Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ରାଷ୍ଟ୍ରପତିଙ୍କୁ ଡକା ନଯିବା ଘଟଣା; ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତି ଡକା ନଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ କୋର୍ଟ। ଏନେଇ ଗତକାଲି (ମେ ୨୬) କୋର୍ଟରେ ଜସ୍ୱାର୍ଥ ମାମଲା ଦାୟର କରାଯାଇ ଶୁଣାଣି କରିବାକୁ ଦାବି କରାଯାଇଥିଲା। ସନ୍ଧ୍ୟାରେ ଏହାର…

ଛତିଶଗଡ ବିଧାନସଭାର ଶିଳାନ୍ୟାସ ରାହୁଲ ଓ ସୋନିଆ କରିଛନ୍ତି, ରାଜ୍ୟପାଳଙ୍କୁ କାହିଁକି ଡକାଗଲାନି: ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ନୂଆ ସଂସଦ ଗୃହର ଉଦଘାଟନ ନିଷ୍ପତ୍ତିରେ କଂଗ୍ରେସ ସମେତ ୨୦ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସଂସଦର ରକ୍ଷକ ବୋଲି କହି ଏହି ଦଳ ସମାରୋହକୁ ବର୍ଜନ କରିଛନ୍ତି। ସେଥିପାଇଁ ଉଦଘାଟନ କେବଳ ସେମାନଙ୍କ ମାଧ୍ୟମରେ…

୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନରେ ଜିତିବ, ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ: ଶାହ

ଗୌହାଟି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଗସ୍ତରେ ଅଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଅମିତ ଶାହ ମଧ୍ୟ ତାଙ୍କ…

କର୍ଣ୍ଣାଟକରେ ପ୍ରତିଶୋଧ ନେଉଛି କଂଗ୍ରେସ!

ଭୁବନେଶ୍ୱର: ନିର୍ବାଚନ ପରେ କର୍ଣ୍ଣାଟକରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ତୀଵ୍ର ହୋଇଛି। ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିବା କଂଗ୍ରେସ ଉପରେ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଗାତର ଆକ୍ରମଣ କରୁଛନ୍ତି। କଂଗ୍ରେସ ସରକାର ମଧ୍ୟ ଏହାର କଡା ଜବାଵ ଦେବା…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ…

ବିଦେଶ ଗଲେ ଖୋଲିଦେବେ ପୋଲ, ରାହୁଲଙ୍କୁ ପାସପୋର୍ଟ ମନା !

ଭୁବନେଶ୍ୱର: ରାହୁଲଙ୍କ ପାସପୋର୍ଟକୁ ନେଇ ବିବାଦ। ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଏବେ ପାସପୋର୍ଟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ରାଉଜ ଆଭିନିୟୁ କୋର୍ଟରେ ନୂଆ ପାସପୋର୍ଟ ଆବେଦନର ଏନଓସି ପାଇଁ ରାହୁଲ ଆବେଦନ କରିଛନ୍ତି। କିନ୍ତୁ ବିଜେପି ନେତା…

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ…

ବଢୁଛି ଇମ୍ରାନ ଖାନଙ୍କ ଅସହାୟତା; ହାତ ଛାଡି ଦେଉଛନ୍ତି ବିଶ୍ୱସ୍ତ

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଇମ୍ରାନ ଗିରଫଦାରୀରୁ ମୁକୁଳିବା ପାଇଁ କୋର୍ଟର ଚକ୍କର କାଟୁଛନ୍ତି । ଅନ୍ୟପଟେ ଜଣକ ପରେ ଜଣେ ବିଶ୍ୱସ୍ତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି । ଇମ୍ରାନଙ୍କୁ ସବୁଠାରୁ ବଡ ଝଟକା…

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।  ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ…

ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ କଲା ରାମଚରିତମାନସ

ନୂଆଦିଲ୍ଲୀ: ରାମଚରିତମାନସକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଏହା ବିଶ୍ୱ ରେକର୍ଡ କରିଛି। ବିଶ୍ୱର ସବୁଠାରୁ ଲମ୍ବା ଗୀତ ହେବାରେ ଗିନିଜ୍‌ ବୁକ୍‌ ରେକର୍ଡ କରିଛି ରାମଚରିତମାନସ। ଏହାର ଶ୍ରେୟ ଯାଉଛି କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇଙ୍କୁ। ଶ୍ରୀ ପିଲ୍ଲାଇ ରାମଚରିତମାନସକୁ ଗୀତ…