Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତୀୟସ୍ତରର କୁସ୍ତି ଖେଳାଳିଙ୍କ ହତ୍ୟାରେ ପୋଲିସକୁ ବଡ ସଫଳତା, ଚିହ୍ନଟ ହେଲା ମୁଖ୍ୟ ଅଭିଯୁକ୍ତ

ଗାଜିଆବାଦ: ଜାତୀୟସ୍ତରର କୁସ୍ତି ଖେଳାଳି ଅରୁଣ ଓରଫ ବରୁଣଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ରାଜପୁର ଗ୍ରାମର ଜଣେ ଯୁବକ ଏହି କାଣ୍ଡ ଘଟାଇଛି । ପୋଲିସ ତା ଘରେ ପଂହଚିଥିଲେ…

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ…

ଋଷକୁ ଅସ୍ତ୍ର ପଠାଉଛି ଇରାନ, ଆମେରିକା ଦେଲା ଚେତାବନୀ

ଓ୍ବାଶିଂଟନ:  ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷକୁ ଡ୍ରାେନ ସହ ଅନେକ ଅସ୍ତ୍ର ପଠାଉଛି ଇରାନ । ଇରାନ ଜନସାଧାରଣ ଦେଶରେ ହିଜାବକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ ୟୁକ୍ରେନ ଲୋକଙ୍କୁ ମାରିବା ପାଇଁ ଇରାନ ଋଷକୁ ଅସ୍ତ୍ରଶସ୍ତ୍ର ପଠାଉଛି ବୋଲି ଆମେରିକା କହିଛି ।…

ଯୁକ୍ରେନର ‘ଡର୍ଟି ବୋମା’କୁ ନେଇ ଚିନ୍ତାରେ ରୁଷ, ରାଜନାଥଙ୍କ ସହ କଥା ହେଲେ ପୁଟିନଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ। ରୁଷ ଉପରେ ୟୁକ୍ରେନ 'ଡର୍ଟି ବୋମା' ପକାଇପାରେ ବୋଲି ଆଶଙ୍କା କରିଛି ମସ୍କୋ। ଏହି ରେଡିଓଆକ୍ଟିଭ ବୋମାର ସୁଦୂର ପ୍ରଭାବ ରହିଥିବାରୁ ଚିନ୍ତାରେ ରୁଷ…

ନୋଟରେ ଗଣେଶ ଏବଂ ଲକ୍ଷ୍ମୀ ରୁହନ୍ତୁ କେଜ୍ରିଓ୍ବାଲ କହିବା ପରେ ଆହ୍ଲା ଓ ଯୀଶୁଙ୍କୁ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ: ନୋଟରେ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରହିଲେ ଯଦି ଦେଶର ଅର୍ଥନୀତିରେ ସମୃଦ୍ଧି ହେବ ତାହେଲେ ଆହ୍ଲା, ଯୀଶୁ ଏବଂ ବୁଦ୍ଧଙ୍କ ଫଟୋ ନୋଟରେ ରଖିବା ଉଚିତ ହେବ। ଏହା ଦ୍ୱାରା ଆହୁରି ଅଧିକ ସମୃଦ୍ଧି ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପ୍ରତିକ୍ରିୟା ଉପରେ ଏପରି…

ସୂନକଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ ପୁଟିନ କହିଲେ ବ୍ରିଟେନକୁ ବନ୍ଧୁ ମାନେନାହିଁ ଋଷ

ମସ୍କୋ: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ରାଗ ଶାନ୍ତ ପଡିନି । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ବ୍ରିଟେନ ଆମର ବନ୍ଧୁ ରାଷ୍ଟ୍ର ନୁହଁ ।  ବିଶ୍ବର ଅନେକ ଦେଶର ମୁଖ୍ୟମାନେ ସୁନକଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ପୁଟିନ…

ଖଡଗେଙ୍କ ନୂଆ ଟିମରେ ଭକ୍ତ ଦାସ, ଥରୁରଙ୍କ ପତା କଟିଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ। ନିଜ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ସେ ୪୭ ଜଣିଆ ଷ୍ଟିଅରିଂ କମିଟି ବା ପରିଚାଳନା କମିଟି ଘୋଷଣା କରିଛନ୍ତି। ଯାହାକି କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବା ସିଡବ୍ଲୁସି ଜାଗାରେ କାମ…

ଆସନ୍ତାକାଲିଠୁ ବିଭିନ୍ନ ରାଜ୍ୟର ଗୃହ ମନ୍ତ୍ରୀଙ୍କୁ ନେଇ ‘ଚିନ୍ତନ ଶିବିର’

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦୁଇ ଦିନିଆ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ଆୟୋଜିତ ହେଉଛି। ହରିୟାଣାର ସୁରଜକୁଣ୍ଡରେ ଏହି ବୈଠକ ବସିବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

୪୦ ମାଙ୍କଡଙ୍କ ମୃତ ଦେହ ଉଦ୍ଧାର, ଖାଦ୍ୟରେ ବିଷ ଦିଆଯାଇଥିବା ସନ୍ଦେହ

ଅମରାବତୀ: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୪୦ ମାଙ୍କଡଙ୍କ ମୃତ୍ୟୁ। ମାଙ୍କଡ ଗୁଡିକ ପ୍ରଥମେ ବେହୋସ ହୋଇ ପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏତେ ସଂଖ୍ୟାରେ ମାଙ୍କଡ…

ଭୟଙ୍କର ସ୍ଥିତି ପୂର୍ବରୁ ବୈଜ୍ଞାନିକଙ୍କ ଚେତାବନୀ, ପ୍ରଜାତି ବିଲୁପ୍ତ ହେବାର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

ଆଡିଲେଡ: ଜୀବ ଜଗତର ଷଷ୍ଠ ପର୍ଯ୍ୟାୟ ବିଲୁପ୍ତ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଯାଇଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଯଦି ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯିବ ତାହାହେଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେମାନେ କହିଛନ୍ତି । ଯଦି ଏହି ଧାରା ବଳବତର ରୁହେ ତାହାହେଲେ…