Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩୬ ମୃତ ଓ ୨ ନିଖୋଜ

ବେଜିଂ: ଚୀନର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ହେନନ ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟରେ…

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଚାଲିଗଲା ୬ ରୋଗୀଙ୍କ ଦୃଷ୍ଟି ଶକ୍ତି

କାନପୁର: ମୋତିଆବିନ୍ଦୁ ଅପରେସନ୍ ପରେ ଚାଲିଗଲା ଦୃଷ୍ଟି ଶକ୍ତି । ଜଣେକି ଦୁଇ ଜଣ ନୁହେଁ ମୋତିଆବିନ୍ଦୁ ଅପରେସନ୍ ପରେ ୬ ଜଣ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ…

ଶେଷରେ ସତ ମାନିଲା ଅଫତାବ, କହିଲା-ରାଗରେ ଶ୍ରଦ୍ଧାଙ୍କୁ ମାରିଦେଲି

ନୂଆଦିଲ୍ଲୀ: ଶେଷରେ ନିଜ ଅପରାଧ ସ୍ୱୀକାର କରିଛି ଜହ୍ଲାଦ ପ୍ରେମିକ ଅଫତାବ । ଶ୍ରଦ୍ଧାଙ୍କୁ ନିଜେ ମାରିଥିବା କୋଟରେ ମାନିଛି । କ୍ଷଣିକ କୋପରୁ ହତ୍ୟାକାଣ୍ଡ ଭିଆାଇଛି ବୋଲି କହିଛି ଅଫତାବ । ହେଲେ ଏହା ଅଫତାବର ସ୍ୱୀକାରୋକ୍ତି ନା ପୋଲସ ତଦନ୍ତକୁ ବାଟବଣା କରିବାର ଚେଷ୍ଟା  ଏ ନେଇ ଉଠିଛି…

ବେସବଲ୍ ଷ୍ଟିକରେ କୁକୁରକୁ ପିଟି ପିଟି ମାରିବା ଘଟଣାରେ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଷ୍ଠୁରତାର ସୀମା ପାର୍ କରିଦେଲେ  । ଏକ ଗର୍ଭବତୀ କୁକୁରକୁ ପିଟି ପିଟି ହତ୍ୟା କରିଦେଲେ କିଛି ଛାତ୍ର । ଦିଲ୍ଲୀର ଓଖଲାସ୍ଥିତ ଡନ୍ ବୋସ୍କୋ ଟେକ୍ନିକାଲ ଇନଷ୍ଟିଚ୍ୟୁଟର କିଛି ଛାତ୍ରମାନେ ଏକ ଗର୍ଭବତୀ କୁକୁରକୁ  ବାଡେଇ ବାଡେଇ ମାରିଦେଇଥିବା ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ…

୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶର ୪୫ଟି ସ୍ଥାନରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଛି । ଗୁଜରାଟ ଓ…

ଆପ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ମସାଜ କରୁଥିବା ବ୍ୟକ୍ତି ଦୁଷ୍କର୍ମ ଅଭିଯୁକ୍ତ !

ନୂଆଦିଲ୍ଲୀ: ତିହାର ଜେଲରେ ସଜା କାଟୁଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଆପର ଅଡୁଆ ତୁଟିବା ନାମ ନେଉ ନାହିଁ । ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଆପ ବ୍ୟାକଫୁଟକୁ ଆସିଥିଲା । ତଥାପି ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ…

ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ଚନ୍ଦ୍ରପୃଷ୍ଠ ନିକଟତର ହେଲା ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’

ନୂଆଦିଲ୍ଲୀ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଚନ୍ଦ୍ର ନିକଟ ଦେଇ ଗତି କରିଛି । ଗତକାଲି ଚନ୍ଦ୍ର ଅକ୍ଷ ଚାରିପାଖେ ବୁଲୁ ବୁଲୁ ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ପହଞ୍ଚିପାରିଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ ଓ ବାହାରିବା…

ସର୍ବସାଧାରଣଙ୍କ ପାଇଁ ୧ରୁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଡିସେମ୍ୱର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ସପ୍ତାହକୁ ୫ ଦିନ ରାଷ୍ଟ୍ରପତି ଭବନକୁ ପ୍ରବେଶ ସୁବିଧା ମିଳିବ । ସୋମବାର ଓ ମଙ୍ଗଳବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସର୍ବସାଧାରଣଙ୍କ ଭ୍ରମଣ ପାଇଁ ରାଷ୍ଟ୍ରପତି ଭବନକୁ ପ୍ରବେଶ ମିଳିବ । ପୂର୍ବାହ୍ନ…

ଦେଶର ଆର୍ଥିକ ସ୍ଥିତି ଅନ୍ୟ ରାଷ୍ଟ୍ର ତୁଳନାରେ ଭଲ ରହିଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୧ତାରିଖରେ ସଂସଦରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବା ସାଧାରଣ ବଜେଟ୍ । ଗତକାଲିଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପ୍ରାକ୍ ବଜେଟ୍ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଦେଶର ଅର୍ଥନୀତି ସୁଦୃଢ…