Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କୁ ହଟାଇ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ: ରାଘବ ଚଡ୍ଡା

ନୂଆଦିଲ୍ଲୀ: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ସଂସଦର ନିୟମ ୨୬୭ ଅନୁଯାୟୀ ବିଜନେସ ସସ୍ପେନ୍ସ ନୋଟିସ ଦାଖଲ କରି ମଣିପୁରବାସୀଙ୍କ ସପକ୍ଷରେ ଠିଆ…

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚୁକ୍ତି ବିନିମୟ, ଏଣିକି ଶ୍ରୀଲଙ୍କାରେ ଲଞ୍ଚ ହେବ ୟୁପିଆଇ

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏକ ଅନେକ ଚୁକ୍ତି ବିନିମୟ…

ମୋଗଲଙ୍କ ଆଡ୍ଡାସ୍ଥଳ ପାଲଟିଥିବା ସ୍ଥାନ ଏବେ ପାଲଟିଛି ମିନା ବଜାର, ଜାଣନ୍ତୁ ଏହାର ଇତିହାସ …

ଆଗ୍ରା: ଆଗ୍ରାର ମିନା ବଜାର ହେଉଛି ଏମିତି ଏକ ବଜାର ଯାହା ଏକଦା ମୋଗଲ ଶାସକ ମାନଙ୍କ ବିଳାସର ସ୍ଥାନ ଥିଲା । ମୋଗଲ ସାମ୍ରାଜ୍ୟ ସହିତ ଜଡିତ ବ୍ୟକ୍ତି ଓ ରାଜକୀୟ ପରିବାରର ଲୋକେ ଏଠାରେ ବାଣିଜ୍ୟର ପସରା ମେଲାଉଥିଲେ । ରାଜପୁତ ରାଣୀ ଏବଂ ବଡ଼ ବଡ଼ ହସ୍ତୀ ମାନେ ଏହି ବଜାରରୁ ସେମାନଙ୍କ ପସନ୍ଦର…

ବାବା ଅମରନାଥଙ୍କୁ ଦର୍ଶନ କଲେ ସାରା, ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ବହୁ ଗୁରୁତ୍ୱ ଦିଅନ୍ତି l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ…

ICC ପ୍ରମୋରେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ, ସାରା ବିଶ୍ୱ ଦେଖିଲା ତାଙ୍କ ଟାଟୁ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା l ଓଡ଼ିଶାରେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ପରିଚିତ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ପ୍ରିୟ ଖେଳାଳି ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ପିଣ୍ଟୁ ଏହି ଟାଟୁ ଜରିଆରେ ଏବେ ICC…

ଗରିବ ପରିବାରକୁ ମିଳିବ ମାଗଣା ଚିନି, ଉପକୃତ ହେବେ ୨.୮୦ ଲକ୍ଷ ହିତାଧିକାରୀ

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀର ଗରିବ ପରିବାରକୁ ମିଳିବ ମାଗଣାରେ ଚିନି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାବିନେଟ ଗୁରୁବାର ଦିଲ୍ଲୀବାସୀଙ୍କୁ ମାଗଣା ଚିନି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଉପକୃତ ହେବେ ୨.୮୦ ଲକ୍ଷ ହିତାଧିକାରୀ।…

ଅଲ ନୀନୋର ପ୍ରଭାବ: ନାସା ବୈଜ୍ଞାନିକଙ୍କ ଚେତାବନୀ, ୨୦୨୪ରେ ଆହୁରି ଅଧିକ ହେବ ଗରମ

ନୂଆଦିଲ୍ଲୀ: ବିଶ୍ୱରେ ତାପମାତ୍ରା ବଢ଼ିବାରେ ଲାଗିଛି । ଧିରେ ଧିରେ ଅସହ୍ୟ ଗରମରେ ଜୀବଜନ୍ତୁ ଛଟପଟ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ଶତାବ୍ଦୀର ସବୁଠାରୁ ଉତପ୍ତ ଥିଲା । ଅଲ ନୀନୋର ପ୍ରଭାବ ଯୋଗୁ ଏହା ହୋଇଥିବା ବୈଜ୍ଞାନିକମାନେ କହିଥିଲେ । ତେବେ ନାସାର ଜଳବାୟୁ ବିଜ୍ଞାନୀ ଆଗକୁ…

ମଣିପୁର ଉଲଗ୍ନ ଭିଡିଓ ଘଟଣା: ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ମଣିପୁର: ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର…

ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କଲା ଏନଆଇଏ

ଝାଡଖଣ୍ଡ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ଏନଆଇଏ। ଝାଡ଼ଖଣ୍ଡର ଲୋହରଦଗାରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ ଆତଙ୍କବାଦୀ ଫୈଜାନ୍ ଅନସାରୀକୁ ବିର୍ସା ମୁଣ୍ଡା ଜେଲକୁ ପଠାଯାଇଛି। ଫୈଜାନକୁ ଶୁକ୍ରବାର ଏନଆଇ ରାଞ୍ଚିର ସ୍ୱତନ୍ତ୍ର…

ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ: ଯେବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା ମଣିଷ …

ଓଡିଶା ସମ୍ବାଦ ବ୍ୟୁରୋ : ସେଦିନ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖ, ଯେତେବେଳେ ନାସା ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କ ନେତୃତ୍ୱରେ ଆପୋଲୋ ୧୧ ମିଶନ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମାନବ…