Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଲରୁ ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ପୁଣି ଅଡୁଆାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ   । ତିହାର  ଜେଲ ଭିତରେ ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଅଡୁଆ ବଢିବାରେ ଲାଗିଛି । ଏବେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସେପ୍ଟମ୍ବର ୧୨ ତାରିଖ ରାତି ପ୍ରାୟ ୮ଟା ସମୟର…

ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ

ଚେନ୍ନାଇ: ଶ୍ରୀହରିକୋଟା ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ । ୯ ସାଟେଲାଇଟ୍ ନେଇ ମହାକାଶକୁ ଗଲା ରକେଟ୍। ଓସିଏନ୍-୩ ସହ ୮ଟି ନାନୋ ସାଟେଲାଇଟକୁ ମିଶାଇ ୧୧୧୭କେଜି ଓଜନ ବହନ କରିଛି ପିଏସଏଲଭି-ସି୫୪। ଏସବୁଗୁଡିକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ।…

୨୬/୧୧ ଆକ୍ରମଣ ଷଡ଼ଯନ୍ତ୍ରକାରୀଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଚେତାବନୀ

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ୱର ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ଥରିଉଠିଥିଲା ମୁମ୍ୱାଇ । ଆଜି ଏହି ଆକ୍ରମଣକୁ ୧୪ବର୍ଷ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ କରି ସେ କହିଛନ୍ତିଯେ, ଯେଉଁମାନେ ମୁମ୍ୱାଇ ଆକ୍ରମଣର…

ଆଜି ସମ୍ବିଧାନ ଦିବସ: ବିଶ୍ୱର ବୃହତ୍ ଲିଖିତ ଦସ୍ତାବିଜ୍ ଭାରତୀୟ ସମ୍ୱିଧାନ

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ପାଇଁ ନଭେମ୍ୱର ୨୬ ତାରିଖ ଖୁବ ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହା ଆଜିର ଦିନରେ ଦେଶର ସମ୍ୱିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ତେଣୁ ଏହାକୁ ସମ୍ୱିଧାନ ଦିବସ ଭାବେ ଦେଶରେ ପାଳନ କରାଯାଉଛି । ପରେ ୨୬ ଜାନୁଆରୀ ୧୯୫୦ମସିହାରେ ସମ୍ୱିଧାନକୁ ଦେଶରେ ପ୍ରଣୟନ…

ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍

ଚେନ୍ନାଇ: ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତକ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତକ୍ଷେପଣ ପ୍ରକ୍ରିୟା । ନାନୋ ସାଟେଲାଇଟ୍ ମଧ୍ୟରୁ ଗୋଟିଏ…

ଗୁଜରାଟରେ ନୋଟା ବିଗାଡ଼ିପାରେ ନେତାଙ୍କ ଖେଳ

ଅହମ୍ମଦାବାଦ: ଗୁଜରାଟରେ ଏଥର ନୋଟା କୁ ନେଇ ଭୟଭୀତ ଅଛନ୍ତି ପ୍ରାର୍ଥୀ ।  ଗତ ନିର୍ବାଚନରେ ​​୩୦ ଟି ବିଧାନସଭା ଆସନର ପରିଣାମ ନୋଟାର ଭୋଟ ଠାରୁ କମ ଥିଲା । ଯାହା କି ଏଥର ନେତାଙ୍କ ଛାତି ଧଡପଡ କରାଉଛି । ଏଥର ଯଦି ପୂର୍ବଥର ଭଳି ନୋଟାକୁ ଭୋଟରମାନେ ସମର୍ଥନ ଦିଅନ୍ତି ତେବେ ଅନେକ…

ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଏକ ଏଲିଏନ: କେନ୍ଦ୍ର ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ :ନିର୍ବାଚନ କମିସନର ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ମଧ୍ୟରେ ବିତର୍କ ଜୋରଦାର ଚାଲିଛି । ଏହି ସମୟରେ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥାକୁ ଏଲିଏନ ବା ଅପରିଚିତ କହି ସମାଲୋଚନା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । କୋର୍ଟରେ ବିଚାରପତି…

ଶ୍ରଦ୍ଧାଙ୍କୁ ହତ୍ୟା ପରେ ମହିଳା ଡାକ୍ତରଙ୍କୁ ରୁମକୁ ଆଣିଥିଲା ଅଫତାବ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟ ପରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଶ୍ରଦ୍ଧାକୁ ହତ୍ୟା କରି ଫ୍ରିଜରେ ରଖିବା ପରେ ଅଫତାବ ଡେଟିଙ୍ଗ ଆପ ବମ୍ବଲରୁ ଯେଉଁ ଝିଅମାନଙ୍କୁ…

ମହିଳାମାନେ କିଛି ନପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାନ୍ତି: ରାମଦେବ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଯୋଗଗୁରୁ ବାବା ରାମଦେବ ମହିଳାଙ୍କ ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ବାବା ରାମଦେବ କହିଛନ୍ତି ଯେ "ମହିଳାମାନେ ଶାଢ଼ୀ ପିନ୍ଧନ୍ତୁ କି ସାଲୱାର ଭଲ ଦେଖାଯାନ୍ତି। ତେବେ ମୋ ମତରେ, ସେ କିଛି ନ ପିନ୍ଧିଲେ ମଧ୍ୟ ସେ…

ପାକିସ୍ତାନ ନୂଆ ସେନାମୁଖ୍ୟଙ୍କ ମୁଣ୍ଡ ବିନ୍ଧାର କାରଣ ଭାରତ ନୁହେଁ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗୋଟିଏ ପଟେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନୀ ସୀମାକୁ ନିଜ ଅଂଚଳ କହି ପଶିଆସୁଛି ତାଲିବାନ ।  ସିନ୍ଧ୍, ବାଲୁଚିସ୍ତାନରେ ସେନା, ସରକାର ବିରୋଧୀ ଲଢ଼େଇ ଲାଗିରହିଛି । ସେପଟେ  …