Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନ୍ୟୁଜ ଚ୍ୟାନେଲକୁ ଶୃଙ୍ଖଳିତ କରିବାକୁ ମାର୍ଗଦର୍ଶିକା ଆଣିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଖୁବ ଶୀଘ୍ର ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଏକ ମାର୍ଗଦର୍ଶିକା ଆଣିବେ। ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଖବର ଶୈଳୀକୁ ନେଇ ଆପତ୍ତି ଉଠାଇ ସୁପ୍ରିମକୋର୍ଟ ଏଭଳି ଏକ ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି କହିଛନ୍ତି। ନିକଟରେ ବମ୍ବେ…

ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

ସିମଲା: ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ହିମାଚଳ ପ୍ରଦେଶ । ଦେବଭୂମିରେ ତାଣ୍ଡବ ରଚୁଛି ବର୍ଷା ବିତ୍ପାତ । ବିପଦସଙ୍କେତ ଉପରେ ଅଳକାନନ୍ଦା, ଗଙ୍ଗା, ମନ୍ଦାକିନି। ଉଛୁଳୁଛି ନଇଁ, ତଳିଆ ଅଞ୍ଚଳ ଜଳମଗ୍ନ । ଫ୍ଲାସ ଫ୍ଲଡରେ ଭାସୁଛି ବସ୍, କାର୍। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁ…

ଚନ୍ଦ୍ର ପରେ ଏବେ ଇସ୍ରୋର ସୂର୍ଯ୍ୟ ମିଶନ, ଲଞ୍ଚ ହେବ ଆଦିତ୍ୟ-L1

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଗବେଷଣା କରିବ ଇସ୍ରୋ। ଖୁବ୍‌ଶୀଘ୍ର ଆଦିତ୍ୟ-L1 ଉପଗ୍ରହ ଲଞ୍ଚ ହେବା ନେଇ ମିଳିଛି ସୂଚନା। ଚଳିତ ମାସ ଶେଷ ଆଡକୁ ସୂର୍ଯ୍ୟ ଅଭିମୁଖେ ପ୍ରଥମ ସାଟେଲାଇଟ୍ ପଠାଇବ ଇସ୍ରୋ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା ସହ ଅଧିକ…

ଝାଡଖଣ୍ଡରେ ପୁଣି ନକ୍ସଲ ଆକ୍ରମଣ; ୨ ଯବାନ ସହିଦ

ଝାଡଖଣ୍ଡ: ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ପୁଣି ଗୁଳିବିନିମୟ। ଝାଡଖଣ୍ଡର ଚାଇବାସା ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଦୁର୍ଦ୍ଦାନ୍ତ ନକ୍ସଲ ମିସିର ବେସରା ସହ ଗୁଳିବିନିମୟରେ ଝାଡ଼ଖଣ୍ଡ ଜାଗୁଆରର ୨ ଯବାନ ସହିଦ ହୋଇଛନ୍ତି। ସହିଦ…

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ…

ଦେଶ ପାଳୁଛି ୭୭ ତମ ସ୍ଵାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୦ମ ଥର ପାଇଁ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଦେଶର ସମସ୍ତ ନାଗରିକ ସମ୍ମାନ, ସମସ୍ତଙ୍କର ରହିଛି ସମାନ ଅଧିକାର: ସ୍ବାଧୀନତା ଦିବସରେ ରାଷ୍ଟ୍ରପତିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୭ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଭାରତର ଝିଅମାନେ "ଆଗକୁ ଅଗ୍ରସର ହୁଅନ୍ତୁ" ଏବଂ "ସମସ୍ତ ଆହ୍ୱାନକୁ ସାମ୍ନା କରିବାରେ ସକ୍ଷମ ହୁଅନ୍ତୁ"। ସେ ସମ୍ବିଧାନ ଦ୍ୱାରା…

ଆଫଗାନିସ୍ତାନରେ ଆତଙ୍କୀ ହାମ୍‌ଲା : ହୋଟେଲ ଉପରେ ଆକ୍ରମଣ, ୩ ମୃତ

ଆଫଗାନିସ୍ତାନ: ଆଫଗାନିସ୍ତାନ ଖୋଷ୍ଟର ଅଞ୍ଚଳର ଏକ ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ହୋଟେଲକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି । ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲ ଉପରେ…

ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ, ୨୦୨୩ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି । ବୀରତା ପାଇଁ ଜଣେ ସିଆରପିଏଫ କର୍ମୀ ରାଷ୍ଟ୍ରପତି ପଦକ ପାଇଛନ୍ତି । ସେ ହେଲେ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା…

ମଧ୍ୟପ୍ରଦେଶରେ ବିଜେପିକୁ ୫୦ ପ୍ରତିଶତ କମିଶନ ଡର, ପ୍ରିୟଙ୍କାଙ୍କ ବଡ଼ ଗେମ !

ଭୁବନେଶ୍ୱର: ମଧ୍ୟପ୍ରଦେଶର ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଦୁର୍ନୀତି ଅଭିଯୋଗ ଆଣି ଦଳୀୟ ରୋଷର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ୫୦ ପ୍ରତିଶତ କମିସନ ଅଭିଯୋଗ ଆଣିବା ପରେ ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ ଏତଲା…