Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଝିଅକୁ କାନ୍ଧରେ ବସାଇ ବୁଲାଉଥିବା ବେଳେ ଗୁଡ଼ିମାଡ଼, ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନିଜର କୁନି ଝିଅକୁ କାନ୍ଧରେ ବସାଇ ବୁଲାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି । ଫଳରେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ…

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ, ନ ମିଳିଲେ ପାନେ ଦେବେ!

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଟିଏମସି…

ନିର୍ବାଚନ ପୂର୍ବରୁ ‘ଇନ୍ଦିରା’ କାର୍ଡ, ରାହୁଲ ଡାକିଲେ କଂଗ୍ରେସକୁ ଆସ!

ଭୁବନେଶ୍ୱର: ଦେଶର ରାଜନୈତିକ ଟ୍ରେଣ୍ଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିର୍ବାଚନରେ ମତଦାନ ହେଉ କିମ୍ବା ରାଜନୀତି କ୍ଷେତ୍ରରେ ପ୍ରବେଶ ସବୁଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ଏହି ସଂଖ୍ୟା ବଢୁଛି। ଦେଶଠାରୁ ଆରମ୍ଭ କରି ରାଜ୍ୟ ସବୁଆଡେ ମହିଳା…

ଅହିରାଜ ମଥାରେ ଚୁମ୍ବନ ଦେଉଥିଲେ ଯୁବକ, ଆଉ ତା’ପରେ…

ନାଗ ସହିତ ନଖରାମି !  ଦୁଃସାହସ ନା ପାଗଳାମି ? କ’ଣ କୁହାଯିବ ? ଯାହା ବି ହେଉଏ ଅହିରାଜ ମଥାରେ ଚୁମ୍ବନ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେତେବେଳେ ଆମେ ସାପର କଥା ଶୁଣିଥାଉ, ସାଧାରଣତଃ ଭୟଭୀତ ହେବାଟା ସ୍ୱାଭାବିକ । କିନ୍ତୁ, କିଛି ସାହସୀ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସେମିତି ଭୟ…

ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ

ନୂଆଦିଲ୍ଲୀ: ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ…

ସ୍ୱାଧୀନତା ଦିବସ ପାଳନ ବେଳେ ମଞ୍ଚରେ ପଡିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳୁଥିଲେ  । କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଧାନସଭା ଅଧ୍ୟକ୍ଷ ମଞ୍ଚ ଉପରେ ପଡିଗଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡା.ପ୍ରଭୁରାମ ଚୌଧୁରୀ ରାୟସେନ ମାର୍ଚ୍ଚପାଷ୍ଟ…

ଘର ପିଣ୍ଡାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ ହିଜବୁଲ…

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର ବିଳମ୍ବିତ ରାତିରେ ରୁଷିଆର ଦକ୍ଷିଣ ଡାଗେନସ୍ତାନର ଏକ…

ଖାଲି ଭାରତ ନୁହେଁ ୧୫ ଅଗଷ୍ଟରେ ଏହିସବୁ ଦେଶ ବି ପାଳନ୍ତି ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ଚଳିତ ବର୍ଷ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ। ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରତିବର୍ଷ ଏହି ଦିନକୁ ଧୁମଧାମର ସହ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। କିନ୍ତୁ ୧୫ ଅଗଷ୍ଟରେ ଭାରତ ଏହାର ସ୍ୱାଧୀନତା ପାଳନ କରିବାରେ ଏକମାତ୍ର ଦେଶ ନୁହେଁ। ଭାରତ…

ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ ଏମିତି କିଛି କହିଲେ, ପ୍ରଧାନ ବିଚାରପତି ବି ହାତ ଯୋଡି ଦେଲେ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସମୟରେ  ସୁପ୍ରିମକୋର୍ଟଙ୍କୁ ପ୍ରଶଂସା କରିଛନ୍ତି।   ଆଞ୍ଚଳିକ ଭାଷାରେ କୋର୍ଟଙ୍କ ରାୟ ଉପଲବ୍ଧ କରାଇବା ପାଇଁ  ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଥିଲେ ।…