Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରପୃଷ୍ଠର ଅଦୃଶ୍ୟ ଇଲାକାର ଫଟୋ

ନୂଆଦିଲ୍ଲୀ: ଆଉ ମାତ୍ର  ଦିନ ଦୁଇଟାର ଅପେକ୍ଷା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ । ଗୋଟିଏ ଗୋଟିଏ ପାଦ ସଫଳତା ଆଡକୁ ମୁହାଁଉଛି ଚନ୍ଦ୍ରଯାନ-୩ ।  ଏହାକୁ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି । ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ…

ବିନା ଜିମରେ କମାନ୍ତୁ ଓଜନ , ଘରୋଇ ଉପାୟରେ କମାନ୍ତୁ ପେଟର ଚର୍ବି

ମୁମ୍ବାଇ : ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳିପାରିନଥାଏ। ତେବେ ଆଜି ଆମେ…

ତେଜୁଛି ନାମ ବଦଳ ରାଜନୀତି: ନେହରୁଙ୍କ ପରେ ପଡ଼ିଲା ଅଟଳଙ୍କ ପାଳି

ପାଟନା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେସେତେ ସରଗରମ ହୋଇ ପଡୁଛି ।  କେତେବେଳେ  ଦଳ ବଳଦ  ତ କେତେବେଳେ ନାମ ବଦଳ । କିଛି ଦିନ ତଳେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି…

ସନ୍ନି ଦେଓଲଙ୍କ ପାଇଁ ଆଶ୍ବସ୍ତି: ନିଲାମ ହେବନି ବଙ୍ଗଳା, ବ୍ୟାଙ୍କ ବଦଳାଇଲା ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲ  । ବର୍ତ୍ତମାନ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ଗଦର-୨କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ରୋଜଗାର କ୍ଷେତ୍ରରେ ବି ଏହି ଚଳଚ୍ଚିତ୍ର ବେଶ୍ ହଇଚଇ ସୃଷ୍ଟି କରିଛି  । କିନ୍ତୁ ଏହାରି ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଥିଲା । ବ୍ୟାଙ୍କ…

ମାଲିକାନା ବଦଳିବା ପରେ ଏନଡିଟିଭି ଖୋଲିଲା ପ୍ରଥମ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ, ଆଗକୁ ଏହି ସବୁ ରାଜ୍ୟରେ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଦ୍ବାରା ପରିଚାଳିତ ଏନଡି ଟିଭି ଆଜି ନିଜର ପ୍ରଥମ ଆଞ୍ଚଳିକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଆରମ୍ଭ କରିଛି। ଏନଡିଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ ନାମରେ ନାମିତ ହୋଇଛି ଏହି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ। ଏନଡିଟିଭି ମାଲିକାନା ହାତେଇବା ପୂର୍ବରୁ ଆଲୋଚନା ହେଉଥିଲା ଯେ…

ରାମ ମନ୍ଦିର ଗର୍ଭଗୃହରେ କେବେ ବିରାଜମାନ କରିବେ ପ୍ରଭୁ ରାମଲଲା? ସାମ୍ନାକୁ ଆସିିଲା ତାରିଖ

ଅଯୋଧ୍ୟା:ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ରାମଲଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କେବେ ହେବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆଉ ମାତ୍ର ମାସ କେଇଟା ପରେ ଏକ ଭବ୍ୟ ଆୟୋଜନ କରାଯିବ ଏବଂ ରାମ ମନ୍ଦିରରେ ରାମଲଲା ବିରାଜମାନ କରିବେ ।…

ପୁଲୱାମାରେ ଏନକାଉଣ୍ଟର; ଟପ ଲସ୍କର କମାଣ୍ଡର ସମେତ ୨ ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାରେ ରବିବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ । ୨ ମୃତ ଆତଙ୍କୀଙ୍କ ମଧ୍ୟରେ ଅଛନ୍ତି ଜଣେ ଲସ୍କର-ଏ-ତୋଏବାର ଟପ କମାଣ୍ଡର ଅଛନ୍ତି । ଜମ୍ମୁକଶ୍ମୀରର ପୁଲୱାମ ଜିଲ୍ଲାରେ ରବିବାର ଏହି…

ଆଜିଠୁ କମିବ ପିଆଜ ଦର ! କିଲୋ ପ୍ରତି ୨୫ ଟଙ୍କାରେ ବିକିବ ଏନସିସିଏଫ୍

ମୁମ୍ବାଇ: ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକିବ ଜାତୀୟ ଉପଭୋକ୍ତା କୋଅପରେଟିଭ ସଂଘ  ।  ବଢୁଥିବା ଦର ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଷ୍ଟକ ପରିମାଣ ୩ ଲକ୍ଷ ମେଟ୍ରିକ ଟନରୁ ୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି…

ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ରେ ଅବତରଣ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ରୁଷର ଚନ୍ଦ୍ରଯାନ ଲୁନା -୨୫ ସଫ୍ଟ ଲାଣ୍ଡିଂ କରିବାର ଦିନକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଦୁଇ ଦିନ ପରେ ଇତିହାସ ରଚିବାକୁ ଯାଉଛି ଭାରତ । ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏବେ ଲ୍ୟାଣ୍ଡର…

DRDOର ଡ୍ରୋନ କ୍ରାସ୍, ଟ୍ରାଏଲ ସମୟରେ ହେଲା କ୍ରାସ

କର୍ଣ୍ଣାଟକ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଚିତ୍ରାଦୁର୍ଗା ଗ୍ରାମ ନିକଟରେ ଥିବା ଏକ କ୍ଷେତରେ ୟୁଏଭି ତାପଶ ନାମକ ଡ୍ରୋନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଏନେଇ ଡିଆରଡିଓର ଜଣେ ଅଧିକାରୀ…