Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବଧାନ ! ଜାତୀୟ ରାଜପଥରେ ବୁଲୁଛି ବାଘ ।

ଗଜପତି : ଜାତୀୟ ରାଜପଥ କଡରେ  ବୁଲୁଛି ବାଘ । ବାଘ ବୁଲୁଥିବାର ଭିଡିଓ ଏବେ ହେଉଛି  ଭାଇରାଲ  ।  ଭିଡିଓଟି ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ନିକଟସ୍ଥ ଭେଣ୍ଡିଗେଟ ଅଞ୍ଚଳର ବୋଲି କୁହାଯାଉଛି । ରାତ୍ରି ସମୟରେ ବାଘଟି ରାସ୍ତାରେ ବୁଲୁଛି ।  ଜଣେ ପଥଚାରୀ ଭିଡିଓ ଉତ୍ତୋଳନ…

ଗୋଧ୍ରା ଟ୍ରେନ ପୋଡ଼ି ଘଟଣା: ୮ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ଗୁଜରାଟ ଗୋଧ୍ରାରେ ୨୦୦୨ରେ ହୋଇଥିବା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି କଏଦୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଲହି ଦୋଷୀମାନେ ୧୭ରୁ ୨୦ ବର୍ଷ ସଜା କାଟି ସାରିଲେଣି । ଏହି…

ବଦଳିଲା ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚା ; ପ୍ରଥମେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: ସେନାବାହିନୀ ଯୋଗ୍ୟତା ପରୀକ୍ଷା ଢାଞ୍ଚାରେ ହୋଇଛି ପରିବର୍ତ୍ତନ ।  ସେନାରେ ସାମିଲ ହେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀ ପ୍ରଥମେ ଲିଖିତ ପରୀକ୍ଷା ଦେବେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ଶେଷରେ ହେବ…

ପୁଞ୍ଚରେ ଏନ୍ଆଇଏ ଟିମର ଛାନଭିନ୍, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଖୋଜୁଛି ଡ୍ରୋନ୍

ଶ୍ରୀନଗର: ପୁଞ୍ଚରେ କେମିତି ହେଲା ଏତେ ବଡ଼ ଆକ୍ରମଣ ? ସେନା ଟ୍ରକକୁ କେମିତି ଟାର୍ଗେଟ୍ କଲେ ଆତଙ୍କବାଦୀ ? ଗୁରୁବାର ଏଲଓସିରୁ ମାତ୍ର ୭ କିଲୋମିଟର ଦୂରରେ ଆତଙ୍କବାଦୀ ସେନା ଗାଡ଼ି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଘଟଣାସ୍ଥଳରେ ଏନ୍ଆଇଏ ସହ…

ଏହି ସେଲିବ୍ରେଟିଙ୍କ ପାଇଁ ବ୍ଲୁ ଟିକ୍ ସବ୍ସକ୍ରିପ୍‌ସନ ଟଙ୍କା ଦେଉଛନ୍ତି ଏଲନ ମସ୍କ; ଟ୍ୱିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ଘୋଷଣା ହେବା ପର ଠାରୁ ଯେଉଁ ବିଶିଷ୍ଟ ବ୍ୟାକ୍ତିମାନେ ସବ୍ସକ୍ରିପସନ ନେଇ ନାହାନ୍ତି ସେମାନଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ କାଢ଼ି ଦିଆଯାଇଛି। ବଲିଉଡ୍‌ର ଶାହରୁଖ ଖାନ, ସଲମାନ, ଅମିତାଭ ବଚ୍ଚନଙ୍କ ଭଳି ଅନେକ ସେଲିବ୍ରେଟିଙ୍କ ବ୍ଲୁଟିକ୍ ହଟାଇ…

ଆସିବ ୧୦୦ ଟଙ୍କିଆ କଏନ; ଲେଖା ରହିବ ’ମନ କି ବାତ ୧୦୦’

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡ ପୂରଣ ହେବ । ରେଡିଓ ମାଧ୍ୟମରେ ପ୍ରଚାରିତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ । ଏହି ଅବସରରେ ୧୦୦ ଟଙ୍କିଆ କଏନ ଜାରି କରାଯିବ । ଏହି କଏନରେ ଲେଖାଯିବ ‘ମନ କି…

ସ୍କୁଲ ସମସ୍ୟା ଭିଡିଓ କରି ମୋଦୀଙ୍କୁ ଜଣାଇଥିଲେ କୁନି ଝିଅ, ଏବେ ଆରମ୍ଭ ହେଲା ନବୀକରଣ କାମ

ଶ୍ରୀନଗର: ଜମ୍ମୁ କଶ୍ମୀରର କଠୁଆରେ ନିଜ ସ୍କୁଲରେ ମୌଳିକ ସୁବିଧା ନଥିବା କହି ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି ତାଙ୍କ ସ୍କୁଲକୁ ସଜାଡିବାକୁ ନିବେଦନ କରିଥିଲେ। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଜମ୍ମୁ କଶ୍ମୀର ପ୍ରଶାସନ…

ସାକ୍ଷୀ ଦେବାକୁ ଆସିଥିଲେ ମହିଳା; ଓକିଲ ବେଶରେ ଆସି କୋର୍ଟରେ ଗୁଳି ମାରିଦେଲେ ଦୁର୍ବୃତ

ନୂଆଦିଲ୍ଲୀ: କୋର୍ଟ ପରିସରରେ ଫୁଟିଲା ଗୁଳି। ଓକିଲ ବେଶରେ ଆସି ମହିଳାଙ୍କୁ ମାରିଲେ ଗୁଳି। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମହିଳା। ଶୁକ୍ରବାର ଦିଲ୍ଲୀର ସାକେତ୍ ଜିଲ୍ଲା କୋର୍ଟରେ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ବୃତ ଜଣଙ୍କ ମହିଳାଙ୍କ ଉପରେ ୪ ରାଉଣ୍ଡ ଗୁଳିମାଡ଼…

ଗତ କାଲି ଠାରୁ ଆଜି କମିଲା କରୋନା ସଂକ୍ରମଣ; ସାପ୍ତାହିକ ସଂକ୍ରମଣ ୫.୩୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧୧,୬୯୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ସେହିପରି ଦିନକରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳରେ ପୁନଃ ଗଣନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା…

କୋଭିଡ୍-୧୯: କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ, ଭିଡ଼ କରିବା ମନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସଂଗୀନ ଆଡ଼କୁ ଗତି କରିଛି। ଦିଲ୍ଲୀରେ ଗତି କିଛି ମାସ ଭିତରେ ୪୦୦ ପ୍ରତିଶତରୁ ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି। ତେଣୁ କୋର୍ଟ ପରିସରରରେ ମାସ୍କ ବାଧ୍ୟତାମୁଳକ କରାଯାଇଛି। ଏଥିସହିତ କୋର୍ଟ…