Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି: ପାଇକାରୀ ମୁଦ୍ରାସ୍ଫୀତି ୫.୮୫%କୁ ଖସିଲା

ନୂଆଦିଲ୍ଲୀ : ଭାରତରେ ହୋଲସୋଲ୍ ଇନଫ୍ଲେସନ୍ (WPI) ବା ପାଇକରୀ ମୁଦ୍ରାସ୍ଫୀତି ନଭେମ୍ୱରରେ କମିଛି । ଅକ୍ଟୋବରରେ WPI ୮.୩୯% ଥିବାବେଳେ ନଭେମ୍ୱରରେ ଏହା ୫.୮୫%କୁ ଖସିଛି । ଯାହା ୨୧ ମାସର ସର୍ବନିମ୍ନ ସ୍ତର । ଗତବର୍ଷ ନଭେମ୍ୱର ମାସରେ WPI ୧୪.୮୭ ଥିଲା । ୨୦୨୨ରେ ଖାଦ୍ୟସାମଗ୍ରୀ, ଧାତବ,…

ଭୋକ ବିକଳରେ ରୁଟି ମାଗିବାକୁ ଯାଇଥିଲେ, ହେଲେ ଗଣଦୁଷ୍କର୍ମର ଶିକାର

ସତାନା(ମଧ୍ୟପ୍ରଦେଶ): ଭୋକ ବିକଳରେ ରୁଟି ଖଣ୍ଡେ ମାଗିଥିଲା । ରୁଟି ତ ମିଳିଲା, ହେଲେ ପିଶାଚଙ୍କ ହାବୁଡରେ ପଡିଗଲା ନିରୀହ ଝିଅଟି । ଗଣବଳାତ୍କାରର ଶିକାର ହେଲା । କେତେ ନୃଶଂସତାର କଥା ସତରେ ! ମାନବିକତା ପ୍ରତି କେତେ ବଡ ଅପମାନ  ! ଏମିତି ଏକ ହୃଦୟଥରା ଘଟଣା ସମ୍ନାକୁ ଆସିଛି ମଧ୍ୟପ୍ରଦେଶର…

ଏନ ନମ୍ବର ଧନୀ ତାଲିକାରୁ ଖସିଲେ ଏଲନ ମସ୍କ

ୱାଶିଂଟନ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ଏବେ ଟୁଇଟର ବା ମୋଟାକୁ ନେଇ ନୁହେଁ, ଏବେ ତାଙ୍କ ସମ୍ପତ୍ତିକୁ ନେଇ । ଗରିବ ହେଉଛନ୍ତି ଏଲନ ମସ୍କ । ହ୍ରାସ ପାଉଛି ତାଙ୍କର ସମ୍ପତ୍ତିର ମୂଲ୍ୟ । ଟେସଲା କମ୍ପାନୀର ମାଲକ ଏଲନ ମସ୍କ ଏବେ  ଆଉ ଦେଶର ୧ନଂ ଧନୀ ନୁହନ୍ତି। ହ୍ରାସ ପାଉଛି ତାଙ୍କର…

‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେଲେ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ…

ତଓ୍ୱାଙ୍ଗ ସୀମା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା

ଓ୍ୱାଶିଂଟନ: ଅରୁଣାଚଳପ୍ରଦେଶ ତଓ୍ୱାଙ୍ଗରେ ଚୀନ-ଭାରତୀୟ ସେନା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ ଜଣାଇଲା ଆମେରିକା । ଭାରତୀୟ ସେନାର ପତିଆରାକୁ ପ୍ରଶଂସା କଲା ସୁପରପାଓ୍ୱାର ଆମେରିକା । ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ସୂଚିତ କଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ଓ…

ସାମ୍ନାକୁ ଆସିଲା ଚୀନ ସେନାକୁ ଘଉଡ଼ାଇବା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

ସିମଲା : ଇଣ୍ଡିଆନ ଆର୍ମିର ଅଦମ୍ୟ ସାହସ । ସାମ୍ନାରେ ଡ୍ରାଗନ ସେନା ଥାଉ ବା ଡ୍ରାଗନ୍, ମୁକାବିଲା କରିବାକୁ ପୂରା ତୟାର । ଶତ୍ରୁ ପକ୍ଷକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବାରେ ସକ୍ଷମ ଇଣ୍ଡିଆନ ଆର୍ମି । ଲଦାଖରେ ମନ ଭରିଲାନି ଯେ ଅରୁଣାଚଳକୁ ଆଖି ପକାଇଛି ଡ୍ରାଗନ ସେନା । କିନ୍ତୁ ଭାରତୀୟ…

ରାଜପଥରେ ଯୋଗାଇ ଦିଆଯିବ ଚିକିତ୍ସା: କେନ୍ଦ୍ରର ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 2019ରେ ମୋଟର ଯାନ ଅଧିନିୟମରେ ସଂଶୋଧନ ପରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ଜାତୀୟ ରାଜପଥରେ ଟ୍ରମା କେନ୍ଦ୍ରଗୁଡିକର ସୁବିଧା ବୃଦ୍ଧି କରାଯାଉଛି ଏବଂ ସମସ୍ତଙ୍କୁ ମାଗଣା…

ତାୱାଙ୍ଗରେ ଉତ୍ତେଜନା: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତ ଏବଂ ଚୀନ୍ ଯବାନଙ୍କ ସଂଘର୍ଷ ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଙ୍ଗଳବାର ଉଭୟ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ମୁଲତବୀ…

ସୀମାରେ ପଇଁତରା ମାରୁଛି ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚାଲବାଜ ଚୀନର ଔଦ୍ଧତ୍ୟ ସାମ୍ନାକୁ ଆସିବା ପରେ ପୁଣି ଥରେ ସତର୍କ ହୋଇଛି ଭାରତ। ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟର ନିକଟରେ ଥିବା ସୀମାରେ ଭାରତ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚୀନ୍ ପାର୍ଶ୍ୱରୁ ୩୦୦ ଯବାନ ୟାଙ୍ଗସେ ଅଞ୍ଚଳରେ ଭାରତୀୟ ପୋଷ୍ଟ…

ଯୁବଗୋଷ୍ଠୀଙ୍କ ଭବିଷ୍ଯତ ନଷ୍ଟ କରୁଛି ସିଗାରେଟ, ଧୂମପାନ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଲା ଏହି ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ସିଗାରେଟ ବିକ୍ରି କରିପାରିବା ପାଇଁ ବଡ ବଡ ନାମୀଦାମୀ ତାରକାଙ୍କୁ କମ୍ପାନୀ ମାନେ ବିଜ୍ଞାପନ କରାଉଛନ୍ତି। ଏପରି କରି ଗୋଟିଏ ଗୋଷ୍ଠୀକୁ ସିଗାରେଟ ଟାଣିବାକୁ ପରୋକ୍ଷରେ ପ୍ରୋତ୍ସାହନ ଦିଆଯାଉଛି। ଯଦିଓ ବିଜ୍ଞାପନରେ ଲେଖା ହେଉଛି ସିଗାରେଟ ସ୍ବାସ୍ଥ୍ୟ…