Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶରଦ ‘ଇଣ୍ଡିଆ’ ର ନା ଏନଡିଏର, ବୁଝିପାରୁନାହାନ୍ତି ବିରୋଧୀ !

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକକୁ ନେଇ ନାନା ଆକଳନ ମୁଣ୍ଡ ଟେକିଲାଣି। ବିରୋଧୀଙ୍କ ଏହି ବୈଠକ ବହୁ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବାବେଳେ ବରିଷ୍ଠ ନେତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…

୨୧ ବର୍ଷ ପରେ ମିଳିଲା ୧୫ କୋଟିର ହୀରା

କୋଲକାତା: କୋଲକାତା ହାଇକୋର୍ଟ ୨୧ ବର୍ଷ ତଳର ଏକ ହୀରା ଚୋରୀ କେସର ସମାଧାନ କରିଛନ୍ତି । ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ହୀରା ମାଲିକଙ୍କୁ ଫେରାଇ ଦିଆଯାଇଛି । କେସ ସମାଧାନ ପରେ ବିଚାରପତି ଜୟ ବାବା ଫେଲୁନାଥ କହିଥିଲେ । ସତ୍ୟଜିତ ରାୟଙ୍କ ଚର୍ଚ୍ଚିତ ଫିଲ୍ମ ଜୟ ବାବା ଫେଲୁନାଥ ଶୈଳୀରେ ଚୋର…

ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର, କୌଣସି କ୍ଷେତ୍ରରେ ନାହିଁ ପ୍ରତିବନ୍ଧକ

ଶ୍ରୀନଗର: ଚଳିତ ବର୍ଷ ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର। ପ୍ରତ୍ୟେକ ବର୍ଷ ସ୍ୱାଧିନତା ଦିବସ ଏବଂ ଗଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବରେ କଶ୍ମୀରରେ ଇଣ୍ଟରନେଟ୍ ନିଷେଧ ଏକ ସାଧାରଣ କଥା ହୋଇଯାଇଥିଲା। କିନ୍ତୁ ଗତ ବର୍ଷ ଭଳି ଚଳିତଥର ଏପରି ହେବ ନାହିଁ। ୭୭ତମ ସ୍ୱାଧୀନତା ଦିବସ…

ଖାଲି ପେଟରେ ଗ୍ୟାସ୍ ସୃଷ୍ଟି କରେ ଡାଲି : ଆସନ୍ତୁ ଜାଣିବା ଏହି ୫ଟି ଡାଲି ସମ୍ପର୍କରେ

ମୁମ୍ବାଇ: ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ , ଡାଲି କାହିଁକି ଗ୍ୟାସ୍ ସୃଷ୍ଟି କରେ । ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଗ୍ୟାସ ସମସ୍ୟାର ସାମ୍ନା କରିବାକୁ ପଡେ । ପେଟରେ ଗ୍ୟାସ୍ ଆପଣଙ୍କ ପୁରା ଦିନକୁ ନଷ୍ଟ କରିପାରେ ।  କିଛି ଡାଲି ଅଛି , ଯାହା ଗ୍ୟାସ୍ ସୃଷ୍ଟି କରିବା ସହ ପେଟ ଫୁଲିବା…

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ୩୯୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଢାକା: ବାଂଲାଦେଶରେ ଡେଙ୍ଗୁ ଆତଙ୍କ  । ଦେଶରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି  । ଆଜି ସକାଳ ୮ଟା ସୁଦ୍ଧା ୧୧ ଜଣ ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ…

ନିଟ ପରୀକ୍ଷାରେ ବିଫଳ: ପୁଅ ପରେ ବାପାର ଆତ୍ମହତ୍ୟା, ଷ୍ଚାଲିନ କହିଲେ ‘ବାତିଲ୍ କରିଦେବୁ ପରୀକ୍ଷା’

ଚେନ୍ନାଇ: ପୁଅର ମୃତ୍ୟୁର ଦୁଃଖକୁ ସମ୍ଭାଳି ନପାରି ବାପାର ଆତ୍ମହତ୍ୟା। ୧୯ ବର୍ଷୀୟ ପୁଅ ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଆତ୍ମହତ୍ୟା କରିଥିଲେ ଆଉ ଏହାପରେ ମୃତକଙ୍କ ବାପା ମଧ୍ୟ ଦିନକ ପରେ ତାମିଲନାଡୁର ଚେନ୍ନାଇରେ ନିଜ ଘରେ ମୃତ ଅବସ୍ଥାରେ ପଡ଼ିଥିବା…

ପତାକା ଉତ୍ତୋଳନରେ ମୋଦୀଙ୍କୁ ସହଯୋଗ କରିବେ ଦୁଇ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ରେ ଲାଲକିଲ୍ଲା ପ୍ରାଚିରରୁ ପତାକା ଉତ୍ତଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ଥର ପତାକା ଉତ୍ତୋଳନରେ ମୋଦୀଙ୍କୁ ସହଯୋଗ କରିବେ ଦୁଇ ମହିଳା ସେନା ଅଧିକାରୀ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମେଜର ନିକିତା ନାୟାର ଏବଂ ମେଜର ଜସ୍ମିନ କୌର…

ଅଜିତ-ଶରଦଙ୍କ ‘ଗୁପ୍ତ’ ବୈଠକ ପରେ ‘ସୁପ୍ରିମୋ’ଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାଓ୍ବାର ରବିବାର କହିଛନ୍ତି ଯେ ତାଙ୍କ ଦଳ ବିଜେପି ସହ ଯିବ ନାହିଁ, ଯଦିଓ କିଛି 'ଶୁଭଚିନ୍ତକ' ତାଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ପାଓ୍ୱାର ଏଭଳି କିଛି କହିଛନ୍ତି।…

ଶେଷଥର ପାଇଁ ଲାଲକିଲ୍ଲାରେ ପତାକା ଉତ୍ତଳନ କରିବେ ମୋଦୀ: ଜେଡିୟୁ

ପାଟନା:ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ। ତେବେ ଏନେଇ ବିରୋଧୀ ପକ୍ଷରୁ ବିଜେପିକୁ କରାଯାଉଛି ଟାର୍ଗେଟ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ…