Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ…

ଉଦ୍ଧବ-ଏକନାଥ ଦଳୀୟ ଚିହ୍ନ ବିବାଦ: କୋର୍ଟ ରୁମରେ କିଏ କ’ଣ କହିଲେ?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ଦଳ ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ (ଧନୁ ତୀର) ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଏହା ବିରୋଧରେ ଉଦ୍ଧବ ଠାକରେ ଗୋଷ୍ଠୀ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।…

ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ସର୍ବନିମ୍ନ ବୟସ ୬ ବର୍ଷ ହେଉ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍କୁଲରେ ଛୋଟ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ହେଉ। କେନ୍ଦ୍ରଶିକ୍ଷା ମନ୍ତ୍ରାଳୟ ଏଭଳି ଏକ ପରାମର୍ଶ ଦେଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଏହିପରି ଏକ ପରାମର୍ଶ ଦେଇଛି କେନ୍ଦ୍ର। ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ…

ମନ୍ଦିରରେ ସାପ ସହ ଖେଳିଲା ପିଲା, ଜୀବନ ଭୟରେ ଦୌଡ଼ିଲେ ଶ୍ରଦ୍ଧାଳୁ

ଯେ କେହି ଦେଖିଲା ହତ୍‌ବାକ୍ ହୋଇଗଲା । ଆଉ ଦୃଶ୍ୟଟି ବି ଥିଲା ଏମିତି ହତ୍‌ବାକ୍ କରିଦେଲା ଭଳି ଘଟଣା । ଏକ ଜିଅନ୍ତା ସାପକୁ ହାତରେ ଧରିଛି ଛୋଟ ପିଲାଟିଏ । ସାପ ତାକୁ ଆକ୍ରମଣ କରିବ କିମ୍ବା ଆତ୍ମରକ୍ଷା ପାଇଁ ଚେଷ୍ଟା କରିବ ସେସବୁ ବାବଦରେ ପିଲାଟିର ଖାତିର ନାହିଁ । ଯେମିତି ହାତରେ ତାର…

ରାଜକୁମାର ହେଲେ ଭୁଟାନର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ପୁ: ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇଛନ୍ତି । ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ ମୋବାଇଲ ୱାଲେଟ ସହିତ ନାଗରିକଙ୍କୁ ଯୋଡାଯାଇଛି । ଏଥିପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛି । ଏଥିରେ ବ୍ୟକ୍ତିଗତ ସୂଚନା ଏବଂ…

ତାଜ୍ ହୋଟେଲରେ ଖାଇବା ପରେ ଖୁଚୁରା ଦେଲେ ଗ୍ରାହକ, ଲୋକେ କଲେ ଥଟ୍ଟା

ଯଦି ଆପଣ ଏକ ପଞ୍ଚ ତାରକା କିମ୍ବା ସାତ ତାରକା ହୋଟେଲକୁ ଖାଇବାକୁ ଯାଉଛନ୍ତି, ତେବେ ଆପଣ ବିଲ୍ କେମିତି ଭରନ୍ତି ? ଆପଣ ଭାବୁଥିବେ ଏହା ଏକ ନିର୍ବୋଧ ପ୍ରଶ୍ନ ହୋଇପାରେ । ବିଲ ପାଇଁ ନଗଦ ଟଙ୍କା ଦେବାକୁ ହେବ । ନଚେତ୍ କ୍ରେଡ଼ିଟ୍ କାର୍ଡ଼ , ଡ଼େବିଟ୍ କାର୍ଡ଼ ଅଥବା କ୍ୟୁଆରକୋଡ଼୍ ମାଧ୍ୟମରେ ବିଲ୍…

ବାହାଘର ପୂର୍ବରୁ ବିମାନବନ୍ଦରରୁ ବର ନିଖୋଜ

ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର…

ଦୁନିଆର ସବୁଠୁ ନିଆରା ସମ୍ପର୍କ, ବାପା-ପୁଅ ସମ୍ପର୍କ

ନୂଆଦିଲ୍ଲୀ: ବାପା ପୁଅର ସମ୍ପର୍କ ଦୁନିଆରେ ସବୁଠୁ ସୁନ୍ଦର ଏବଂ ନିଆରା  । ବାପା ବୁଢା ହେଲେ ବି ସେ ନିଜ ପୁଅର ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଠିକ୍ ସେମିତି ପୁଅ ମଧ୍ୟ ବାପାଙ୍କ ଯତ୍ନ ନେଇଥାନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଏହି…

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।…

ଅଜବ ମାନସିକତା : ପ୍ରସବ ଯନ୍ତ୍ରଣା ବେଳେ ହସପିଟାଲରେ ମେକଅପ୍ ନେଲେ ମହିଳା

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ବିଶେଷ ମୁହୂର୍ତ୍ତ । ପ୍ରସବ ସମୟରେ ଅସହ୍ୟ ଯନ୍ତ୍ରଣା ଭୋଗିଥାନ୍ତି ମହିଳାମାନେ । ସେଥିଲାଗି ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଆମେରିକାରେ ଜଣେ ମହିଳା ଏହି ପ୍ରସବ ବେଦନା ସମୟର ସ୍ମୃତିକୁ ମନେ…