Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇପାରେ ଜେଏମଏମ

ନୂଆଦିଲ୍ଲୀ:  ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ  ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ କରିବାର ଲାଗିଛନ୍ତି । ଏହି କ୍ରମରେ ଜେଏମଏମ ମଧ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାକ୍ଷାତ କରିବା ପରେ ଏହି ଚର୍ଚା…

ରାମ ଗୋପାଳ ବର୍ମା ଯିବେ ଜେଲ?

ଲକ୍ଷ୍ନୈା:  ,ରାଷ୍ଟ୍ରପତି ପ୍ରାର୍ଥୀ  ଦ୍ରୈାପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ କରିଥିବା ଚଳଚ୍ଚିତ୍ର ନିର୍ଦେଶକ ରାମ ଗୋପାଳ ବର୍ମାଙ୍କୁ ୟୁପି ପୋଲିସ ଗିରଫ କରିପାରେ । ତାଙ୍କ ନାମରେ ମାମଲା ଦାଖଲ ହୋଇଛି ।  ପାଣ୍ଡବ, ଏବଂ କୈାରବଙ୍କ ସହ ମୁର୍ମୁଙ୍କୁ ଜୋଡି  ବିବାଦୀୟ ଟୁଇଟ୍‌…

କାହିଁକି ଗିରଫ ହେଲେ ଅଲଟ ନ୍ୟୁଜର ସହ ପ୍ରତିଷ୍ଠାତା ଜୁବେର ?

ନୂଆଦିଲ୍ଲୀ: ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଜୁବେର ଅନେକ ସମୟରେ ଧାର୍ମିକ ଭାବାବେଗକୁ ଆଘାତ ଦେବା ଭଳି ପୋଷ୍ଟ ସୋସିଆଲ ମିଡିଆରେ କରୁଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିବା କହିଛି । ବିଶେଷ କରି ଦୁଇ ସଂପ୍ରଦାୟ ଭିତରେ  ଦଙ୍ଗା ଉସୁକାଇବା…

ଓଡିଶା ମୁହାଁଇବେ କର୍ପୋରେଟ କମ୍ପାନୀ: ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆବୁଧାବି: ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ  । ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ…

ଅଗ୍ନିବୀର ନିଯୁକ୍ତି: ୩ ଦିନରେ ୫୭ ହଜାର ଆବେଦନ

ନୂଆଦିଲ୍ଲୀ:ସରକାରଙ୍କ ଅଗ୍ନିବୀର ନିଯୁକ୍ତିକୁ ବିରୋଧ କରୁଥିବା ବିଭିନ୍ନ ଦଳକୁ ଆଜି ଶକ୍ତ ଧକ୍କା ଲାଗିଛି । ଭାରତୀୟ ବାୟୁସେନାର ରିପୋର୍ଟ ଅନୁସାରେ ୩ ଦିନ ମଧ୍ୟରେ ପାଖାପାଖି ୫୭୦୦୦ ଆବେଦନ ସେମାନଙ୍କ ପାଖରେ ପଂହଚି ସାରିଛି । ଜୁଲାଇ ୨୪ରେ ଏୟାରଫୋର୍ସର ପ୍ରଥମ ବ୍ୟାଚ ଭାବେ ଏହାର ଅନଲାଇନ…

ସୁପ୍ରିମକୋର୍ଟଙ୍କ ନିଷ୍ପତି ବିରୋଧରେ ଆମେରିକାରେ ମହିଳାମାନେ କଲେ ସେକ୍ସ ଷ୍ଟ୍ରାଇକ

ନ୍ୟୁୟର୍କ: ଆମେରିକା ସୁପ୍ରିମକୋର୍ଟଙ୍କ ଗର୍ଭପାତ ନିୟମକୁ ନେଇ ଏଠାକାର ମହିଳାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ସେମାନେ ସେକ୍ସ ଷ୍ଟ୍ରାଇକ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ନିୟମ ନ ଉଠିଲା ଯାଁଏ ମହିଳାମାନେ ପୁରୁଷମାନଙ୍କ ଶାରୀରିକ ସମ୍ପର୍କ ରଖିବେ ନାହିଁ । ସେମାନଙ୍କର ଏହି…

ସଞ୍ଜୟଙ୍କୁ ଇଡିର ସମନ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ ସଞ୍ଜୟ ରାଉତଙ୍କୁୁ ସମନ ଜାରୀ କରିଛନ୍ତି । ଏହି ଶିବସେନା ଏମପିଙ୍କୁ ମଙ୍ଗଳବାର ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବୀଣ ରାୱତ ଓ ପାତ୍ରା ଚାୱାଲାଙ୍କ ୧୦୩୪ କୋଟି ଟଙ୍କାର ଏକ…

ଦକ୍ଷିଣ ଆଫ୍ରିକା ନାଇଟ କ୍ଲବରେ ମିଳିଲା ୨୧ ଛାତ୍ରଙ୍କ ଶବ, କାରଣ ଅସ୍ପଷ୍ଟ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଏକ ନାଇଟ କ୍ଲବରେ ୨୧ଜଣ ଛାତ୍ରଙ୍କ ଶବ ମିଳିଛି । ତେବେ କେଉଁ କାରଣ ନେଇ ଏମାନଙ୍କ ମୃତ୍ୟୁ ଘଟିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ବୟସ ୧୩ରୁ ୧୭ ବର୍ଷ ହେବ । ସେମାନଙ୍କ ମଧ୍ୟରେ ୮ ବାଳିକା ଓ ୧୨ ବାଳକ ରହିଛନ୍ତି । ପ୍ରାରମ୍ଭିକ…

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ୟଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୟଶୱନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଏକାଧିକ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ । ୟଶବନ୍ତଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ ।…

ଉଦ୍ଧବ, ସଂଜୟଙ୍କ ଧମକ କାମ ଦେଉନି

ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ  ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ…