Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଶାରେ ଚୁର୍‌ ହୋଇଗଲା ବର…ଭୁଲିଗଲା ନିଜ ବାହାଘର…

ନୂଆଦିଲ୍ଲୀ : ବିବାହ ଏକ ପବିତ୍ର ବନ୍ଧନ । ସମସ୍ତେ ନିଜ ବିବାହକୁ ନେଇ ବହୁତ୍‌ ଉତ୍ସାହିତ ରହିଥାଆନ୍ତି । ସେଥିପାଇଁ ଖାଦ୍ୟ ପାନୀୟରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି  । ବିବାହ ଉତ୍ସବରେ ମଦ୍ୟପାନ ସାଧାରଣ କଥା । ମଦ୍ୟପାନ କରି ବରଯାତ୍ରୀ ମାନେ ନାଚୁଥିବାର ମଧ୍ୟ ଆମେ ଦେଖିଛନ୍ତି । ଅନେକ ଥର…

ଖଲିସ୍ତାନ ନେତା ଅମ୍ରିତପାଲ ସିଂହ ଫେରାର୍; ପଳାତକ ଘୋଷଣା କଲା ପଞ୍ଜାବ ପୁଲିସ୍

ଅମୃତସର: ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଞ୍ଜାବ ଦି' ସଂଗଠନର ମୁଖ୍ୟ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଧରିବାରେ ବିଫଳ ହେଲା ପୁଲିସ। ତା’ର କିଛି ସମର୍ଥକ ଧରାପଡ଼ିଥିବା ବେଳେ ସେ ଏବେ ବି ଫେରାର୍ ଅଛି। ପଞ୍ଜାବ ପୁଲିସ ପକ୍ଷରୁ ତାକୁ ପଳାତକ ଘୋଷଣା କରାଯାଇଛି। ଅମ୍ରିତପାଲ ଫେରାର୍…

ଜିମ୍ ଆରିଙ୍ଗ୍‌ଟନ୍ ଦୁନିଆର ବୟସ୍କ ବଡି ବିଲ୍ଡର

ଅନେକଙ୍କ ଧାରଣା ୨୦ରୁ ୪୦ ବର୍ଷ ବୟସ୍କ ଲୋକମାନେ ହିଁ ଆଗକୁ ବଢିପାରନ୍ତି ଓ ସଫଳତା ହାସଲ କରିପାରନ୍ତି । ୪୦ ଡ଼େଇଁଲା ପରେ ଲୋକେ ବାର୍ଦ୍ଧକ୍ୟ ଆଡ଼କୁ ଗତି କରନ୍ତି । କିନ୍ତୁ ଏ ଧାରଣା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ୪୦ ବର୍ଷ ନୁହେଁ, ବରଂ ୬୦ ପରେ ହିଁ ଜୀବନରେ କିଛି ସଫଳତା ପାଇବାକୁ…

ଦୀର୍ଘତମ ଜିଭ ପାଇଁ ବିଶ୍ୱ ରେକର୍ଡ

ୱାଶିଂଟନ: ଆପଣ ନିଶ୍ଚୟ ଏପରି ଅନେକ ପଶୁଙ୍କୁ ଦେଖିଥିବେ ଯାହାର ଜିଭ ବହୁତ ଲମ୍ବା । କିନ୍ତୁ ଆପଣ କୌଣସି ମଣିଷର ଲମ୍ବା ଜିଭ ଦେଖିଛନ୍ତି କି? ଆମେରିକାର ଜଣେ ବ୍ୟକ୍ତି ନିଜ ଲମ୍ବା ଜିଭ ଆଧାରରେ ବିଶ୍ୱ ରେକର୍ଡ କରିଛନ୍ତି । ଆମେରିକାର ବାସିନ୍ଦା ନିକ୍ ଷ୍ଟୋବେର୍ଲ । ତାଙ୍କ ଜିଭ ଦୁନିଆର…

ଅଦ୍ଭୁତ ଜୀବ: ସାପ ପ୍ରଜାତିର ବିଲେଇ ଠାବ

ଦୁନିଆରେ ଏତେ ପ୍ରକାରର ପ୍ରାଣୀ ଅଛନ୍ତି ଯେ, ଯଦି ଆପଣ ସେଗୁଡିକୁ ଗଣିବା ଆରମ୍ଭ କରିବେ ତେବେ ଆପଣ ଗଣନା ନିଶ୍ଚୟ ଭୁଲ ହେବ । କାରଣ ଏବେ ସୋସିଆଲ ମିଡ଼ିଆରେ ଏଭଳି ଅନେକ ବ୍ୟତିକ୍ରମ ଜୀବଜନ୍ତୁ ଦେଖିବାକୁ ମିଳୁଛନ୍ତି, ଯାହାର ଫଟୋ ଖୁବ୍ ଭାଇରାଲ ହେଉଛି । ଏବେ ଏହିପରି ଗୋଟିଏ ଜୀବର ଫଟୋ…

ଚକମା ଦେଇ ଖସି ଯାଉଥିଲା, ଫିଲ୍ମ ଷ୍ଟାଇଲରେ ଖଲିସ୍ତାନ ସମର୍ଥକ ଅମ୍ରିତପାଲଙ୍କୁ ଧରିଲା ପୋଲିସ

ଅମ୍ରିତସର: ପୋଲିସକୁ ଚକମା ଦେଇ ଖସି ଯାଉଥିଲେ । ଶେଷରେ ଫିଲ୍ମ ଷ୍ଟାଇଲରେ ଧରାପଡିଲେ ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ ।  ଶନିବାର ଅମ୍ରିତପାଲ ସିଂକୁ ଗିରଫ କରିବା ପରେ ତାଙ୍କର ଗାଁ ଜଲ୍ଲୁପୁରରେ ପାରାମିଲିଟାରୀ ଫେର୍ସ ମୁତୟନ କରାଯାଇଛି । ପୁରା ଗାଁ…

ଝଗଡ଼ାର ପ୍ରତିଶୋଧ: ଜମିରେ ଡେଇଁ ଡ଼େଇଁ ଫସଲ ନଷ୍ଟ କଲେ ଦୁଇ ମହିଳା

ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଥିବା ବେଳେ ସେଭିତରୁ କିଛି ମନୋରଞ୍ଜନର ଖୋରାକ ବି ଯୋଗାଇଥାଏ । ଏବେ ଏହିପରି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ । ଦୁଇ ଜଣ ମହିଳା ଉତ୍ତ୍ୟକ୍ତ ହୋଇ ପ୍ରତିଶୋଧ ନେବା ପାଇଁ କେମିତି…

୨୦ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ବ୍ୟକ୍ତି

ସାଧାରଣତଃ ଲୋକମାନେ ଘରୁ ବାହାରକୁ ଯିବା ମାତ୍ରେ ଜୋତା ପିନ୍ଧିଥାନ୍ତି । ଆଜିକାଲି ଘରେ ଜୋତା ପିନ୍ଧିବା ବି ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ହେଲା ଜୋତା ପିନ୍ଧୁନାହାନ୍ତି । ବିନା ଚପଲରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି । ଏହାର…

ପରିବାରର ୩ ପିଢି କଲେ ମାତୃତ୍ୱର ଫଟୋ ସୁଟ୍

ମାତୃତ୍ୱ ଫଟୋସୁଟ ଅତ୍ୟନ୍ତ ଭାବପ୍ରବଣ ଏବଂ ଅନେକ ସ୍ମୃତି ସଞ୍ଚୟ କରେ । କିନ୍ତୁ ଆଜି ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହୁଛୁ, ସେମାନଙ୍କର ମାତୃତ୍ୱ ଫଟୋ ସୁଟ୍ ପୁରା ସ୍ୱତନ୍ତ୍ର । ଏଠାରେ ତିନି ପିଢିର ଫଟୋ ସୁଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋଗ୍ରାଫର…

ପୋଲିସ କବ୍ଜାରେ ବାସଭବନ; ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇସଲାମବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ପଶିଲା ପୋଲସ । ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇମ୍ରାନ ଖାନ ଘରେ ନ ଥିବାବେଳେ ଲାହୋର ପୋଲିସ ତାଙ୍କର ଜମାନ ପାର୍କର ଘରକୁ ନିଜ କବ୍ଜାକୁ ନେଇ ଯାଇଛି । ଆଜି ଇମ୍ରାନଙ୍କୁ ଇସଲାମବାଦ କୋର୍ଟରେ ହାଜିର ହେବାର…