Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।…

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର…

ହରିୟାଣାରେ ବିଜେପି ଉପରେ ଲାଗିଲା ବ୍ୟାନ!

ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

ମୃତ୍ୟୁ ବି ଏମିତି ଆସେ : ଶୋଇଥିବା ଅବସ୍ଥାରେ ପାଟିରେ ପଶିଗଲା ବିଷାକ୍ତ ଝିଟିପିଟି ,୩ ବର୍ଷ ବାଳକର ମୃତ୍ୟୁ

ଛତିଶଗଡ: ମୃତ୍ୟୁ ବି ଏମିତି ଆସେ । ସୁସ୍ଥ ସବଳ ପିଲାଟି ଶୋଇଥିଲା । ହଠାତ୍ ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଲେ । ଦେଖିଲା ବେଳକୁ ପିଲାଟି ପାଟିରେ ପଶିଯାଇଛି ବିଷାକ୍ତ ଝିଟିପିଟି । ଆଉ ଡ଼ାକ୍ତରଖାନା ନେବା ବେଳକୁ ପିଲାଟିର ମୃତ୍ୟୁ ଘଟିଥିଲା । ଛତିଶଗଡ଼ କୋରବାଙ୍କ ବ୍ୟାଙ୍କିମୋଙ୍ଗ୍ରା…

ସୀମା ପାର ପ୍ରେମ କାହାଣୀ: ପାକିସ୍ତାନରେ ଧର୍ମ ପରିବର୍ତ୍ତନ କରି ଫେସବୁକ ବନ୍ଧୁଙ୍କୁ ବିବାହ କଲେ ଅଞ୍ଜୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ଦୁଇ ମହିଳା ସୀମା-ଅଞ୍ଜୁଙ୍କ ପ୍ରେମ କାହାଣୀ । ଦୁଇ ମହିଳାଙ୍କର ଏହି ସୀମାପାର ପ୍ରେମ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଜଣେ ନିଜ ଜନ୍ମାମାଟି, ସ୍ୱାମୀ, ଘର ସଂସାର ଛାଡି  ପାକିସ୍ତାନରୁ ଭାରତ ପଳାଇ ଆସିଛି । ଅନ୍ୟଜଣେ…

‘ମୋଦିଜୀ..ଆପଣ ଯାହା କହିଲେ ବି ଆମେ ‘ଇଣ୍ଡିଆ’-ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ସଂସଦ ଅଚଳ ହୋଇ ପଡିଥିବାବେଳେ ଇଣ୍ଡିଆକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର-ବିରୋଧୀ । ମୌସୁମୀ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବସିଥିଲା ପ୍ରଥମ ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ‘କୁ ନେଇ ବିରୋଧୀଙ୍କୁ…

ବିରୋଧୀଙ୍କ ‘ଇଣ୍ଡିଆ’କୁ ନେଇ ବର୍ଷିଲେ ମୋଦି; ନେଲେ ଇଷ୍ଟ ଇଣ୍ଡିଆ କମ୍ପାନୀ..ଇଣ୍ଡିଆନ ମୁଜାହିଦ୍ଦିନ ନାଁ

ନୂଆଦିଲ୍ଲୀ: ମଣିପୁର ଜଳୁଛି । ମଣିପୁର ତାତି ସଂସଦ ଭବନରେ ବି ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ସରକାର ନିଜ ରଣନୀତି ତିଆରି କରିବାରେ ଲାଗି ପଡିଛନ୍ତି । ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଭଗବାନ ଶିବଙ୍କୁ ବିବାହ କଲେ ଯୁବତୀ, ହିନ୍ଦୁ ରୀତିନୀତି ଅନୁଯାୟୀ ପଡିଲା ହାତଗଣ୍ଠି

ଉତ୍ତରପ୍ରଦେଶ: ଲୀଳାମୟ ସିଏ । ସଂହାର କର୍ତ୍ତା ବି ସେ । କୁହନ୍ତି ଭଗବାନଙ୍କୁ ଯିଏ ଥରେ ପ୍ରେମ କରିବସେ ତା ପାଇଁ ସାରା ଦୁନିଆ ତୁଚ୍ଛ ମନେହୁଏ । ଆଉ ସେ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଯାହାର ଏକ ଉଦାହରଣ ଏହି ୨୭ ବର୍ଷିୟା ଯୁବତୀ। ଯିଏ ସଂସାରର ମୟା ମୋହ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ବର୍ଷେ, ୧୫ତମ ରାଷ୍ଟ୍ରପତି ଭାବେ ନେଇଥିଲେ ଶପଥ

ଭୁବନେଶ୍ୱର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଆଜିର ଦିନରେ ଅର୍ଥାତ୍ ଜୁଲାଇ ୨୫ ତାରିଖ ୨୦୨୨ ରେ ଆମ ଦେଶ ପାଇଥିଲା ୧୫ତମ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ଆଜିଠୁ ଠିକ୍ ବର୍ଷେ ତଳେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।…