Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୂର ହେବ ବିଦ୍ୟୁତ୍ ସଙ୍କଟ ! ରାସ୍ତରେ ଚାଲିଲେ ବାହାରିବ ବିଜୁଳି ଶକ୍ତି

ବାହାରକୁ ଯାଇଛନ୍ତି । ମୋବାଇଲରେ ଚାର୍ଜ ସରିଗଲା । ପାଖରେ ପାୱାର ବ୍ୟାଙ୍କ ବି ନାହିଁ ।  କେମିତି କରିବେ ମୋବାଇଲ ଚାର୍ଜ ? ଆଉ ଯାହା ନ ଥିଲେ ଚଳିବ କିନ୍ତୁ ମୋବାଇଲ ନ ଥିଲେ ଚାରିଦିଗ ଅନ୍ଧାର । କିନ୍ତୁ ଏମିତି ସ୍ଥିତିରେ ତ କରିବାର କିଛି ବାଟ ହିଁ ନାହିଁ । ଏହି ସମୟରେ ମନକୁ ଆସେ, ଯଦି…

ବିମାନରେ ଯାତ୍ରା କରୁଥିଲେ କୁକୁର, ଲାଣ୍ଡିଂ ସମୟରେ ଘଟିଲା ଦୁର୍ଘଟଣା

ବିମାନରେ ଯାଉଥିଲେ କୁକୁର । ଗୋଟିଏ ବା ୨ଟି ନୁହେଁ, ୫୩ କୁକୁର କରୁଥିଲେ ବିମାନଯାତ୍ରା । କୁକୁରଙ୍କ ସହ ୩ ଜଣ ଯାତ୍ରୀ ମଧ୍ୟ ଥିଲେ । ହେଲେ ଲାଣ୍ଡ କରୁ କରୁ ବିମାନ କ୍ରାଶ ହୋଇଗଲା । ଲାଣ୍ଡ କରିବା ସମୟରେ ନିକଟରେ ଥିବା ଗଛକୁ ଧକା ଦେଇ କିଛି ଦୂରକୁ ଘୋଷାଡି ହୋଇ ଯାଇଥିଲା ।  ତେବେ…

୧୯୬୬ରୁ ପାଳିତ ହେଉଛି ନ୍ୟାସନାଲ ପ୍ରେସ ଡେ’

ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ରେସ ଡେ’  । ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମନାର୍ଥେ ଏହି ଦିବସକୁ ପାଳନ କରାଯାଏ । ଦେଶରେ  ମୁକ୍ତ ଓ ଦାୟିତ୍ୱବାନ ପ୍ରେସର ଉପସ୍ଥିତିକୁ ଦର୍ଶାଇବା ପ୍ରେସ ଡେ’ର ମହତ୍ତ୍ୱ । ଦେଶର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉଚ୍ଚମାନର ସାମ୍ୱାଦିକତା ପାଇଁ ଉତ୍ତରଦାୟୀ…

ଏକତରଫା ପ୍ରେମ ଆାଉ ଧର୍ମ ପାଇଁ ଚାଲିଗଲା ଯୁବତୀଙ୍କ ଜୀବନ

ଲକ୍ଷ୍ନୌ: ଏକ ତରଫା ପ୍ରେମ, ତା ସାଙ୍ଗକୁ ଜବରଦସ୍ତି । ଆଉ ଶେଷରେ ପ୍ରେମିକାକୁ ୪ ମହଲା କୋଠାରୁ ଠେଲି ଦେବା ପରେ କାହାଣୀ ଶେଷ । ପ୍ରେମ ଆାଉ ଧର୍ମ ଭିତରେ ବଳି ପଡିଗଲା ବିଚରା ନୀରିହ ଝିଅଟିଏ । ପ୍ରେମର କାହାଣୀ ସିନା ଏଇଠି ଶେଷ ହୋଇଗଲା, କିନ୍ତୁ ଆରମ୍ଭ ହୋଇଗଲା ଅପରାଧର କାହାଣୀ । ଏ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…

ଜହ୍ଲାଦ ପ୍ରେମିକକୁ ଧରା ପକାଇ ଦେଲା ମୋବାଇଲ ଫୋନ

ନୂଆଦିଲ୍ଲୀ:ସାରା ଦେଶରେ  ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ…

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ…

ଏଲ୍ଏସି ନିକଟରେ ଥ୍ରୀ-ଡି ପ୍ରିଣ୍ଟେଡ୍ ବଙ୍କର୍ ନିର୍ମାଣ କରିବ ଇଣ୍ଡିଆନ ଆର୍ମି

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗିରହିଛି । ଉଭୟ ପକ୍ଷର ସେନା ଏଲଏସିକୁ ନେଇ ବାରମ୍ବାର ମୁହଁମୁହିଁ ହୋଇଛନ୍ତି । ତେଣୁ ଚୀନ ସୈନ୍ୟକୁ ଚକମା ଦେଇ ଏଲଏସିର ସୁରକ୍ଷା କେମିତି ଚତୁରତାର ସହ କରିହେବ, ସେଥିପାଇଁ ଭାରତୀୟ ସ୍ଥଳସେନା ପକ୍ଷରୁ ଅଭିନବ ଉପାୟ  ଚିନ୍ତା କରାଯାଇଛି ।…

ଜି-୨୦ ସମ୍ମିଳନୀ : ବାଲି ହେନ୍ତାଳ ବଣରେ ଚାରାରୋପଣ କଲେ ମୋଦୀ

ବାଲି: ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଗୋଟିଏ ପଟେ ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼କୁ ନେଇ ସମସ୍ତ ରାଷ୍ଟ୍ରମୁଖ୍ୟ ବ୍ୟସ୍ତବିବ୍ରତ ଅଛନ୍ତି । ଅନ୍ୟପଟେ ସମ୍ମିଳନୀର କାର୍ଯ୍ୟକ୍ରମ ଅନୁସାରେ ଓ୍ୱାର୍ଲ୍ଡ ଲିଡର ମାନେ ବାଲି ହେନ୍ତାଳ ବଣରେ ଚାରା ରୋପଣ କରିଛନ୍ତି । ଜି-୨୦…

ମୋଦି-ସୁନକ ସାକ୍ଷାତର ପ୍ରଭାବ: ଭାରତୀୟ ପ୍ରଫେସନାଲଙ୍କୁ ମିଳିବ ୩ହଜାର ଭିସା

ବାଲି: ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା । ଏହା ପରେ ଭାରତର ପ୍ରାୟ ୩ହଜାର ଚାକିରିଆ ଯୁବକ ଯୁବତୀଙ୍କ ପାଇଁ ନୂଆ ସୁଯୋଗ…