Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାମ୍ନାକୁ ଆସିଲା ଚୀନ ସେନାକୁ ଘଉଡ଼ାଇବା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

ସିମଲା : ଇଣ୍ଡିଆନ ଆର୍ମିର ଅଦମ୍ୟ ସାହସ । ସାମ୍ନାରେ ଡ୍ରାଗନ ସେନା ଥାଉ ବା ଡ୍ରାଗନ୍, ମୁକାବିଲା କରିବାକୁ ପୂରା ତୟାର । ଶତ୍ରୁ ପକ୍ଷକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବାରେ ସକ୍ଷମ ଇଣ୍ଡିଆନ ଆର୍ମି । ଲଦାଖରେ ମନ ଭରିଲାନି ଯେ ଅରୁଣାଚଳକୁ ଆଖି ପକାଇଛି ଡ୍ରାଗନ ସେନା । କିନ୍ତୁ ଭାରତୀୟ…

ରାଜପଥରେ ଯୋଗାଇ ଦିଆଯିବ ଚିକିତ୍ସା: କେନ୍ଦ୍ରର ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। 2019ରେ ମୋଟର ଯାନ ଅଧିନିୟମରେ ସଂଶୋଧନ ପରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ଜାତୀୟ ରାଜପଥରେ ଟ୍ରମା କେନ୍ଦ୍ରଗୁଡିକର ସୁବିଧା ବୃଦ୍ଧି କରାଯାଉଛି ଏବଂ ସମସ୍ତଙ୍କୁ ମାଗଣା…

ତାୱାଙ୍ଗରେ ଉତ୍ତେଜନା: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତ ଏବଂ ଚୀନ୍ ଯବାନଙ୍କ ସଂଘର୍ଷ ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଙ୍ଗଳବାର ଉଭୟ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ମୁଲତବୀ…

ସୀମାରେ ପଇଁତରା ମାରୁଛି ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚାଲବାଜ ଚୀନର ଔଦ୍ଧତ୍ୟ ସାମ୍ନାକୁ ଆସିବା ପରେ ପୁଣି ଥରେ ସତର୍କ ହୋଇଛି ଭାରତ। ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟର ନିକଟରେ ଥିବା ସୀମାରେ ଭାରତ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚୀନ୍ ପାର୍ଶ୍ୱରୁ ୩୦୦ ଯବାନ ୟାଙ୍ଗସେ ଅଞ୍ଚଳରେ ଭାରତୀୟ ପୋଷ୍ଟ…

ଯୁବଗୋଷ୍ଠୀଙ୍କ ଭବିଷ୍ଯତ ନଷ୍ଟ କରୁଛି ସିଗାରେଟ, ଧୂମପାନ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଲା ଏହି ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ସିଗାରେଟ ବିକ୍ରି କରିପାରିବା ପାଇଁ ବଡ ବଡ ନାମୀଦାମୀ ତାରକାଙ୍କୁ କମ୍ପାନୀ ମାନେ ବିଜ୍ଞାପନ କରାଉଛନ୍ତି। ଏପରି କରି ଗୋଟିଏ ଗୋଷ୍ଠୀକୁ ସିଗାରେଟ ଟାଣିବାକୁ ପରୋକ୍ଷରେ ପ୍ରୋତ୍ସାହନ ଦିଆଯାଉଛି। ଯଦିଓ ବିଜ୍ଞାପନରେ ଲେଖା ହେଉଛି ସିଗାରେଟ ସ୍ବାସ୍ଥ୍ୟ…

କାହାକୁ ‘ପପୁ’ କହି କଟାକ୍ଷ କଲେ ଟିଏମସି ସାଂସଦ?

ନୂଆଦିଲ୍ଲୀ: ଶିଳ୍ପ ଉତ୍ପାଦନ ଉପରେ ସଂସଦରେ ନିଜର ବକ୍ତବ୍ୟ ରଖି ମୋଦୀ ସରକାରକୁ ଘେରିଛନ୍ତି ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର। ସରକାରଙ୍କ ଆର୍ଥିକ ବିକାଶର ଦାବି ଉପରେ ଟିଏମସିର ଲୋକସଭା ସାଂସଦ ମହୁଆ ମୈତ୍ର ସରକାର ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଫେବୃଆରୀରେ ସରକାର…

ଅବୈଧ ରୂପରେ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ୯୦୦ ପାକିସ୍ତାନୀ, ପୋଲିସ ପାଖରେ ନାହିଁ ଠିକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୯୦୦ ପାକିସ୍ତାନୀ ଅବୈଧ ରୂପରେ ରହୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ପୋଲିସ ପାଖରେ ଏମାନଙ୍କ ଠିକଣା ନାହିଁ । ସେହିପରି କେତେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ରହୁଛନ୍ତି ତାହା ମଧ୍ୟ ପୋଲିସକୁ ଜଣା ନାହିଁ । ୫୪୭୭ ବିଦେଶୀ ମଧ୍ୟ ଅବୈଧ ରୂପରେ ଏଠାରେ…

ଜେରେମୀ ଫରାରଙ୍କୁ ହୂର ମୂଖ୍ୟ ବୈଜ୍ଞାନିକ ଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(ହୂ)ର ମୂଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଛନ୍ତି ଜେରେମୀ ଫରାର । ତାଙ୍କ ପୂର୍ବରୁ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଝିଅ ସୌମ୍ୟା ସ୍ୱାମୀନାଥନ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସିଥିଲେ । ସୂଚନାଯୋଗ୍ୟ, ଏମଏସ ସ୍ୱାମୀନାଥନଙ୍କୁ ଭାରତର…

୨୦୨୫ରେ ତେଜସ୍ୱୀଙ୍କ ନେତୃତ୍ବରେ ମହାମେଣ୍ଟ ନିର୍ବାଚନ ଲଢ଼ିବ: ନୀତିଶ

ଭୁବନେଶ୍ୱର:  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସର୍ବୋଚ୍ଚ ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ୨୦୨୫ରେ ମହାମେଣ୍ଟ ଧାନସଭା ନିର୍ବାଚନ ଲଢିବ। ମହାମେଣ୍ଟର ବୈଠକ ପରେ ନୀତୀଶ କୁମାର ଏହି ଘୋଷଣା କରିଛନ୍ତି।…

ବାରମ୍ବାର ବିଶ୍ୱାସଘାତ, ତଥାପି ବଢୁଛି ବାଣିଜ୍ୟିକ କାରବାର

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ପଡ଼ୋଶୀ ସହ ବଢ଼ୁଛି ତିକ୍ତତା । ତଥାପି ଚୀନ ଉପରେ ବେଶୀ ଭରସା ! ୨ ବର୍ଷ ତଳେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ଆସିଛି । ଗଲୱାନ ଘଟଣା ପରେ ଚୀନର କାରବାରକୁ ନେଇ ଭାରତ ଅନେକ ପ୍ରତିବନ୍ଧକ…