Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପ୍ ପାଇଁ କାହିଁକି ଖଡ଼ଗେ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ କ୍ରମାଗତ ଭାବରେ ଅଶାନ୍ତ ହୋଇପଡିଛି ଏବଂ ଅଦ୍ୟାବଧି ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିପାରି ନାହିଁ। ଆସନ୍ତା ସପ୍ତାହରେ ଦିଲ୍ଲୀ ସହ ଜଡିତ ଅର୍ଡିନାନ୍ସ ବଦଳରେ ସଂସଦରେ ଆଣିବାକୁ ଥିବା ବିଲ୍ ସହ ଜଡିତ ଥିବାରୁ ଆସନ୍ତା ସପ୍ତାହରେ ଗୃହର ପ୍ରକ୍ରିୟା ଉପରେ…

ସେକ୍ସ ପ୍ରତି ବିବାହିତ ଯୋଡିଙ୍କ କମୁଛି ଆଗ୍ରହ

ପ୍ରେମ ପାଇଁ ମନ ଦରକାର । ଏହା ପରେ ବିବାହ । ଖାଲି ପ୍ରେମକୁ ନେଇ ଆମେ ଏକ ବିବାହିତ ଯୋଡିଙ୍କୁ ସଫଳ ବୋଲି କହିପାରିବା ନାହିଁ । ସୁସ୍ଥ ବୈବାହିତ ଜୀବନରେ ସେକ୍ସ ଜରୁରୀ । ତେବେ ଏକ ଷ୍ଟଡି ଅନୁସାରେ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି । ବିବାହ ବିଚ୍ଛେଦ ଏହାର ପ୍ରମୁଖ କାରଣ…

୩୨ ଲକ୍ଷ ଟଙ୍କାର ଚକୋଲେଟ ଚୋରି କରି ନେଲେ ମହିଳା, ଭୋଗିଲେ ୧୮ ମାସ ଜେଲ

ଲଣ୍ଡନ: ସାଧାରଣତଃ ଛୋଟପିଲାଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଅଧିକାଂଶ ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି । ସେଥିଲାଗି ଯେତେ ଦାମ୍ ହେଲେ ବି ସେମାନେ ଚକୋଲେଟ୍ ଖାଇବା ଛାଡ଼ନ୍ତି ନାହିଁ । ସେହିପରି ଚକୋଲେଟ୍‌କୁ ଏତେ ଭଲ ପାଉଥିବା ଜଣେ ମହିଳା ଏମିତି କିଛି କରି ବସିଛନ୍ତି, ଯାହାକୁ ନେଇ…

‘ଇଣ୍ଡିଆ’କୁ ନେଇ ଛାନିଆଁ, ଦେଶର ନାଁ ବଦଳାଇବ ବିଜେପି !

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…

ରାହୁଲଙ୍କ ବାହାଘର ପାଇଁ ଝିଅ ଖୋଜିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ:କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋନିପତର କିଛି ମହିଳା ଚାଷୀଙ୍କ ସହ ସାକ୍ଷାତର ଏକ   ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜଣେ ମହିଳା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ମହିଳା ଚାଷୀ ଜଣକ ସୋନିଆଙ୍କୁ…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ, ୧୨ ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ଵାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ…

ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ, ଟିକ୍ଟର ସ୍କେଲରେ ତିବ୍ରତା ୫.୮

ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୫.୮ ବୋଲି ଜଣାପଡ଼ିଛି । ଚଳିତ ବର୍ଷର ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଏହା ତୃତୀୟ ଥର ଭୂକମ୍ପ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନସେଜ୍ ଏହାର ସୂଚନା ଦେଇ କହିଛି ଯେ, ଆଜି ଆଣ୍ଡାମାନ…

ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଟର ସଦସ୍ୟ, ପୂର୍ବରୁ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ଯାଇଥିଲେ

ନୂଆଦିଲ୍ଲୀ: ମଣିପୁର ଗସ୍ତରେ ଇଣ୍ଡିଆ ମେଣ୍ଚର ସଦସ୍ୟ। ଆଜି ଓ ଆସନ୍ତାକାଲି ଦୁଇ ଦିନ ହିଂସା ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ। ମଣିପୁର ହିଂସା ପ୍ରସଙ୍ଗ ସଂସଦର ଉଭୟ ଗୃହରେ ପ୍ରତିଦିନ ବିତର୍କ ହେଉଛି। ଏହି କାରଣରୁ ଲୋକସଭାର ପ୍ରକ୍ରିୟା ପ୍ରତିଦିନ ସ୍ଥଗିତ ରଖାଯାଉଛି। ବିରୋଧୀ…

ବିଜେପିରେ ରାଷ୍ଚ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡା ତୃତୀୟ ଥର ପାଇଁ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶନିବାର ଏହାର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୈଜୟନ୍ତ ଏବେ ଦିଲ୍ଲୀର ପ୍ରଭାରୀ ସହିତ ଆସାମର…