Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ ଭାଇ ଯଦି ସାନ ଭାଇକୁ ସବୁବେଳେ ଚାପୁଡ଼ା ମାରେ, ମୋଦିଙ୍କୁ କଟାକ୍ଷ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବଡ ଭାଇ-ସାନ ଭାଇ ଉପାଖ୍ୟାନ ଶୁଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ବଜେଟକୁ ନେଇ କେନ୍ଦ୍ର ସହ ରାଜନୈତିକ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଖଲିସ୍ତାନୀ ଆକ୍ରମଣକୁ ଲଣ୍ଡନରେ ବିରୋଧ; ବିକ୍ଷୋଭ ପ୍ରଦର୍ଶନରେ ପ୍ରବାସୀ ଭାରତୀୟଙ୍କ ସହ ସାମିଲ୍ ହେଲେ ବ୍ରିଟେନ୍…

ଲଣ୍ଡନ: ଗତ ରବିବାର(ମାର୍ଚ୍ଚ ୧୯) ବ୍ରିଟେନ୍‌ର ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଉଗ୍ରବାଦୀ ଆକ୍ରମଣ ହୋଇଥିଲା। ଏହାର ବିରୋଧରେ ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟ ମଙ୍ଗଳବାର ହାଇ କମିଶନଙ୍କକ ଅଫିସ୍ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଖୁସୀର କଥା ହେଲା…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର; ୧୦୦ ମାମଲା, ୬ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ  ଆପତ୍ତିଜନକ ପୋଷ୍ଟର ଲଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିସାରିଲାଣି । ଏଥସହିତ ୧୦୦ ମାମଲା ରୁଜୁ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରିଟିଂ ପ୍ରେସ…

ଦୈନିକ କୋଭିଡ-୧୯ ସଂକ୍ରମଣ ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୪ କରୋନା ପଜିଟିଭି ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ଦେଶରେ ସକ୍ରିୟ ହାର ୧.୦୯ ପ୍ରତିଶତ ହୋଇଥିବା  ବେଳେ…

ଆଫଗାନିସ୍ତାନରେ ୬ ଥର ଭୂକମ୍ପ ଝଟକା: ୯ ମୃତ, ୧୮୦ ଆହତ

ନୂଆଦିଲ୍ଲୀ:  ଆଫଗାନିସ୍ତାନରେ ଗତକାଲି ରାତିରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପ ବିଭିନ୍ନ ଦେଶରେ ପ୍ରଭାବ ପକାଇଛି । ଭୂକମ୍ପ ଝଟକାରେ ଥରି ଉଠିଛି ଭାରତରୁ ପାକିସ୍ତାନ । ପାକିସ୍ତାନରେ ଭୂକମ୍ପ ପ୍ରଭାବରେ  ବର୍ତ୍ତମାନସୁଦ୍ଧା  ୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।  ୧୮୦ରୁ ଅଧିକ…

ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ:ଫାଶୀଦଣ୍ଡର ଆଉ କ’ଣ ବିକଳ୍ପ ରହିଛି ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଆଉ କେଉଁ ପଦ୍ଧତି ଲାଗୁ କରାଯାଇ ପାରିବ ? ଅନ୍ୟ ଦେଶମାନଙ୍କରେ ଫାଶୀ ଉଠିଗଲାଣି । ତେଣୁ ଖୁବ ଶୀଘ୍ର ଏହାଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫାଶୀ ଦଣ୍ଡଠାରୁ ଆଉ କ’ଣ କମ…

ଏଥିର ବିଦେଶରୁ ବିଜେପି ପାଇଁ ଭଲ ଖବର, ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ବିଜେପି-ଆରଏସଏସ ଓ ଯୋଗୀଙ୍କୁ ପ୍ରଶଂସା

ଓ୍ୱାଶିଂଟନ: ବ୍ରିଟେନର ବିବିସି, ଆମେରିକାର ନ୍ୟୁୟର୍କ ଟାଇମ୍ସ ଭଳି ବିଦେଶୀ ମିଡିଆର ବାରମ୍ବାର ସମାଲୋଚନାର ଶିକାର ହେଉଥିବା କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏଥର ଭଲ ଖବର ଆସିଛି। ଆମେରିକାର ଅନ୍ୟତମ ପ୍ରମୁଖ ଖବରକାଗଜ 'ଓ୍ୱାଲ ଷ୍ଟ୍ରିଟ୍…

କେମିତି ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ? ସିସିଟିଭି ଫୁଟେଜରୁ ମିଳିଲା ଚମକାଇ ଦେଲା ପରି ତଥ୍ୟ

ନୂଆଦିଲ୍ଲୀ: ଖଲିସ୍ଥାନ କଟ୍ଟରପନ୍ଥୀ ଅମ୍ରିତପାଲ ସିଂଙ୍କ ଧରିବା ପାଇଁ ଏବେ ବି ପଞ୍ଜାବ ପୋଲିସ ଜି-ଜାନ ଲଗାଇ ଦେଇଛି । ଇତି ମଧ୍ୟରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରୁ ଅମ୍ରିତପାଲ ସିଂ କେମିତି ପୋଲିସକୁ ଚକମା ଦେଇ ଖସି ପଳାଉଛି ତାହା ସାମ୍ନକୁ ଆସିଛି । ଅମ୍ରିତପାଲ ବ୍ରେଜା…

ଦୁନିଆର ସବୁଠୁ ଦାମୀ ଫଳ, ମୂଲ୍ୟ ଏତେ ଯେ ହାତ ମାରି ହେବନି

ଜାପାନ: ଖାଦ୍ୟ ଏବଂ ପାନୀୟ ବିଷୟରେ କହିବାକୁ ଗଲେ ଦୁନିଆର ପ୍ରତ୍ୟେକ କୋଣରେ ବସବାସ କରୁଥିବା ଲୋକଙ୍କର ନିଜସ୍ୱ ସ୍ୱାଦ ରହିଆସିଛି । ଯେମିତି କାଶ୍ମୀରର ଆପଲ ଆମ ଦେଶରେ ପ୍ରସିଦ୍ଧ, ଆଫଗାନିସ୍ତାନର କାବୁଲରେ ଉତ୍ପାଦିତ ବାଦାମ ବିଶ୍ୱରେ ପ୍ରସିଦ୍ଧ । ଆଫଗାନିସ୍ତାନରେ ଉତ୍ପାଦିତ ଡାଳିମ୍ବ…

ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର:ତୀବ୍ରତା ୬.୬

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର । ଏନସିଆରର କେତେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ଏହାକୁ ଅନୁଭବ କରିଛନ୍ତି । ଗତକିଛି ଦିନ ଧରି ଏକାଧିକ ବାର ଭୂକମ୍ପର ଝଟକା ଅନୁଭବ କରିବା ପରେ ଆଜି ଲୋକେ ଭୟଭୀତ ହୋଇ ପଡିଛନ୍ତି । ବେଶ କିଛି…