟୋରେ ପାଳିତ ହୋଇଛି ଭାରତୀୟ ଦିବସ । ଏହି ଅବସରରେ ଏଠାରେ ଭାରତୀୟ ସଂସ୍କୃତି ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି  । ୩୦ ରାଜ୍ୟର ପ୍ରାୟ ୧ ହଜାର ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାଥନ ସ୍କ୍ୱାୟରରେ ବହୁ ଧୁମଧାମ ସହକାରେ…

ଆସନ୍ତାକାଲି ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା: ଜାରି ରହିବ ୧୪୪ ଧାରା

ଚଣ୍ଡିଗଡ: ହରିୟାଣାର ନୁହ ଜିଲ୍ଲାରେ ପୁଣିଥରେ ୧୪୪ ଧାରା ଜାରି ହୋଇଛି । ଆସନ୍ତାକାଲି ହିନ୍ଦୁ ସଂଗଠନ ପକ୍ଷରୁ ନୁହରେ ବ୍ରଜ ମଣ୍ଡଳ ଶୋଭାଯାତ୍ରା ଆୟୋଜିତ କରିବା ନେଇ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ କଡା କଟକଣା ଲାଗୁ କରିଛି ।…

ମୁମ୍ବାଇରେ ମହଙ୍ଗା ମାଡ: ସେପ୍ଟେମ୍ବର ୧ରୁ ବଢିବ କ୍ଷୀରର ମୂଲ୍ୟ !

ମୁମ୍ବାଇ: ଆସନ୍ତା ମାସରୁ ମହଙ୍ଗା ମାଡର ଶିକାର ହେବାକୁ ଯାଉଛି ମୁମ୍ବାଇ  । କାରଣ ସେପ୍ଟେମ୍ବର ୧ ତାରିଖରୁ ସହରରେ ବୃଦ୍ଧି ହେବାକୁ ଯାଉଛି କ୍ଷୀରର ମୂଲ୍ୟ । କ୍ଷୀରର ବିକ୍ରେତା ମାନେ ମଇଁଷି କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁଚୁରା ମୂଲ୍ୟରେ ଏକ ଲିଟର ଖୋଲା…

କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଶିକ୍ଷକ

ଶ୍ରୀନଗର: ଉତ୍ତର ପ୍ରଦେଶରେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡା ମାରିବା ଘଟଣାକୁ ନେଇ ଦେଶରେ ବିବାଦ ଜୋର ଧରିଛି । ଏହି ବିବାଦ ମଧ୍ୟରେ ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଜଣେ ଛାତ୍ର ଶ୍ରେଣୀଗୃହ କଳାପଟାରେ…

ଫ୍ଲୋରିଡାରେ ଗୁଳିକାଣ୍ଡ; ୩ କୃଷ୍ଣକାୟ ଲୋକ ମୃତ

ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଛି ।…

ଚନ୍ଦ୍ର ପରେ  ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ-୧ ପଠାଇବାର ତାରିଖ ଘୋଷଣା କଲା ଇସ୍ରୋ

ବାଙ୍ଗାଲୋର: ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ପୂର୍ବରୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା ସେପ୍ଟେମ୍ବର ପ୍ରଥମ  ସପ୍ତାହରେ ସୂର୍ଯ୍ୟକୁ ପଠାଇବ ଆଦିତ୍ୟ ଏଲ-୧  । ଏବେ ଇସ୍ରୋ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।…

ମଦ ନଷ୍ଟ କରିବା ପାଇଁ ଫ୍ରାନ୍ସ ଖର୍ଚ୍ଚ କରିବ ୧୭୮୦ କୋଟି

ନୂଆଦିଲ୍ଲୀ: ଫ୍ରାନ୍ସ ସରକାର ଦେଶରେ ଅତିରିକ୍ତ ମଦ ଉତ୍ପାଦନକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏ ବାବଦକୁ ସରକାର ୧୭୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମଦ ନଷ୍ଟ କରି ସରକାର ଦାମକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏହା…

ଲଦାଖରେ ୨୪ ଜିତିବା ଗ୍ୟାରେଣ୍ଟି ଦେଲେ, ଏବେ ଶ୍ରୀନଗରରେ ହାଉସବୋଟରେ ରାହୁଲ!

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ସାରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିଛନ୍ତି। ଦୁଇଦିନିଆ ଶ୍ରୀନଗର ଗସ୍ତରେ ଆସି ରାହୁଲ ପହଂଚିବା ପରେ ମା ସୋନିଆ ଗାନ୍ଧୀ ମଧ୍ୟ ଶ୍ରୀନଗରରେ ପହଂଚିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ୧୭ ତାରିଖରୁ ୨୫ ତାରିଖ…

ବିରୋଧୀ ମେଣ୍ଟ ପ୍ରଥମେ ‘ଇଣ୍ଡିଆ’ ନେଲେ, ଏବେ ନେବେ ଜାତୀୟ ପତାକା ରଙ୍ଗ!

ଭୁବନେଶ୍ୱର: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବୈଠକରେ ମେଣ୍ଟର ପ୍ରମୁଖ ନିଷ୍ପତ୍ତି ସବୁ ନିଆଯିବ। ସେ ଭିତରେ ମେଣ୍ଟର ଲୋଗୋକୁ ନେଇ ଆଲୋଚନା ଜୋର ଧରିଛି।…

ଜି-୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରଣାସୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି - ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।  ପ୍ରଥମେ କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।…