Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପତ୍ନୀ ଏଡସରେ ଆକ୍ରାନ୍ତ ହୋଇଛି କହି ଛାଡପତ୍ର ମାଗି କୋର୍ଟରେ ସ୍ବାମୀ ହଟହଟା

ମୁମ୍ବାଇ: ମୋ ପତ୍ନୀ ଏଚଆଇଭି ଏଡସରେ ଆକ୍ରାନ୍ତ। ମୁଁ ଆଉ ଏହି ବିବାହ ବନ୍ଧନରେ ରହିବାକୁ ଚାହୁଁନାହିଁ। ତେଣୁ ମୁଁ ଛାଡ଼ପତ୍ର ଚାହୁଁଛି। ଏଭଳି ଏକ ଆବେଦନ କରିଥିଲେ ଜଣେ ପତି। ଯାହାକି ମିଛ ବୋଲି କୋର୍ଟରେ ଜଣାପଡ଼ିଛି। ଜଣେ ଡାକ୍ତରଙ୍କ ଦ୍ବାରା ତାଙ୍କ ପତ୍ନୀ ଏଡସରେ ଆକ୍ରାନ୍ତ କହି ବମ୍ବେ…

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ…

ଯୁବତୀଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି, ଦିନକୁ ୨ ଥର କରନ୍ତି ସେଭିଙ୍ଗ

ନ୍ୟୁୟର୍କ: ନିଶ ଦାଢି ପୁରୁଷଙ୍କ ସୌନ୍ଦର୍ଯ୍ୟ । ତେବେ କେତେକ  ମହିଳାଙ୍କ ମୁହଁରେ ନିଶଦାଢି ଉଠିବା ଆମେ ଦେଖିଛୁ ।  ହରମୋନାଲ ଇମବାଲାନ୍ସ ହେବା କାରଣରୁ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।  ତେବେ ମହିଳାଙ୍କ ମୁହଁରେ ଏପରି  ଦାଢି କେବେ ଦେଖି ନ ଥିବେ  । ଦାଢି ଥିବା ମହିଳା…

ନା ଉଚ୍ଛେଦ ଭୟ ନା ଜାଗା ଚିନ୍ତା..ଚାଲିଛି ଦୋକାନ

ଲକ୍ଷ୍ନୌ:କୌଣସି ଜିନିଷର ଜୁଗାଡ କରିବାରେ ଭାରତୀୟମାନେ ସବୁବେଳେ ଆଗରେ  । ଆଜିକାଲି ଲୋକଙ୍କର ଭିନ୍ନ ଭିନ୍ନ ଜୁଗାଡ ଆପଣ ମାନେ ସୋସିାଲ ମିଡିଆରେ ଦେଖୁଥିବେ । ଏହାକୁ ଦେଖିଲେ ମୁହଁରୁ ବାହାରି ଆସେ Amazing idea ! ଏମିତି ଏକ ଜୁଗାଡ ବିଷୟରେ ଆମେ ଆପଣଙ୍କୁ ଏଠି କହିବୁ । ଏ ବ୍ୟକ୍ତିଙ୍କର…

ଛାତିରେ କୁନି ଶିଶୁ ଚାପି ରାମ୍ପକୁ ଓହ୍ଲାଇଲେ ମଡେଲ, କରତାଳିରେ କମ୍ପିଲା ହଲ୍

ନୂଆଦିଲ୍ଲୀ:  ଗୋଟିଏ ପଟେ ବୃତ୍ତି ଓ ଅନ୍ୟ ପଟେ ମମତା  । କାହାକୁ ଛାଡ଼ିବ ?  କାହାକୁ ଛାଡିବା ତା ପକ୍ଷେ ସମ୍ଭବ ନୁହେଁ । ସମସ୍ତଙ୍କୁ ଧରି ତାକୁ ଚାଲିବାକୁ ପଡ଼ିବ  ।   ଆଉ ସବୁଥିରେ ବି ନିଜ ଦକ୍ଷତା ବି ଦେଖାଇବାକୁ ପଡ଼ିବ  ।  ଧାନ ରୋଇବା ହେଉ ବା ରାମ୍ପରେ ଚାଲିବା ହେଉ.. । ସେଥିପାଇଁ ତ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିବିଆଇର ଚାର୍ଜଶିଟ ଦାଖଲ, ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇ ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି । ଏଥିରେ ୭ଜଣ ଅଭିଯୁକ୍ତ ବିରୋଧରେ ୧୦ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଥିଲେ ମଧ୍ୟ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ମନୀଷ…

ଭିନ୍ନକ୍ଷମ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ

ବରମେର(ରାଜସ୍ଥାନ): ମାନବିକତା ପାଇଁ ଲଜ୍ଜା । ରାଜସ୍ଥାନର ବରମେର ଜିଲ୍ଲାରେ ଜଣେ ମୁକ ବଧିର ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଦୁର୍ବୃତ୍ତମାନେ ବୋଲେରୋ ଆସି ଯୁବତୀ କୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ପରେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ…

ଚାନ୍ଦୀନି ଚୌକରେ ଅଗ୍ନିକାଣ୍ଡ, ୫୦ ଦୋକାନ ପୋଡି ପାଉଁଶ

ନୂଆଦିଲ୍ଲୀ:  ରାତିସାରା ହୁତୁ ହୁତୁ ହୋଇ ଜଳୁଛି ନିଆଁ । ଜଳୁଥିଲା ଦୋକନା ଘର । ଏକାଥରକେ ୫୦ ଦେକାନ ଜଳି ପାଉଁଶ ହୋଇଗଲା । ଅଗ୍ନିଶମ ବିଭାଗ ଚେଷ୍ଟା କରି ବି ନିଆଁକୁ ଆୟତ୍ତ କରିପାରିଲାନି ।   ରାତିସାରା ୪୦ରୁ ଅଧିକ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏପରି…

ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅନୁମତି ବିନା ବିଗ୍-ବିଙ୍କ ସ୍ୱର ଓ ଫଟୋକୁ ବ୍ୟବହାର କରିବାକୁ ମନା କରିବା ନେଇ ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଅନେକ…

୫ ବର୍ଷ ନାବାଳିକାକୁ ବଳାତ୍କାର କଲା ହେଲେ ସଜା ମିଳିଲା ୫ ଥର ବସ୍ଉଠ

ପାଟନା: ପୁଣି ସାମ୍ନାକୁ ଆସିଲା ସାଂଘାତିକ ଘଟଣା । ଯେତିକି ଲଜ୍ଜାଜନକ ସେତିକି ହୃଦୟବିଦାରକ । ୫ ବର୍ଷର ଝିଅକୁ ବଳାତ୍କାର ଆଉ ଅଭିଯୁକ୍ତକୁ ମିଳିଲା ଉଠବସ ସଜା । ବିହାରର ନାବାଦାରେ ଘଟିଛି ଏପରି ଘଟଣା । ହେଲେ ଅଭିଯୁକ୍ତକୁ କଠୋରରୁ କଠୋର ସଜା ଦେବା ପରିବର୍ତ୍ତେ ଗ୍ରାମବାସୀ ଏକ ବୈଠକ କରି…