Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରବଳ ବର୍ଷାରେ ଧସିଗଲା ଶିବ ମନ୍ଦିର; ୯ ଶବ ଉଦ୍ଧାର, ୫୦ ଭକ୍ତ ଫସି ରହିଥିବା ଆଶଙ୍କା

ଶିମଳା: ହିମାଚଳ ପ୍ରଦେଶରୁ ପୁଣି ଆସିଲା ଦୁଃଖଦ ଖବର । ବାଦଲଫଟା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ନଦୀକୂଳ, ଭୂସ୍ଖଳନ ହେଉଥିବା ଜାଗାକୁ ନ ଯିବା ଲାଗି କୁହାଯାଇଛି । ଏହାସତ୍ତ୍ୱେ…

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା; ୭ମୃତ

ଧର୍ମଶାଳା: ଦେଶର ପାହାଡୀ ରାଜ୍ୟରେ ପୁଣି ବର୍ଷା ବିତ୍ପାତ । ବିପର୍ଯ୍ୟସ୍ତ ହୋଇପଡିଛି ଜନଜୀବନ । ହିମାଚଳ ଏବଂ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଇତିମଧ୍ୟରେ ହିମାଚଳ ପ୍ରଦେଶର ସୋଲନର ଧାୟବଲା ଗାଁରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ; ମୋଦୀଙ୍କ ଅପିଲ ପରେ ବିଜେପି ନେତା ବଦଳାଇଲେ ‘ଏକ୍ସ’ ଡିପି

ନୂଆଦିଲ୍ଲୀ: ଆଉ ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ। ତେବେ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇ ତ୍ରିରଙ୍ଗା…

ଆଜି ଭାରତ ଓ ଚୀନ୍ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା

ଦିଲ୍ଲୀ: ପଛକୁ ହଟିବ କି ଡ୍ରାଗନ୍ ! ଆଜି ହେବାକୁ ଥିବା ସୈନ୍ୟସ୍ତରୀୟ ଆଲୋଚନାରେ ଲଦାଖର ସଂଘର୍ଷ ସ୍ଥଳରୁ ପଛକୁ ହଟିବାକୁ ଚୀନକୁ କହିବ ଭାରତ । ଆଜି ଭାରତ ଓ ଚୀନ୍ ମଧ୍ୟରେ ହେବ ଆଲୋଚନା  । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର୍ କମାଣ୍ଡରସ୍ତରୀୟ ବୈଠକ ବସିବ ।  ଲଦାଖର…

ନର୍ସିଂ ହୋମର ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା; ଡାକ୍ତର ଓ କମ୍ପାଉଣ୍ଡର ଫେରାର

ପାଟଣା: ବିହାରର ଏକ ଘରୋଇ ନର୍ସିଂ ହୋମରେ ନର୍ସଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ଡାକ୍ତର ଓ କର୍ମଚାରୀ ଫେରାର।ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନର୍ସଙ୍କୁ ଡାକ୍ତର ଓ କମ୍ପାଉଣ୍ଡରମାନେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା…

ଚନ୍ଦ୍ରରେ ଟ୍ରାଫିକ ଜାମ : ଚନ୍ଦ୍ରାୟାନର ୩ ପ୍ରତି ବିପଦ ଅଛି କି ?

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରାୟାନ ୩ର ଲକ୍ଷ୍ୟ ୨୩ ଅଗଷ୍ଟରେ କିପରି ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିବ । ସେହି ସମୟରେ ରୁଷର ମିଶନ ଲୁନା ୨୫ ମଧ୍ୟ ଲ୍ୟାଣ୍ଡିଂ କରିବାକୁ ଅଛି । ଅଗଷ୍ଟ ୧୧ରେ ଲୁନା-୨୫କୁ ମହାକାଶକୁ ପଠା ଯାଇଥିଲା । ସେହିପରି ଚନ୍ଦ୍ରାୟାନ ୩କୁ ଭାରତ ୧୩ ଜୁଲାଇରେ ଲଂଚ…

ପେରୁରେ ଏଲିୟନ୍ସ ଭୟ: ସତ ନା ସୁନା ମାଫିଆଙ୍କ ଷଡଯନ୍ତ୍ର

ନୂଆଦିଲ୍ଲୀ: ପାଖାପାଖି ୭ ଦିନ ହେବ ପେରୁରେ ଏଲିୟନ୍ସ ଭୟ ସାଧାରଣ ଜନତାଙ୍କୁ ଘାରିଛି । ଏପରିକି ଲୋକ ୭ଫୁଟର ଏଲିୟନ୍ସ ଦେଖିଥିବା ଦାବୀ କରିଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଏହି ପରଗ୍ରହୀ ମଣିଷର ମୁହଁକୁ ଟାର୍ଗେଟ…

ଏନସିଇଆରଟି ପୁସ୍ତକରୁ ହଟା ଯାଇଥିବା ଗୁଜୁରାଟ ଦଙ୍ଗା ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଭଳି ଅଧ୍ୟାୟକୁ ପୁଣି ଥରେ ସାମିଲ…

ଥିରୁ୍ଅନନ୍ତପୁରମ: କେରଳରେ ପୁଣିଥରେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଗାନ୍ଧୀଙ୍କ ହତ୍ୟା ଏବଂ ଗୁଜରାଟ ଦଙ୍ଗା ପରି ଘଟଣା । ମୋଗଲ ଇତିହାସ ସମେତ ଏସବୁ ବିଷୟକୁ ପୁଣି ପଢିବେ ସ୍କୁଲ ଛାତ୍ରଛାତ୍ରୀ । ଏନସିଇଆରଟି ପୁସ୍ତକରୁ ଏହି ସବୁ ବିଷୟକୁ ବାଦ ଦିଆଯାଇଥିଲା । ହେଲେ କେରଳ ସରକାର ଏହି ସବୁ…

ପାକସ୍ତାନରେ ଚୀନ ଇଞ୍ଜିନିୟରଙ୍କ ଗାଡ଼ିକୁ ଆଖିବୁଜା ଗୁଳିମାଡ: ଏକାଧିକ ମୃତ

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର  ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ…

ବିପଦ ଆସିଲେ ବଦଳି ଯାଏ ମନ୍ଦିର ପୁଷ୍କରିଣୀର ରଙ୍ଗ, ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର

ଶ୍ରୀନଗର: ଭାରତର ପବିତ୍ର ଭୂମିରେ ଏପରି ଅନେକ ମନ୍ଦିର ଅଛି ଯାହା ସେମାନଙ୍କର ବିରଳ ଚମତ୍କାର ପାଇଁ ପ୍ରସିଦ୍ଧ ।ଏହି ସବୁ ମନ୍ଦିରରେ ଘଟୁଥିବା ଘଟଣା ବିଶ୍ୱାସ ନହେଲେ ବି ସତ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମ୍ନାରେ ହେଉଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ…