Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ମହିଳା ସାଂସଦଙ୍କୁ ଲେଡି ଆଇଏଏସଙ୍କ ପ୍ରଶ୍ନ; ‘ମଣିପୁର କଥା ଥରେ ଭାବ ତ…’

ନୂଆଦିଲ୍ଲୀ: ଗୃହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସକୁ ଅଶୋଭନୀୟ ବ୍ୟବହାର ବୋଲି କହି ତାତିଛନ୍ତି ମହିଳା ସାଂସଦ । ଏ ନେଇ ସେମାନେ ଲୋକ ସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ନେଇ ଗତକାଲି ସଂସଦ ଭବନ ପଡୁଥିଲା ଉଠୁଥିଲା । ସୋସିଆଲ ମିଡିଆରେ ଏହାକୁ  ଚର୍ଚ୍ଚା…

ସିଙ୍ଗଲ୍‌ ପ୍ୟାରେଣ୍ଟ୍‌ଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଶିଶୁଙ୍କ ଯତ୍ନ ପାଇଁ ମିଳିବ ୭୩୦ ଦିନ ଛୁଟି

ନୂଆଦିଲ୍ଲୀ: ସିଙ୍ଗଲ୍‌ ପ୍ୟାରେଣ୍ଟ୍ ଥିବା ସରକାରୀ କର୍ମଚାରୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ଯତ୍ନ ପାଇଁ ଏକୁଟିଆ ମାଆ ଓ ବାପାଙ୍କୁ ମିଳିବ ୭୩୦ ଦିନର ଛୁଟି। କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ଲୋକସଭାରେ ଏହା କହିଛନ୍ତି।…

ଆଜି ସଂସଦରେ ବିବୃତ୍ତି ରଖିବେ ମୋଦି, ବିରୋଧୀଙ୍କୁ ଦେବେ ଜବାବ

ନୂଆଦିଲ୍ଲୀ: ସଂସଦରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ଆଜି ଅନାସ୍ଥା ବିତର୍କର ତୃତୀୟ ଦିନ । ଆଜି ପ୍ରଧାନମନ୍ତ୍ରୀ ମୋଦି ଅନାସ୍ଥା ବିତର୍କରେ ସାମିଲ ହେବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ…

‘ପୀଡ଼ିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସେତିକି ବଡ଼…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଅପମାନ । ଏହା ସହିତ ଯେଉଁ ବ୍ୟକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆସୁଥିବ ତାହା ବି ସମ ପରିମାଣର ଚିନ୍ତାଜନକ ଏବଂ ଅପମାନ। ଏଭଳି ପରିସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ…

କାର୍ଯ୍ୟକାଳ ଅବଧି ଶେଷ ହେବାର ତିନି ଦିନ ପୂର୍ବରୁ କାହିଁକି ସରକାର ଭାଙ୍ଗିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ?

ଇସଲାମାବାଦ: ପାକିସ୍ତାନର ସଂସଦ ଅର୍ଥାତ୍ ନ୍ୟାସନାଲ ଆସେମ୍ବଲି ଭଙ୍ଗ ହୋଇଛି। ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ ହେବାର ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ସୁପାରିଶ କରିଥିଲେ ଯାହା ବୁଧବାର ବିଳମ୍ବିତ ରାତିରେ…

ଏହି ଦେଶରେ ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରକୁ ଆସିଥାଏ

ବେଜିଂ: ସାପକୁ ନେଇ ବ୍ୟାପାର । କଥାଟା ଅଡୁଆ ଓ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ବୋଧହୁଏ ଚୀନ ଏକମାତ୍ର ଦେଶ ଯେଉଁଠାରେ ସବୁ କିଛି ବିକ୍ରି ହୋଇଥାଏ । ରିପୋର୍ଟ ମୁତାବକ ଚୀନର ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରରେ ବିକ୍ରି ହୋଇଥାଏ । ଆମେ ଯେପରି ଖାଦ୍ୟ ପଦାର୍ଥ ଅମଳ କରିଥାଏ ଚୀନରେ ସେଭଳି ସାପ…

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

ଖୁବ ଶୀଘ୍ର ବଦଳିବ ଏହି ରାଜ୍ୟର ନାମ; କ’ଣ ରହିବ ନୂଆ ନାଁ, ଜାଣନ୍ତୁ

ନୂଆଦିଲ୍ଲୀ : ବଦଳିବ କେରଳର ନାଁ । ନୂଆ ନାଁରେ ପରିଚିତ ହେବ ଏହି ରାଜ୍ୟ । ଏ ନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି  । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ…

ଚାଷୀଙ୍କୁ ଘାରିଲା ଚୋରି ଭୟ: ଟମାଟୋ କ୍ଷେତରେ ଲାଗିଲା ସିସିଟିଭି କ୍ୟାମେରା

ମୁମ୍ବାଇ: ଟମାଟୋ ଦର ଏବେ ଆକାଶ ଛୁଆଁ ରହିଛି । ଦର ଦିନକୁ ଦିନ ବଢି ବଢି ଚାଲିଛି । ଯାହାକି ଗ୍ରାହକଙ୍କ ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଦର ଏବେ କିଲୋ ପିଛା ୨୦୦ ଟଙ୍କା ପାର୍ କରିଛି । ଏଭଳି ସ୍ଥିତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଟମାଟୋ ଚୋରି…

ନାଗାସାକି ଦିବସ- ସେ ଭୟଙ୍କର ଦିନ ମନେ ପଡିଲେ ଆଜି ବି ଛାତି ଥରି ଯାଉଛି

ଟୋକିଓ: ଭୟଙ୍କର ଥିଲା ସେ ଦିନ,  ସେ ମୁହୁର୍ତ୍ତ  । ହସଖୁସିରେ ଉଛୁଳି ପଡୁଥିବା ସହର  କ୍ଷଣକେ ମରୁଭୂମି ପାଲଟିଗଲା  । ସବୁଠି ଛାଇଗଲା କୋକୁଆ ଭୟ । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ , ନିଃଶ୍ବାସ ନେଲେ ବି ଜୀବନ ଚାଲି ଯାଉଥିଲା । ଅତି ପ୍ରଖର ବେଗରେ ପରମାଣୁ ବୋମା ଛୁଟୁଥିଲା । ପୁରା…