Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ନେଇ ବିଧିବଦ୍ଧ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ପତ୍ର ଲେଖାଇ ଜଣାଇଥିଲେ । ଉପ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫେବୃୟାରୀ…

ମହାଶିବରାତ୍ରିରେ ହିନ୍ଦୁ ଧର୍ମ ଗ୍ରହଣ କଲେ, ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ଶବନମ ଖାନ

ରାୟପୁର: ଆଜି ପବିତ୍ର ମହାଶିବରାତ୍ରି । ସାରା ଦେଶରେ ଶିବ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି । ଏହି ଅବସରରେ ଛତିଶଗଡ ବାଲୋଦ ଜିଲ୍ଲାର ପାଣ୍ଡେପାରାରେ ରହୁଥିବା ଶବନମ ରାନୀ ନାମ୍ନୀ ଜଣେ ମହିଳା ମହାଦେବଙ୍କ ହିନ୍ଦୁ ଧର୍ମକୁ ସ୍ୱୀକାର କରିଛନ୍ତି । ସେ ନିଜ ନାଁ ବଦଳାଇ ରାନୀ ଗୌର କରିଛନ୍ତି ।…

ଦେହରେ ଆର୍ଟ ଗ୍ୟାଲେରି, ୨ ହଜାର ଘଣ୍ଟା ଚେୟାରରେ ବସି ଟାଟୁ କଲେ ବୃଦ୍ଧ ଦମ୍ପତ୍ତି

କଥାରେ ଅଛି ଭଗବାନ ସମସ୍ତଙ୍କ ଚେହେରା ବନାଇଥାନ୍ତି । କାହାକୁ ଗୋରା କରିଥିବା ବେଳେ କାହାକୁ କଳା କରିଥାନ୍ତି । ଏମିତି କି କାହାକୁ ସୁନ୍ଦର କରିଥିବା ବେଳେ କାହାକୁ ମଧ୍ୟ ଅସୁନ୍ଦର କରିଥାନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ ଭଗବାନଙ୍କ ସୃଷ୍ଟିକୁ ପସନ୍ଦ କରନ୍ତି ନାହିଁ ।…

କାହିଁକି ତୁର୍କୀ ଗସ୍ତରେ ଯାଇଥିଲେ ପାକ ପ୍ରଧାନମନ୍ତ୍ରୀ ? କ୍ଷତିଗ୍ରସ୍ତଙ୍କ ସହାୟତା ଛାଡି ସରିଫଙ୍କୁ କାହିଁକି…

ଇସଲାମବାଦ: ଭୂକମ୍ପ ଝଟକା ପରେ ତୁର୍କୀର ସ୍ଥିତି ବିପର୍ଯ୍ୟସ୍ତ । ମୃତ୍ୟୁର ତାଣ୍ଡବ ସାରା ଦେଶକୁ ଭୟଭୀତ କରି ରଖିଛି । ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର…

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

ଚୀନ ପରେ ଭାରତର ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ହଟାଇଲା କତାର

ନୂଆଦିଲ୍ଲୀ: ଚୀନ ପରେ ଭାରତର ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଉଠାଇଲା କତାର। ଭାରତରୁ ବରଫରେ ପ୍ୟାକ୍ ହୋଇଯାଉଥିବା ମାଛ ଆଦି ସାମୁଦ୍ରିକ ଖାଦ୍ୟ ଉପରେ କତାର ଅସ୍ଥାୟୀ ଭାବେ ବ୍ୟାନ୍ ଲଗାଇଥିଲା। ହେଲେ ଶୁକ୍ରବାର ଏହି ବ୍ୟାନ ନିର୍ଦ୍ଦେଶକୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଫଳରେ ଗଲ୍‌ଫ…

ଦକ୍ଷିଣ ଆଫ୍ରିକାରୁ ଆସିଲା ୧୨ ଚିତା; ଆଜି କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ

ଭୋପାଳ: କିଛି ମାସ ତଳେ ନାମିବିୟାରୁ ଭାରତକୁ ୧୨ ଚିତାବାଘ ଅଣାଯାଇଥିଲା। ଏବେ ପୁଣି ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଅଣାଯାଇଛି। ଶନିବାର ସକାଳେ ବାୟୁସେନାର C-17 ଗ୍ଲୋବ୍ ମାଷ୍ଟର ବିମାନ ୧୨ ଚିତାବାଘ ଧରି ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିଛି। ନିୟମଗତ ସବୁ କାର୍ଯ୍ୟ ସରିବା ପରେ…

ବାହାଘର କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଯେତେବେଳେ  କୌଣସି ବ୍ୟକ୍ତିଙ୍କ ଘରେ ବିବାହ ସ୍ଥିର ହୁଏ, ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ବିବାହ କାର୍ଡ ଛାପାଯାଇଥାଏ । କିଛି ଲୋକ ଶସ୍ତା ବିବାହ କାର୍ଡ କରିବାକୁ ପସନ୍ଦ କରନ୍ତି, ତ ଆଉ କେତେକ ଲୋକ କାର୍ଡରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ବିବାହ କାର୍ଡରେ କିଛି ଅନନ୍ୟ…

୧୦୦ବର୍ଷ ପରେ ଠିକଣା ଜାଗାରେ ପହଞ୍ଚିଲା ଚିଠି

ବ୍ରିଟେନରେ  ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଲେଖାଯାଇଥିବା ଏକ ଚିଠି ଦୀର୍ଘ ୧୦୦ବର୍ଷ ଠିକଣାଆ ଜାଗାରେ ପହଞ୍ଚିଛି । ଏହି ଚିଠି ପାଇଥିବା ବ୍ୟକ୍ତିଙ୍କ ଖୁସି କହିଲେ ନ ସରେ  । ସେ ବହୁତ ଖୁସି ଏବଂ ଆଶ୍ଚର୍ଯ୍ୟ ଯେ ସେ ଏହି ଚିଠି ପାଇଛନ୍ତି । ଏହି ଚିଠି ୧୯୧୬ ମସିହାରେ ବ୍ରିଟେନର ବାଥରୁ…

ଇ-ମେଲ ପଠାଇ ଭାରତରେ ୪୫୦ କର୍ମଚାରୀ ଛଟେଇ କଲା ଗୁଗଲ

ନୂଆଦିଲ୍ଲୀ: ପୁଣି କର୍ମଚାରୀ ଛଟେଇ କଲା ଗୁଗଲ। ଭାରତରେ କମ୍ପାନୀ ବିଭିନ୍ନ ବିଭାଗରୁ ୪୫୩ କର୍ମଚାରୀଙ୍କ ଛଟେଇ କରିଛି। ଗୁଗଲ ଇ-ମେଲ୍ ଦେଇ କର୍ମଚାରୀମାନଙ୍କୁ ଚାକିରି ଛଟେଇ କରିଥିବା ସୂଚନା ମିଳିଛି। ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀଙ୍କୁ ଛଟେଇ ନେଇ ମେଲ୍ ପଠାଇଥିଲା କମ୍ପାନୀ। ସକାଳୁ…