Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘର ବାହୁଡା ଯବାନଙ୍କୁ ରେଡ କାର୍ପେଟ ବିଛାଇ ସ୍ୱାଗତ କଲେ ପରିବାର ଲୋକେ; ହୃଦୟ ଭିଜାଇଦେଲା ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବା ଯୁବବର୍ଗଙ୍କର ଏକ ସ୍ୱପ୍ନ । ସେନା ବର୍ଦ୍ଦି ପିନ୍ଧି ଦେଶ ପାଇଁ ସେବା କରିବାର ସୁଯୋଗ ସମସ୍ତଙ୍କୁ   ମିଳି ନଥାଏ । ଭାଗ୍ୟରେ ଥିଲେ ଏ ସୁଯୋଗ ମିଳେ । ଦୁର୍ଗମ ଇଲାକାରେ ରାତିଦିନ ଆତଙ୍କୀଙ୍କୁ ଭଗାଉଥିବା ଭାରତୀୟ ସେନାଙ୍କୁ ଶତ ସମ୍ମାନ । ଏମିତି…

ଚାଉଳ ଦିଅ, ଟମାଟୋ ନିଅ: ଭାରତ ସରକାରଙ୍କୁ ଚିଠି ଲେଖିଲା ନେପାଳ

ଦିଲ୍ଲୀ : ଟମାଟୋ ଦରକୁ ନେଇ ଏବେ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି  । ଗୃହିଣୀଙ୍କ ହାଣ୍ଡିଶାଳରେ ଟମାଟୋ ଦର ବୃଦ୍ଧି ବିଶେଷ ଭାବେ ପ୍ରଭାବ ପକାଇଛି  । ଟମାଟୋର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବେଣ୍ ବାଧୁଛି  । ତେବେ ଏଭଳି ସମୟରେ ଭାରତକୁ ସାହାର୍ଯ୍ୟ କରିବା ଲାଗି…

ଅରବିନ୍ଦ କେଜ୍ରିୱାଲଙ୍କ ଶୁଭ ମନାସିଲେ ମୋଦୀ

ନୂଆଦିଲ୍ଲୀ: ଲଗାତାର ବିଜେପିକୁ ଟାର୍ଗେଟ କରି ଆସୁଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମଦ ଦୁର୍ନୀତି ହେଉ କିମ୍ବା ଦିଲ୍ଲୀ ସେବା ଆଇନକୁ ନେଇ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପିଏମ ମୋଦୀଙ୍କୁ ଶାଣିତ ସମାଲୋଚନା କରୁଛନ୍ତି। ତେବେ ଏହି ବୟାନବାଜି ଭିତରେ…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ଅମୃତ ଉଦ୍ୟାନ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନ ଆଜିଠାରୁ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ-୨କୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି । ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ…

ଆଜି ଦିଲ୍ଲୀରେ ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଜନାଥ ସିଂ , ଅମିତ ଶାହ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୧୫ ଜଣ ସଦସ୍ୟ ସାମିଲ ହେବେ । ଚଳିତବର୍ଷ ଶେଷ…

ନୁହ ହିଂସାକାଣ୍ଡ ଘଟଣା: ବିଟୁ ବଜରଙ୍ଗୀ ପୁଣି ଗିରଫ

ଚଣ୍ଡିଗଡ଼: ହରିୟାଣା ନହୁ ହିଂସା ମାମଲାରେ ହରିୟାଣା ପୋଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହ ହିଂସାକାଣ୍ଡ ଘଟଣାରେ ବିଟୁ ବଜରଙ୍ଗୀ ପୁଣି ଗିରଫ ହୋଇଛି। ମଙ୍ଗଳବାର ଅଗଷ୍ଟ ୧୫ରେ ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ହରିୟାଣା ପୋଲିସ ବିଟୁ…

ସରିଲା କୋର କମାଣ୍ଡରସ୍ତରୀୟ ବୈଠକ: LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତର ଚାପ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା କୋର କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି  । ଦୁଇ ଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା  । ବାରମ୍ବାର ଉଭୟ ଦେଶ ମଧ୍ୟରେ ବିଚାର ବିମର୍ଶ ହୋଇଛି ହେଲେ କିଛି ସୁଫଳ ମିଳିନଥିଲା  । କିନ୍ତୁ ଏଥର ଆଲୋଚନାରେ କିଛି ସକରାତ୍ମକ…

ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ୫୯ ଟପିଲା ମୃତ୍ୟୁ ସଂଖ୍ୟା

ସିମଲା: ହିମାଚଳ ପ୍ରଦେଶରେ ବନ୍ୟା, ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି। ଗତ ରାତିରେ ଆଉ ୩ ଜଣଙ୍କର ମୃତଦେହ ମିଳିବା ପରେ ମୃତ୍ୟୁ ସଂଖ୍ୟା ୫୬ରୁ ୫୯କୁ ବଢ଼ିଛି। ଲଗାଣ ବର୍ଷା ପାଇଁ ମଣ୍ଡି ଓ ସିମଲା ଜିଲ୍ଲା ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ମଣ୍ଡିରେ ୨୩ ଓ ସିମଲାରେ ୧୯…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ…

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସମେତ ବହୁ ନେତା ପୂର୍ବତନ…

ସଫଳତାର ପାହାଚ ଚଢୁଛି ଇସ୍ରୋ: ଆଜି ପଞ୍ଚମ କକ୍ଷ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ: ଆଗାମୀ ସପ୍ତାହ ଭାରତୀୟ ବିଜ୍ଞାନ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ବାସ୍ତବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାକୁ ଯାଉଛି । କୁହାଯାଉଛି ଯେ ଚନ୍ଦ୍ରଯାନ ଅଗଷ୍ଟ ୨୧ରୁ ୨୩ ମଧ୍ୟରେ ଚନ୍ଦ୍ର ଭୂମିରେ ଲ୍ୟାଣ୍ଡିଂ…