Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କର୍ଣ୍ଣାଟକରେ ହାରିବାରୁ ଚାଉଳ ଦେଉନି ବିଜେପି’, ୨୦ ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କର୍ଣ୍ଣାଟକ କଂଗ୍ରେସ। ପ୍ରତ୍ୟେକ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।…

୨୦୨୪ ପୂର୍ବରୁ ହେବ କି ଲୋକସଭା ନିର୍ବାଚନ ? କଣ କହୁଛି ସର୍ଭେ ?

ଭୁବନେଶ୍ୱର: ପାଖାପାଖି ବର୍ଷେ ସମୟ ବାକି ରହିଛି ୨୦୨୪ ଲୋକସଭା ନିର୍ବାଚନକୁ । ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ବିଜେପି, କଂଗ୍ରେସ ସହ ଅନ୍ୟ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ…

ବିରୋଧୀଙ୍କ ଠାରୁ ଦୁରେଇଲେ କେସିଆର, ମୋଦିଙ୍କ ସହ ବନ୍ଧୁ ବାନ୍ଧିଲେ!

ଭୁବନେଶ୍ୱର: ବଦଳୁଛି ବିରୋଧୀଙ୍କ ଏକତାର ସମୀକରଣ। ପାଟନାରେ ବିରୋଧୀ ଏକାଠି ହେବା ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରମୁଖ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ୨୩ ତାରିଖରେ ବିରୋଧୀ ଏକ ହେବା ସହ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବଡ଼ ପ୍ରସ୍ତୁତି…

ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଲେ ଆତଙ୍କବାଦୀ; ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ମୃତ

ଉଗାଣ୍ଡା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ ଛାତ୍ରଛାତ୍ରୀ । ପଶ୍ଚିମ ଉଗାଣ୍ଡ ସହରର  ଏକ ସ୍କୁଲରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଛାତ୍ରଛାତ୍ରୀ ଓ ସାଧାରଣ ଲାେକଙ୍କୁ ଅପହରଣ କରି…

ବୁର୍ଖା ପିନ୍ଧିଥିବାରୁ ଛାତ୍ରୀଙ୍କୁ ପରୀକ୍ଷା ହଲକୁ ଛାଡିଲେନି କର୍ମଚାରୀ; ଚର୍ଚ୍ଚାରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ହାଇଦ୍ରାବାଦ: କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନାରେ ବୁର୍ଖାକୁ ନେଇ ବିବାଦ । ଶୁକ୍ରବାର ବୁର୍ଖା ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି, ସେମାନଙ୍କୁ କେଭି ରଙ୍ଗା ରେଡ୍ଡୀ ମହିଳା ଡିଗ୍ରୀ କଲେଜର ଷ୍ଟାଫ ପରୀକ୍ଷା କେନ୍ଦ୍ରରେ ବସିବାକୁ ଅନୁମତି ଦେଇ ନ ଥିଲେ ।…

ଜାପାନର ବଡ ନିଷ୍ପତ୍ତି: ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ୧୩ରୁ ୧୬କୁ ବଢିଲା

ନୂଆଦିଲ୍ଲୀ: ଯୌନ ଅପରାଧକୁ ରୋକିବାକୁ ଓ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାପାନ ସରକାର ତତ୍‌ ସମ୍ପର୍କିତ ଆଇନ୍‌ରେ ପରିବର୍ତ୍ତନ କରିଛନ୍ତି। ସ୍ୱଇଚ୍ଛାରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ୧୩ ବର୍ଷରୁ ବଢ଼ାଇ ୧୬ ବର୍ଷ କରିଛନ୍ତି। ଶୁକ୍ରବାର ଜାପାନ ସଂସଦରେ…

ଦେଶରୁ ହଟାଇଦେବେ ଗାନ୍ଧୀ ନେହେରୁଙ୍କ ନାଁ!

ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାଁରେ ଦିଲ୍ଲୀରେ ଥିବା ନେହେରୁ ମେମୋରିଆଲ ନାଁ ପରିବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ନେହେରୁ ମେମୋରିଆଲକୁ ପରିବର୍ତ୍ତନ କରି ପିଏମ ମେମୋରିଆଲ କରିଦିଆଯାଇଛି। ଏହି ନାଁ…

କର୍ଣ୍ଣାଟକରୁ ଆରଏସଏସକୁ ହଟାଇଲା କଂଗ୍ରେସ!

ଭୁବନେଶ୍ୱର: କର୍ଣ୍ଣାଟକ ପାଠ୍ୟକ୍ରମରୁ ହଟିଲା ଆରଏସଏସ ଓ ହିନ୍ଦୁତ୍ୱବାଦୀ ନେତାଙ୍କ ସମ୍ପର୍କିତ ପାଠ। ପୂର୍ବ ବିଜେପି ସରକାର ପକ୍ଷରୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଆରଏସଏସ ପ୍ରତିଷ୍ଠାତା କେବି ହେଡଗେୱାର,ବୀର ସଭରକର ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ବାଦ ଦିଆଯାଇଛି। ସେପଟେ ସମାଜ…

‘୨୪ ରେ ଜିତିଲେ ମୋଦି ଆଉ ଛାଡିବେନି କ୍ଷମତା’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମ ଆଦମୀ ପାର୍ଟି ଏକ ବଡ଼ ମନ୍ତବ୍ୟ ରଖିଛି। ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ଆପ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛି। ବିରୋଧୀ ଦଳଗୁଡିକ ଏକାଠି ହୋଇ ଯଦି ୨୦୨୪ ଲୋକସଭା ନିର୍ବାଚନ ନ ଲଢନ୍ତି ତେବେ ଆଗକୁ ଦେଶରେ ଆଉ…