Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ କେଜ୍ରିୱାଲଙ୍କ ଚିଠି, କହିଲେ; ପୁଣି ଲାଗୁ ହେଉ ବରିଷ୍ଠ ନାଗରିକଙ୍କ ରେଳ ରିହାତି ବ୍ୟବସ୍ଥା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଚିଠିରେ; ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ପୁଣି ଲାଗୁ କରିବାକୁ ସେ  ଅନୁରୋଧ କରିଛନ୍ତି । କେଜ୍ରିୱାଲ ଚିଠିରେ ଲେଖିଛନ୍ତି…

୬୮ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ବଢ଼ିପାରେ ସୁନା ଦର । ୬୮ ହଜାର ଛୁଇଁପାରେ ସୁନା  । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନା ଦାମ୍ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ଏଲ୍‌କେପି ସିକ୍ୟୁରିଟିଜ୍ ନାମକ ଏକ ସଂସ୍ଥା ଆକଳନ କରିଛି ।…

ବେଲେଶ୍ୱର ମନ୍ଦିରରେ ବୁଲିଲା ବୁଲଡୋଜର; ଏଇ ମନ୍ଦିିର କୂଅରେ ପଡି ଯାଇଥିଲା ୩୬ ଜୀବନ

ଇନ୍ଦୋର: ଇନ୍ଦୋର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ବୁଲିଲା ବୁଲଡୋଜର । ପବିତ୍ର ରାମନବମୀ ପରିସରରେ ଥିବା କୂଅର ଛାତ ଗଳି ପଡିବାରୁ ୨୧ ମହିଳାଙ୍କ ସମେତ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏହି କୂଅ ବେଆଇନ ଭାବେ ନିର୍ମାଣ କରାଯାଇଥିଲା । ତେବେ ଏତେବଡ ଦୁର୍ଘଟଣା ଘଟିବା ପରେ ପ୍ରଶାସନର…

ଭାରତ ଠାରୁ କେତେ ପଛରେ ପାକିସ୍ତାନ ? ଆମର ୧ ଟଙ୍କାର ମୂଲ୍ୟ ସେଠି ୩ ଟଙ୍କା ଠାରୁ ବି ଅଧିକ

ନୂଆଦିଲ୍ଲୀ: ନିକଟରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ପାକିସ୍ତାନକୁ ନେଇ ଏକ ଟିପ୍ପଣୀ କରିଥିଲେ। ସେ କହିଥଲେ ଯେ ଦେଶ ବିଭାଜନ ପରେ ପାକିସ୍ତାନ ଆଜି ଖୁସିରେ ନାହିଁ। ବିଭାଜନ ଏକ ଭୁଲ୍ ଥିଲା ବୋଲି ପାକିସ୍ତାନୀ ଭାବୁଛନ୍ତି। ମୋହନ ଭାଗବତଙ୍କ ଏ କଥା ଆଜି ସତ ପରି ମନେ ହେଉଛି। କାରଣ…

ସୁରଟ କୋର୍ଟ ନିଷ୍ପତ୍ତି ବିରୋଧରେ ରାହୁଲଙ୍କ ନ୍ୟାୟିକ ଲଢେଇ ଆଜିଠୁ; ସାଥ୍ ଦେଲେ ଭଉଣୀ ପ୍ରିୟଙ୍କା

ସୁରଟ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି ସୁରଟ କୋର୍ଟ ଦେଇଥିବା ରାୟକୁ ଆଜି ଉପର କୋର୍ଟରେ ଚାଲେଞ୍ଜ କରିବେ ରାହୁଲ । ୧୧ ଦିନ ପରେ ଏହି ନ୍ୟାୟିକ ଲଢେଇ ପାଇଁ ଆଜି ରାହୁଲ ସୁରଟରେ ପହଞ୍ଚିଛନ୍ତି । ସେ କୋର୍ଟରେ ବେଲ ପାଇଁ ମଧ୍ୟ ଆବେଦନ କରିବେ…

ଟ୍ରେନ୍‌ ଚଢିବାକୁ ନେଇ ବଚସାରୁ ୩ ସହଯାତ୍ରୀଙ୍କୁ ଜାଳି ମାରିଦେଲା ଦୁର୍ବୃତ୍ତ

କୋଝିକୋଡ଼େ: ଟ୍ରେନ୍‌ ଭିତରେ ସାମାନ୍ୟ ବଚସାରୁ ଏତେବଡ଼ ଜଘନ୍ୟ ହତ୍ୟାକାଣ୍ଡ। ୩ ସହଯାତ୍ରୀଙ୍କୁ ଜାଳିଦେଲା ନୃସଂଶ ବ୍ୟକ୍ତି। ଏହି ଘଟଣାରେ ୮ ଜଣ ନିଆଁରେ ଜଳି ଆହତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। କେରଳ କୋଝିକୋଡ଼େର ଇଲାଥୁର ନିକଟରେ ଏକ ଚଳନ୍ତା ଟ୍ରେନ୍‌ରେ ଏଭଳି ଦୁର୍ଘଟଣା ଘଟିଛି।…

ଦିନେ ବ୍ରିଟେନ୍‌ରେ ସୂର୍ଯ୍ୟ ଅସ୍ତ ହେଉନଥିଲା; ଆଜି ଖଣ୍ଡ ଖଣ୍ଡ ହେବାରେ ଲାଗିଛି ବିଶାଳ ସାମ୍ରାଜ୍ୟ, ୩୦୦ ବର୍ଷର…

ନୂଆଦିଲ୍ଲୀ: ଗ୍ରେଟ୍ ବ୍ରିଟେନ୍। ଦିନେ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହେଉନଥିଲା। ଅର୍ଥାତ ଏହାର ସାମ୍ରାଜ୍ୟ ଏତେ ବଡ଼ ଥିଲା ଯେ ପୃଥିବୀର ଅଧିକାଂଶ ଦେଶ ଏହାର ଶାସନରେ ଥିଲେ। ବ୍ରିଟେନ୍ ଶାସନାଧିନ ଥିବା ଗୋଟିଏ ଦେଶରେ ସୂର୍ଯ୍ୟ ଅସ୍ତ ହେଲେ ଅନ୍ୟ ଏକ ଦେଶରେ ଉଦୟ ହେଇଯାଉଥିଲା। ଏଥିପାଇଁ…

ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ପରେ ବିଚଳିତ ଆନ୍ଧ୍ର, ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କଲେ ରାଜନୈତିକ ଦଳ

ଅମରାବତୀ: ଉତ୍କଳ ଦିବସରେ କୋରାପୁଟର କୋଟିଆ ଗ୍ରାମପଞ୍ଚାୟତର ଏକ ଗାଁକୁ ଗସ୍ତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ବିଚଳିତ ହୋଇଛି ଆନ୍ଧ୍ରପ୍ରଦେଶ। ଧର୍ମେନ୍ଦ୍ର ସ୍ଥାନୀୟ ଲୋକଙ୍କ ସହ ଉତ୍କଳ ଦିବସ ପ୍ରତିଷ୍ଠା ପାଳନ କରିଥିଲେ। ଏହି ସମୟରେ…

ଶିଶୁ ଜିରାଫ୍‌କୁ ଖାଇବାକୁ ଦେବା ସହଜ ନୁହେଁ, ଜାଣନ୍ତୁ କ’ଣ କରିବାକୁ ହୁଏ

ଆମେ ସମସ୍ତେ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥାନ୍ତି । ସେଠାରେ ଥିବା ପଶୁପକ୍ଷୀମାନେ ଆମ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ହେଲେ କେବେ ଭାବିଛନ୍ତି ସେମାନଙ୍କ ଦେଖାଶୁଣା କରିବା କେତେ ବିପଜ୍ଜନକ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ପ୍ରାଣୀ ଉଦ୍ୟାନର ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ…

୨୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ୬୩ ବର୍ଷିୟା ବୃଦ୍ଧା : ଏବେ ସନ୍ତାନ ଚିନ୍ତା

ନ୍ୟୁୟର୍କ: କୁହାଯାଏ ପ୍ରେମରେ ବୟସ, ଧନୀ ଓ ଗରିବ କିଛି ବି ବାଧକ ସାଜି ପାରେ ନାହିଁ । ବାସ୍‌, କେବଳ ମନକୁ ମନ ମିଶିବା ଦରକାର । ଏହାର ପ୍ରମାଣ ହେଉଛି ନିକଟରେ ଜଣେ ୨୬ ବର୍ଷୀୟ ଯୁବକ ଓ ୬୩ ବର୍ଷୀୟା ବୃଦ୍ଧାଙ୍କ ବିବାହ ଘଟଣା । ଉଭୟଙ୍କ ବୟସ ପାର୍ଥକକୁ ନେଇ ଲୋକେ ସୋସିଆଲ ମିଡ଼ିଆରେ ଅନେକ…