Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରି ପଡିଲା ଅନଲାଇନ୍ ଠକେଇ: ୧୦୦ ଟଙ୍କା ଲୋଭ ଦେଖାଇ ଲୁଟିନେଲେ ୧୨ ଲକ୍ଷ

ଗାନ୍ଧୀନଗର : ଦିନକୁ ଦିନ ଭାରତରେ ଅନଲାଇନ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି  । ଏମିତି ଏକ ଅନଲାଇନ ଠକେଇର ଶିକାର ହୋଇଛନ୍ତି  ଗୁଜୁରାଟର ବାସୀନ୍ଦା ପ୍ରକାଶ ସାଓ୍ବନ୍ତ  ।  ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି…

ସିଗାରେଟ୍ ଟାଣିବା ପରେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କ୍ସ ? ହୋଇଯାନ୍ତୁ ସାବଧାନ୍

ମୁମ୍ବାଇ : ସିଗାରେଟ୍ ଏବଂ କୋଲଡ୍ରିଙ୍କ୍ସ ଉଭୟ ଆମ ଶରୀର ପକ୍ଷେ କ୍ଷତିକାରକ  । କିଛି ଲୋକ ଉଭୟକୁ ଏକାସଙ୍ଗରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ  । ନ୍ୟାସନାଲ ସେଣ୍ଟର ଫର୍ ବାୟୋ ଟେକ୍ନୋଲୋଜିର ତଥ୍ୟ ଅନୁଯାୟୀ…

ସଂସଦରେ ଅନାସ୍ଥା ବିତର୍କ: ଶାଏରୀରେ କଂଗ୍ରେସକୁ କଡ଼ା ଜବାବ ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ଶେଷ ଦିନ। ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ସଦନରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଏହା ଅବିଶ୍ୱାସ ପ୍ରସ୍ତାବର…

ପ୍ରଧାନମନ୍ତ୍ରୀ ଓବେସୀଙ୍କ ଟାର୍ଗେଟ; ପଚାରିଲେ ଦେଶ ବଡ ନ ହିନ୍ଦୁତ୍ୱ ?

ନୂଆଦିଲ୍ଲୀ:ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆଲୋଚନାର ଶେଷ ଦିନ । ଏହି ଅବସରରେ  ଏଆଇଏମଆଇଏମ (AIMIM)  ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀ ନିଜର ବକ୍ତବ୍ୟ ରଖିଛନ୍ତି । ଓବେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଂସଦରେ ବର୍ଷିଛନ୍ତି । ଓବେସୀ କହିଛନ୍ତି, ନୁହରେ ବଡ ବଡ କୋଠା ଭାଙ୍ଗି…

ମୂର୍ତ୍ତିମାନଙ୍କ ଗାଁ ପାଲଟିଛି ତ୍ରିପୁରାର ରଘୁନନ୍ଦନ ପାହାଡ ପାହାଡ, ଜାଣନ୍ତୁ ଏହାର ରହସ୍ୟ

ଅଗରତାଲା: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ଲୁଚି ରହିଛି ଅନେକ ରହସ୍ୟମୟ ତଥ୍ୟ ଓ ପରମ୍ପରା । ଯାହାକି ଆଜିବି ରହସ୍ୟ ହୋଇ ରହିଛି । ତେବେ ସେହିଭଳି ଏକ ପାହାଡ ହେଉଛି ତ୍ରିପୁରାର ରଘୁନନ୍ଦନ ପାହାଡ । ଯେଉଁଠାରେ ରହିଛି ଅନେକ ମୂର୍ତ୍ତି । ଯାହାକୁ…

‘ଆମ ଦୁହିଁଙ୍କର ଆଉ କେବେ ଦେଖା ନ ହେଉ’… KBCର ମଞ୍ଚରେ ଏମିତି କାହିଁକି କହିଲେ ଅମିତାଭ, ଜାଣନ୍ତୁ କାରଣ …

ମୁମ୍ବାଇ: ଟିଭି ପରଦାର ମୋଷ୍ଟ ପପୁଲାର କ୍ଵିଜ୍ ସୋ କନ ବନେଗା କରୋଡପତିର ନୁଆ ସିଜିନ ପୁଣିଥରେ ଟେଲିଭିଜନ ପରଦାରେ ଆସିବାକୁ ଯାଉଛି । ସିଜିନ-୧୫ର ଅନେକ ଗୁଡ଼ିଏ ପ୍ରୋମୋ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ରିଲିଜ ହୋଇସାରିଲାଣି । ତେବେ ରିଲିଜ ହୋଇଥିବା ପ୍ରୋମୋରେ ଅମିତାଭ୍ ବଚ୍ଚନ ଓ…

ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ହଟାଇବା ପାଇଁ ଧମକ ଦେଇଥିଲା ଆମେରିକା; ସାମ୍ନାକୁ ଆସିଲା ବଡ ତଥ୍ୟ

ଇସଲାମବାଦ: ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ ଥିଲା ଆମେରିକା । ସେଥିପାଇଁ ତାଙ୍କୁ ପିଏମ ପଦରୁ ହଟାଇବା ପାଇଁ ଚାପ ପକାଇଥିଲା  । ରୁଷ-ୟୁକ୍ରେନ ଯୁଦ୍ଧରେ ଇମ୍ରାନଙ୍କ ନିରପକ୍ଷ ଭୂମିକାକୁ ଦେଖି ଆମେରିକା ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ପାକିସ୍ତାନ ଉପରେ ଚାପ ପକାଇଥିଲା  ।…

ଟାଇମ ଟ୍ରାଭେଲ: ବ୍ୟକ୍ତିଙ୍କ ଦୃଢ଼ୋକ୍ତି, ସାଲ ୬୦୦୦ରୁ ସେ ପ୍ରତ୍ୟାବର୍ତନ କରିଛନ୍ତି

ନୂଆଦିଲ୍ଲୀ: ଟାଇମ ଟ୍ରାଭେଲକୁ ନେଇ ଅଦ୍ଭୁତପୂର୍ଣ୍ଣ ଓ ଅକଳ୍ପନୀୟ ତଥ୍ୟ ସର୍ବଦା ସମ୍ମୁଖକୁ ଆସିଥାଏ । ବୈଜ୍ଞାନିକମାନେ ଏ ସମ୍ପର୍କରେ ସଠିକ ତଥ୍ୟ ଉପସ୍ଥାପନ କରିପାରୁ ନ ଥିବାରୁ ଏହା ସତ୍ୟ ନା ମିଥ୍ୟା ତାହା ପ୍ରମାଣିତ ହୋଇପାରି ନାହିଁ । ନିକଟରେ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଅଦ୍ଭୁତପୂର୍ଣ୍ଣ…

ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କଲେ କିମ ଜୋଙ୍ଗ

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନ ସେନାର ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରିଛନ୍ତି। ଶତ୍ରୁମାନଙ୍କ ସହ ମୁକାବିଲା କରିବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଯୁଦ୍ଧର ପ୍ରତ୍ୟେକ ସମ୍ଭାବ୍ୟ ପରିସ୍ଥିତିରେ ସେନାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। କେବଳ ଏତିକି…

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘ଜେଲର’: ଭାରତରେ ୧୪ କୋଟିର ଅଗ୍ରୀମ ଟିକେଟ୍ ବିକ୍ରି

ମୁମ୍ବାଇ: ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ସିନେମା ଜେଲର । ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରିଛନ୍ତି ସୁପରଷ୍ଟାର ରଜନୀକାନ୍ତ। ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ପ୍ରଶଂସକମାନେ ହଲ ସାମ୍ନାରେ…