Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଦ୍ଭୁତ ଜୀବ: ସାପ ପ୍ରଜାତିର ବିଲେଇ ଠାବ

ଦୁନିଆରେ ଏତେ ପ୍ରକାରର ପ୍ରାଣୀ ଅଛନ୍ତି ଯେ, ଯଦି ଆପଣ ସେଗୁଡିକୁ ଗଣିବା ଆରମ୍ଭ କରିବେ ତେବେ ଆପଣ ଗଣନା ନିଶ୍ଚୟ ଭୁଲ ହେବ । କାରଣ ଏବେ ସୋସିଆଲ ମିଡ଼ିଆରେ ଏଭଳି ଅନେକ ବ୍ୟତିକ୍ରମ ଜୀବଜନ୍ତୁ ଦେଖିବାକୁ ମିଳୁଛନ୍ତି, ଯାହାର ଫଟୋ ଖୁବ୍ ଭାଇରାଲ ହେଉଛି । ଏବେ ଏହିପରି ଗୋଟିଏ ଜୀବର ଫଟୋ…

ଚକମା ଦେଇ ଖସି ଯାଉଥିଲା, ଫିଲ୍ମ ଷ୍ଟାଇଲରେ ଖଲିସ୍ତାନ ସମର୍ଥକ ଅମ୍ରିତପାଲଙ୍କୁ ଧରିଲା ପୋଲିସ

ଅମ୍ରିତସର: ପୋଲିସକୁ ଚକମା ଦେଇ ଖସି ଯାଉଥିଲେ । ଶେଷରେ ଫିଲ୍ମ ଷ୍ଟାଇଲରେ ଧରାପଡିଲେ ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ ।  ଶନିବାର ଅମ୍ରିତପାଲ ସିଂକୁ ଗିରଫ କରିବା ପରେ ତାଙ୍କର ଗାଁ ଜଲ୍ଲୁପୁରରେ ପାରାମିଲିଟାରୀ ଫେର୍ସ ମୁତୟନ କରାଯାଇଛି । ପୁରା ଗାଁ…

ଝଗଡ଼ାର ପ୍ରତିଶୋଧ: ଜମିରେ ଡେଇଁ ଡ଼େଇଁ ଫସଲ ନଷ୍ଟ କଲେ ଦୁଇ ମହିଳା

ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଥିବା ବେଳେ ସେଭିତରୁ କିଛି ମନୋରଞ୍ଜନର ଖୋରାକ ବି ଯୋଗାଇଥାଏ । ଏବେ ଏହିପରି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ । ଦୁଇ ଜଣ ମହିଳା ଉତ୍ତ୍ୟକ୍ତ ହୋଇ ପ୍ରତିଶୋଧ ନେବା ପାଇଁ କେମିତି…

୨୦ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ବ୍ୟକ୍ତି

ସାଧାରଣତଃ ଲୋକମାନେ ଘରୁ ବାହାରକୁ ଯିବା ମାତ୍ରେ ଜୋତା ପିନ୍ଧିଥାନ୍ତି । ଆଜିକାଲି ଘରେ ଜୋତା ପିନ୍ଧିବା ବି ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ହେଲା ଜୋତା ପିନ୍ଧୁନାହାନ୍ତି । ବିନା ଚପଲରେ ସେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି । ଏହାର…

ପରିବାରର ୩ ପିଢି କଲେ ମାତୃତ୍ୱର ଫଟୋ ସୁଟ୍

ମାତୃତ୍ୱ ଫଟୋସୁଟ ଅତ୍ୟନ୍ତ ଭାବପ୍ରବଣ ଏବଂ ଅନେକ ସ୍ମୃତି ସଞ୍ଚୟ କରେ । କିନ୍ତୁ ଆଜି ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହୁଛୁ, ସେମାନଙ୍କର ମାତୃତ୍ୱ ଫଟୋ ସୁଟ୍ ପୁରା ସ୍ୱତନ୍ତ୍ର । ଏଠାରେ ତିନି ପିଢିର ଫଟୋ ସୁଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋଗ୍ରାଫର…

ପୋଲିସ କବ୍ଜାରେ ବାସଭବନ; ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇସଲାମବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ପଶିଲା ପୋଲସ । ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇମ୍ରାନ ଖାନ ଘରେ ନ ଥିବାବେଳେ ଲାହୋର ପୋଲିସ ତାଙ୍କର ଜମାନ ପାର୍କର ଘରକୁ ନିଜ କବ୍ଜାକୁ ନେଇ ଯାଇଛି । ଆଜି ଇମ୍ରାନଙ୍କୁ ଇସଲାମବାଦ କୋର୍ଟରେ ହାଜିର ହେବାର…

ବଢିଲା ଦୈନିକ କୋଭିଡ୍ ସଂକ୍ରମଣ; ଶନିବାର ଗତ ୪ ମାସରେ ସର୍ବାଧିକ ସଂକ୍ରମିଚ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଗତ ୪ ମାସରେ ସର୍ବାଧିକ। ସେହିଭଳି ଦିନକରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଜଣ ଲେଖାଏ ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୁଇ ଜଣଙ୍କର ଜୀବନ ଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଲେ ରାମଚରଣ ଏବଂ ତାଙ୍କ ପିତା ଚିରଞ୍ଜିବୀ

ନୂଆଦିଲ୍ଲୀ : RRRର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ  । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟେ ହୋଇଥିଲା । ଶେଷରେ ବାଜି ଜିତି ଓସ୍କାର ପୁରସ୍କାର ହାତେଇଛି RRRର ନାଟୁ ନାଟୁ ଗୀତ । ଓସ୍କାର ସମ୍ମାନ ମିଳିବା ନେଇ…

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର ଖବର ଏକ ଗୁଜବ; ଅସ୍‌ଲେ ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍‌ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର ପ୍ରକାଶ…

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି।…