Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିୱାଲଙ୍କ ଘର ମରାମତିରେ ୪୫ କୋଟି, ହିସାବ ମାଗିଲେ ଏଲଜି

ଭୁବନେଶ୍ୱର: ବିବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ମରାମତି ପ୍ରସଙ୍ଗ। ଘର ମରାମତିରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ବିଜେପିର ଟାର୍ଗେଟରେ ଥିବା କେଜ୍ରିୱାଲଙ୍କୁ ଏଲଜିଙ୍କ ଝଟକା। ସରକାରୀ ବାସଭବନ ଉନ୍ନତିକରଣରେ ୪୫ କୋଟି ଖର୍ଚ୍ଚ ପ୍ରସଙ୍ଗରେ ସମସ୍ତ…

ସେନାର ଆର୍ଟିଲରି ରେଜିମେଣ୍ଟରେ ପ୍ରଥମଥର ଲାଗି ସାମିଲ୍ ହେଲେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମଥର ଲାଗି ଆର୍ଟିଲରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ସାମିଲ୍ କରାଯାଇଛି । ଶନିବାର ଚେନ୍ନାଇରେ ପାସିଂ ଆଉଟ୍ ପରେଡ୍ ପରେ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲରି ରେଜିମେଣ୍ଟରେ ନିଯୁକ୍ତି ମିଳିଛି । ୨ ଜଣଙ୍କୁ ପାକିସ୍ତାନ ସୀମାରେ ମୁତୟନ ୟୁନିଟରେ…

ଉଦ୍ଧବଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର କରିଥିଲେ ଆଦିତ୍ୟ: ରାଣେ

ମୁମ୍ବାଇ: ବିଜେପି ବିଧାୟକ ନୀତିଶ ରାଣେଙ୍କ ଏକ ବୟାନ ପୁନର୍ବାର ମହାରାଷ୍ଟ୍ର ରାଜନୀତିକୁ ସରଗରମ କରି ଦେଇଛି । ରାଣେ କହିଛନ୍ତି ଉଦ୍ଧବ ଠାକରେଙ୍କୁ ହଟେଇ ପୁତ୍ର ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର ରଚିଥିଲେ । ମହାବିକାଶ ଅଘାଡି କ୍ଷମତାରେ ଥିବା ବେଳେ ଉଦ୍ଧବ…

ମୋଦିଙ୍କୁ ହଟାଇବାକୁ ନୀତିଶଙ୍କ ନକ୍ସା!

ଭୁବନେଶ୍ୱର: ଖୁବ ଶୀଘ୍ର ରୂପ ନେବ ବିରୋଧୀ ମେଣ୍ଟ। କଂଗ୍ରେସ ସମେତ ଦେଶର ଅନ୍ୟ ପ୍ରମୁଖ ବିରୋଧୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀଙ୍କ ଏହି ମହା ବୈଠକ ବସିବ। ତାହା ପୁଣି ବିହାରର ପାଟନାରେ। ଏଭଳି କିଛି…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…

ବ୍ରିଜଭୂଷଣଙ୍କୁ କାହିଁକି ସୁରକ୍ଷା ଦେଉଛି ମୋଦୀ ସରକାର: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ' ୮ ପର୍ଯ୍ଯନ୍ତ ବୃଦ୍ଧି କରିଛନ୍ତି। ଶନିବାର ଦିନ ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ…

କିମ ଜୋଙ୍ଗ ଉନଙ୍କ ଭଉଣୀ ଜୋ ବାଇଡେନଙ୍କୁ କହିଲେ ବୃଦ୍ଧ ଓ ଦୁର୍ବଳ

ୱାଶିଂଟନ: ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ନ୍ୟୁକ୍ଲିୟର ଚୁକ୍ତି ହେବା ପରେ ଉତର କୋରିଆ ଅସନ୍ତୁଷ୍ଟ ହୋଇ ପଡିଛି । ଇତି ମଧ୍ୟରେ ଶନିବାର ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବୃଦ୍ଧ ଓ ଦୁର୍ବଳ ବୋଲି କହି ଥଟ୍ଟା…

ଖାଇରେ ଖସି ପଡ଼ିଲା ସେନା ଆମ୍ବୁଲାନ୍ସ: ୨ ଯବାନ ମୃତ

ଶ୍ରୀନଗର:ଜମ୍ମୁକଶ୍ମୀରର ରାଜୌରୀ ଠାରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଏକ ଆମ୍ବୁଲାନ୍ସ  ନିୟନ୍ତ୍ରଣ ହରାଇ ଏକ ଖାଇରେ ଖସିପଡିଛି । ଫଳରେ ୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ସେନା ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିୟନ୍ତ୍ରଣ ରେଖା ନିକଟ ଡୁଙ୍ଗି ଗାଲା ନିକଟରେ…

ରାହୁଲ ଗାନ୍ଧୀଙ୍କ ପରେ ଲୋକସଭା ସାଂସଦ ପଦ ହରାଇବେ ଅଫଜଲ ଅନସାରୀ

ନୂଆଦିଲ୍ଲୀ: ବାନ୍ଦା ଜେଲରେ ଥିବା ମାଫିଆ ତଥା ରାଜନେତା ମୁକ୍ତାର ଅନସାରୀଙ୍କୁ ଏମପି/ଏମଏଲ୍ଏ କୋର୍ଟ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସମାନ ମାମଲାରେ ମୁକ୍ତାର ଅନସାରୀଙ୍କ ବଡ଼ ଭାଇ ଓ ବିଏସପି ସାଂସଦ…