Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା ବାପା ହେଲେ ପୁରୁଷଙ୍କ ମସ୍ତିଷ୍କରେ କଣ ପ୍ରଭାବ ପଡିଥାଏ

ନୂଆଦିଲ୍ଲୀ: ଯେପରି ମାଆ ହେଲା ପରେ ଗୋଟିଏ ମହିଳାର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ସେହିପରି ବାପା ହେଲେ ପୁରୁଷଙ୍କ କ୍ଷେତ୍ରରେ ଅନେକ ପରିବର୍ତନ ହୋଇଥାଏ । ଏପରିକି ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ । ନିକଟରେ ବୈଜ୍ଞାନିକମାନେ ଏ ନେଇ ଦୀର୍ଘ ଦିନ ଗବେଷଣା କରିବା ପରେ…

ତୁର୍କୀ ଭଳି ଭାରତରେ ଭୂମିକମ୍ପ ହେଲେ କ’ଣ ହେବ ?

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।…

ତୁର୍କୀକୁ ସମବେଦନା ଜଣାଇବା ବେଳେ ଭୁଜ ସ୍ମୃତି ମନେ ପକାଇ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର  ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତୁର୍କୀର ଏ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତୁର୍କୀର…

ଭଗ୍ନସ୍ତୁପ ତଳେ ତୁର୍କୀ ଓ ସିରିଆ; ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ

ନୂଆଦିଲ୍ଲୀ:ତାସ ଘର ପରି ଭୁଶୁଡି ପଡୁଛି ଘର । ଗୋଟିଏ ପରେ ଗୋଟିଏ ଗଗନଶ୍ଚୁମ୍ଭୀ କୋଠା ମାଟିରେ ମିଶି ଯାଉଛି । ତା ସହ ମାଟିରେ ମିଶି ଯାଉଛି ଏହି ବହୁତଳ ପ୍ରାସଦ ଭିତରେ ଥିବା ଗୋଟିଏ ଦେଶର ଐଶ୍ୱର୍ଯ୍ୟ, ବିକାଶ.. । ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ । ଏ…

JEE ମେନ୍‌ ରେଜଲ୍ଟ; ସେସନ୍-୧ରେ ଟପ୍ପର ହେଲେ ଦୁଇ ଯମଜ ଭ୍ରାତା

ନୂଆଦିଲ୍ଲୀ:  JEE ମେନ୍‌-୨୦୨୩ ସେସନ୍-୧ ରେଜଲ୍ଟ ଆଜି  ପ୍ରକାଶ ପାଇଛି। ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। JEE ମେନ୍‌-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧…

ତୁର୍କୀ ଓ ସିରିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୦୦୦କୁ ଟପିଲା

ଇସ୍ତାନବୁଲ : ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ । ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଥିବା ସୂଚନା । ଭୂକମ୍ପ ଯୋଗୁଁ ସର୍ବାଧିକ ପ୍ରଭାବିତ…

ଏସିଆ ମହାଦେଶର ସବୁଠୁ ବଡ଼ ହେଲିକପ୍ଟର କାରଖାନା ଉଦଘାଟିତ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ତୁମକୁରୁରେ ହାଲ ହେଲିକପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକପ୍ଟରକୁ ଉନ୍ମୋଚନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି…

ଆଦାନୀ ପ୍ରସଙ୍ଗରେ ସୋମବାର ସଂସଦରୁ ସଡ଼କ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ: ସୋମବାର କଂଗ୍ରେସ ଆଦାନୀ ଗ୍ରୁପ ବିରୋଧରେ ତଦନ୍ତ ଦାବି କରି ସଂସଦରୁ ସଡକ ବିରୋଧ କରିଛି। କଂଗ୍ରେସ କର୍ମୀମାନେ ଦେଶର ଏଲଆଇସି ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଶାଖା ସମ୍ମୁଖରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦାନି ଗୋଷ୍ଠୀ ବିରୋଧରେ ହିଣ୍ଡେନବର୍ଗ…

ଅଜବ ଶିଶୁ, ଦେହ ପଥର ଭଳି ଟାଣ

ଚେହେରା ଶିଶୁ ଭଳି, ହେଲେ ପାଖରୁ ଦେଖିଲେ ଚେହେରା ପଛରେ ଥିବା ବାସ୍ତବତା ଅତ୍ୟନ୍ତ କଷ୍ଟଦାୟକ । ପୁରା ଦେହ ପଥର ଭଳି ଟାଣ । ଯେତେ ଔଷଧ ସେବନ କଲେ ବି ସେ ପଥରର ଚେହେରାରେ ପରିବର୍ତନ ଆସୁନାହିଁ । ଏମିତି ଏକ ଅଜବ ଶିଶୁ ହେଉଛି ମହେନ୍ଦି ହସନ । ବାଙ୍ଗଲାଦେଶର ଦୋନା ସେନାନଗରରେ ରୁହନ୍ତି…

ମୋହନ ଭାଗବତଙ୍କ ବୟାନ ନେଇ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ସମାଜରେ ଜାତି ପ୍ରଥା ବ୍ରାହ୍ମଣଙ୍କ ଦ୍ୱାରା ସୃଷ୍ଟି ବୋଲି ବୟାନ ଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନ ନେଇ ଆଜି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଭଗବତ…