Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ ‘ଟର୍ମିନେଟର’ କହିଲା ବିଜେପି,ପୋଷ୍ଟର ସେୟାର କରି ବିରୋଧୀଙ୍କୁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିପକ୍ଷ । ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ମୁମ୍ବାଇରେ ୩୧ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ହେବ  ।ଇତି ମଧ୍ୟରେ ଭାରତୀୟ ଜନତାପାର୍ଟି ଟୁଇଟ କରି ବିପକ୍ଷକୁ ଟାର୍ଗେଟ କରିଛି । ବିଜେପି…

ବଢ଼ିବ ଭାରତୀୟ ନୌସେନାର କ୍ଷମତା, ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଯୁଦ୍ଧ ଜାହାଜ ‘ମହେନ୍ଦ୍ରଗିରି’

ମୁମ୍ବାଇ: ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଭାରତୀୟ ନୌସେନାର ସର୍ବଶେଷ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି। ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର ଏହାକୁ ମଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡରେ ଲଞ୍ଚ କରିବେ। ଏହା ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ। ସରକାରୀ ବିବୃତ୍ତିରେ ଏହି ସୂଚନା…

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ୍‌ର ଫଟୋ ପଠାଇଲା ‘ପ୍ରଜ୍ଞାନ’

ନୁଆଦିଲ୍ଲୀ: ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ପ୍ରଥମ କରି ଆଜି ସକାଳ ସମୟରେ ତା’ର ନେଭିଗେସନ୍ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ‘ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍ କରିଛି । ଆଜି ସକାଳ ୭ଟା ୩୫ ମିନିଟ୍ ସମୟରେ ରୋଭରରେ ଲାଗିଥିବା ନେଭିଗେସନ୍…

ଶରଦ ପାୱାରଙ୍କୁ ଅବସର ନେବା ପାଇଁ କହିଲେ ବନ୍ଧୁ ସାଇରସ ପୁନାୱାଲା

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଛନ୍ତି । ବିଜେପିକୁ ରୋକିବା ପାଇଁ ସେ ଇଣ୍ଡିଆ ଗଠବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେବେ ତାଙ୍କର ଘନିଷ୍ଠ ମିତ୍ର ଓ ଶିଳ୍ପପତି ତଥଶ ସୀରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ତାଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ କୁନି କୁନି ପିଲା: ଫଟୋ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ:ରାକ୍ଷୀ ବାନ୍ଧିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଛୋଟ ପିଲାଙ୍କ ଗହଣରେ ପାଳିଲେ ରକ୍ଷାବନ୍ଧନ ପର୍ବ । ଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି । ଛୋଟ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧି ଥିଲେ…

ନଡ଼ିଆ କହୁଛି କିଏ ପାୱାରଫୁଲ, ଇଣ୍ଡିଆ ନା ଏନଡିଏ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେ଼ଇ ହେବ। ଯାହାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ଏନଡିଏ ଓ ଇଣ୍ଡିଆକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଆଜମେର ଜିଲ୍ଲାର ଗେଟ ବଜାରରେ ଜଣେ ନଡ଼ିଆ ବିକାଳୀକୁ ନେଇ…

ଭାରତ ଜିତିବା ପାଇଁ ରାହୁଲ କର୍ଣ୍ଣାଟକରେ ଦେଲେ ଗୃହଲକ୍ଷ୍ମୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭିନ୍ନ ରଣନୀତି ଦେଖିବାକୁ ମିଳୁଛି। ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ରାହୁଲ କିନ୍ତୁ ଭିନ୍ନ ଷ୍ଟାଇଲରେ କାର୍ଯ୍ୟ କରୁଥିବା ଦେଖିବାକୁ…

ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଅଧ୍ୟୟନ କାହିଁକି ଲେଗ୍ରେନଜିୟନ ବିନ୍ଦୁରୁ କରାଯାଇଥାଏ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଏବେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେପ୍ଟମ୍ବର ୨ରେ ଶ୍ରୀହରିକୋଟାରୁ ଆଦିତ୍ୟ-ଏଲ୧ ଲଂଚ କରାଯିବ । ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ଏହି ମିଶନର ମୂଳ ଲକ୍ଷ୍ୟ ହେବ । ଏବେ ପ୍ରଶ୍ନ ଉଠେ ସୂର୍ଯ୍ୟଙ୍କ ନିକଟରୁ…

ପ୍ରଦୂଷଣ ପାଇଁ ଦିଲ୍ଲୀରେ ରହୁଥିବା ନାଗରିକଙ୍କ ଆୟୂଷ ତୁଳନାତ୍ମକ ଭାବେ ଦ୍ରୁତ ଗତିରେ କମୁଛି !

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ଯାହା ହାରାହାରି ଭାରତୀୟଙ୍କ ଆୟୁଷକୁ ୫.୩ ବର୍ଷ କମାଇ ଦେଉଛି। ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ୧୧.୯ ବର୍ଷ ଯାଏଁ ଆୟୁଷ କମିଯାଇପାରେ। ଚିକାଗୋ ବିଶ୍ବବିଦ୍ୟାଳୟ ଦ୍ବାରା ଜାରି ହୋଇଥିବା…