Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆର୍ଟ ଅଫ୍ ଲିଭିଙ୍ଗ୍ ଇଣ୍ଡିଆ ମେଡିଟେଟ୍ସ ଅଭିଯାନ ଆରମ୍ଭ, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହଯୋଗରେ ଆର୍ଟ ଅଫ୍ ଲିଭିଙ୍ଗର 'ଇଣ୍ଡିଆ ମେଡିଟେଟ୍ସ' ଅଭିଯାନ ଆରମ୍ଭ ହୋଇଛି। ଦିନକୁ ଦିନ ଏହି ଅଭିଯାନର କ୍ରେଜ୍ ବଢିଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩.୫ ଲକ୍ଷରୁ ଅଧିକ ଭାରତୀୟ ଏଥିରେ ଯୋଗଦେବା ପାଇଁ ଅନଲାଇନରେ ପଞ୍ଜୀକୃତ କରିଛନ୍ତି। ଏହି ଅଭିଯାନକୁ ଭାରତ…

ପୁରସ୍କାର ଫେରସ୍ତ ଉପରେ ଲାଗିବ ଲଗାମ, ସଂସଦୀୟ କମିଟି ଦେଲା ସୁପାରିସ

ନୂଆଦିଲ୍ଲୀ: ଦେଶରେ କଛି ବର୍ଷ ହେବ ପୁରସ୍କାର ଫେରସ୍ତ କରିବା ଘଟଣା ଜାରି ରହିଛି। ଅନେକ ସମ୍ମାନିତ ବ୍ୟକ୍ତିମାନେ ପୁରସ୍କାର ଫେରସ୍ତ କରି ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି। ଏପରିକି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହୋଇଥିବା ବିଜେତାମାନେ କୌଣସି କାରଣକୁ ନେଇ…

ସ୍ୱେରେଜ ଓ ପାଇଖାନା ଟାଙ୍କି ସଫା କରିବା ବେଳେ ୫ ବର୍ଷରେ ଯାଇଛି ୩୩୯ ଜୀବନ: ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସ୍ୱେରେଜ୍ ଓ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ୩୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ଯେ, ୨୦୨୩ରେ…

ସବୁଦିନ ପାଇଁ ବନ୍ଦ ହୋଇଯିବ ଟୁଇଟର, ଏବେ ସବୁକିଛି ହେବ ‘X’

ନୂଆଦିଲ୍ଲୀ:ଏଲନ ମସ୍କ ଟୁଇଟରକୁ କିଣିବା ପରେ ଏହାର ପ୍ଲାଟଫର୍ମରେ ପରିବର୍ତ୍ତନର ବନ୍ୟା ଆସିଛି । ପ୍ରତିଦିନ ଟୁଇଟରରେ ନୂଆ ରୂପ ଦେଖିବାକୁ ମିଳୁଛି । କେତେବେଳେ ଏହାର ସର୍ଭିସ  ବଦଳାଇ  ଦିଆ ଯାଇଛି ତ କେତେବେଳେ ଲୋଗୋକୁ ବଦଳାଇ ଦିଆଯାଇଛି । ଏବେ ଟୁଇଟରର ନାମ ବଦଳିବାକୁ ଯାଉଛି । ଟୁଇଟରର…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…

ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ: ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଉଦଘାଟନ କରିବେ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଆଇଟିପିଓ ଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ…

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।…

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର…

ହରିୟାଣାରେ ବିଜେପି ଉପରେ ଲାଗିଲା ବ୍ୟାନ!

ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…