Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଷ୍ଠୁର ଶିକ୍ଷୟିତ୍ରୀ: ଛାତ୍ରୀଙ୍କୁ ମାଡ ମାରି ବାଲକୋନୀରୁ ଫିଙ୍ଗି ଦେଲେ

ନୂ୍ଆଦିଲ୍ଲୀ: ଗୁରୁ ଦ୍ୱିତୀୟ ଇଶ୍ୱର । ହେଲେ ଏଠି ଗୁରୁ ଏ କ’ଣ କରୁଛନ୍ତି ? ୫ମ ଶ୍ରେଣୀ ଛାତ୍ରୀକୁ ଏକ ମହଲା କୋଠାରୁ ତଳକୁ ପେଲିଦେଲେ ! ଏମିତି ଏକ ହୃଦୟଥରା ଘଟଣା ଘଟିଛି ରାଜଧାନୀ ଛାତିରେ । ନାବାଳିକା ଛାତ୍ରୀଙ୍କୁ ସ୍ଥାନୀୟ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ…

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି…

ସୁନ୍ଦର ଚେହେରା ଦେଖି ନିରୀହ ଭାବିଯିବେନି; ଇଏ ହେଉଛନ୍ତି ଆତଙ୍କୀ ଦୁନିଆର ହ୍ୱାଇଟ୍ ଓ୍ୱିଡୋ ସାମନ୍ଥା ଲୁଇସ୍…

କେନିଆ : ଫଟୋରେ ସୁନ୍ଦରୀ ଯୁବତୀଙ୍କୁ ଦେଖି ତାଙ୍କୁ ନିରୀହ ଭାବିଯିବେନି । ‘ଆତଙ୍କର ହ୍ୱାଇଟ୍ ଓ୍ୱିଡୋ’ ଭାବେ ସେ ପରିଚିତ । ୪ ଶହ ଲୋକଙ୍କ ଜୀବନ ନେଇଛନ୍ତି ଏଇ ସୁନ୍ଦର ତରୁଣୀ । ନାଁ ତାଙ୍କର ସାମନ୍ଥା ଲୁଇସ୍ ଲ୍ୟୁଥଓ୍ୱେଟ୍ । ଆତଙ୍କୀ ଦୁନିଆର ବେଗମ୍ । ବ୍ରିଟେନର କୁଖ୍ୟାତ ମହିଳା ଆତଙ୍କୀ…

ସମ୍ପର୍କୀୟଙ୍କ ସହ ଲାଗିଥିଲା ପ୍ରେମିକାର ବିବାହ, ସହିପାରିଲାନି ପ୍ରେମିକ ତା’ପରେ…. 

ନୂଆଦିଲ୍ଲୀ : ନିଜ ପ୍ରେମକୁ ପାଇବା ପାଇଁ ସମ୍ପର୍କୀୟକୁ ବି ଛାଡ଼ିଲା ନାହିଁ ଜହ୍ଲାଦ ପ୍ରେମିକ । ଯୋଜନାବନ୍ଧ ଭାବେ ସମ୍ପର୍କୀୟଙ୍କୁ ଛୁରି ଭୁସି ହୋଇଗଲା ଫେରାର୍‌ । ପ୍ରେମିକାର ନିଜ ସମ୍ପର୍କୀୟଙ୍କ ସହ ଲାଗିଥିଲା ବିବାହ ପ୍ରସ୍ତାବ, ସହିପାରିଲାନି ପ୍ରେମିକ । ଦୁହିଁଙ୍କ ରାସ୍ତାରେ କଣ୍ଟା…

ଦେଶରେ କଲେଜିୟମ୍ ବ୍ୟବସ୍ଥାକୁ ନେଇ ବିବାଦ, ଅନ୍ୟ ଦେଶରେ କେମିତି ନିଯୁକ୍ତ ହୁଅନ୍ତି ବିଚାରପତି ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଥିବା କଲେଜିୟମ ବ୍ୟବସ୍ଥା ଏବେ ବିବାଦ ଘେରରେ ରହିଛି । ଗୁରୁବାର ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯେବେ ଯାଏ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତ ନ ହୋଇଛି । ସେ ପର୍ଯ୍ୟନ୍ତ…

ସପ୍ତାହରେ ୨୦ ଘଣ୍ଟା କାମ କରି ୮ ଲକ୍ଷ ରୋଜଗାର କଲେ ଯୁବତୀ

ନୁ୍ୟର୍କ: ଅର୍ଥ  ଉପାର୍ଜନ ପାଇଁ ମଣିଷ କେତେ ପରିଶ୍ରମ ନ କରୁଛି ! ଚାକିରି କଲେ ଗଧ ଖଟଣି । ବ୍ୟବସାୟ କଲେ ରାତି ଦିନ କାମ  । ଯେତେ ବଡ ଚାକିରି, ଯେତେ ଅଧିକ ଦରମା ସେତେ ଅଧିକ କାମ ଆଉ ଚାପ ।  ନିଜର ଶାରୀରିକ ସୁସ୍ଥତା, ପାରିବାରିକ ଆବଶ୍ୟକତାକୁ ମଣିଷ ଅଣଦେଖା କରିବାକୁ ବାଧ୍ୟ ହୋଇଥାଏ ।…

ବରଫ ଦେଶରେ ମରୁଭୂମି ଜାହାଜ; ଖୁସିରେ କୁଦି କୁଦି ନାଚିଲା ଓଟ

ନୂଆଦିଲ୍ଲୀ : ଓଟକୁ କେବେ ବରଫାଞ୍ଚଳରେ ଦେଖିଛନ୍ତି କି ? ଏହି ପ୍ରଶ୍ନରେ ସମସ୍ତେ କହିବେ ‘ନା’ । ଆମେ ସାଧାରଣତଃ ଓଟକୁ ମରୁଭୂମିରେ ଦେଖିଥାଉ । ଓଟକୁ ମରୁଭୂମିର ଜାହାଜ ବୋଲି ବି କୁହାଯାଏ । ତେଣୁ ବରଫ ଦେଶରେ ଓଟ କେଉଁଠୁ ଆସିବ ବୋଲି ମନକୁ ହଠାତ୍ ଆସିବ । କିନ୍ତୁ ଇନଷ୍ଟାଗ୍ରାମର ଏକ ଭିଡିଓରେ…

ବନାରସୀ ଶାଢ଼ୀ ଡିଜାଇନର କେକ୍‌ କରି ଚର୍ଚ୍ଚାରେ ମହିଳା

 ପୁଣେ : କେକ୍‌ ତ ସମସ୍ତଙ୍କର ପସନ୍ଦ  । ସାଧାରଣତଃ ଆପଣମାନେ ଚକୋଲେଟ କେକ୍‌,ଷ୍ଟ୍ରବେରୀ କେକ୍‌ଠାରୁ ଆରମ୍ଭ କରି ବିଭିନ୍ନ କେକ୍‌ ଦେଖିଥିବେ କେବେ କଣ ଆପଣ ଦେଖିଛନ୍ତି ବନାରସୀ କେକ୍‌  । ନାଁ ଟା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହି ବନାରସୀ କେକ୍‌ ତିଆରି କରି…

ବିକିନି ପିନ୍ଧି ସୋଶିଆଲ ମିଡିଆରେ ଚାକିରି ମାଗିଲେ ମହିଳା

ଲଣ୍ଡନ: ଆଜିକାଲି ସୋଶିଆଲ ମିଡିଆରେ ଅନେକ ଗ୍ରୁପ ରହିଛି ଯେଉଁଥିରେ ଚାକିରୀ ସମ୍ପର୍କିତ ସୂଚନା ମିଳିଥାଏ । ଲିଙ୍କଡିନ ପରି ପ୍ଲାଟଫର୍ମରୁ ଆସି ଏବେ ଲୋକେ ଫେସବୁକ, ଇନଷ୍ଟାଗ୍ରାମରେ ମଧ୍ୟ ଜବ ପାଇଁ ସ୍ୱତନ୍ତ୍ର ପେଜ ତିଆରି କରୁଛନ୍ତି । ଆପଣ ଯଦି ଚାକିରି ଖୋଜୁଛନ୍ତି ଏବଂ ସୋସିଆଲ ମିଡିଆରେ…

ସାମ୍ବାଦିକଙ୍କୁ ଏଲନ ମସ୍କଙ୍କ ଟାର୍ଗେଟ; ସସ୍ପେଣ୍ଡ କଲେ ଆକାଉଣ୍ଟ

ସାନ ଫ୍ରାନ୍ସିକୋ: ଟୁଇଟରକୁ ନେଇ ଏଲନ ମିସ୍କଙ୍କ ପରୀକ୍ଷା ନିରୀକ୍ଷା ଶେଷ ହେଉନି । କର୍ମଚାରୀ ଛଟେଇ, ବ୍ଲୁ ଟିକ ପାଇଁ ଟଙ୍କା ବଢାଇବା, କଟକଣା ଜାରି କରିବା ପରେ ଏବେ ସାମ୍ବାଦିକଙ୍କ ପଛରେ ପଡିଛନ୍ତି ମସ୍କ । ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି ମସ୍କ  । ଏହି…