Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ୨ ମହଲା ବିଲଡିଂରେ ଲାଗିଲା ନିଆଁ, ୭ ଜଣ ଜୀବନ୍ତ ଦଗ୍ଧ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଦୁଇ ମହଲା ବିଲଡିଂରେ ଆଜି ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ି ହୋଇ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଅଗ୍ନିଶମ ବାହିନୀର ସଦସ୍ୟମାନେ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ଜଣାପଡ଼ିଛି।…

ଶ୍ରୀଲଙ୍କାରେ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ରାତି ଅଧରୁ ଲାଗୁ ହେଲା ଜରୁରୀ ପରିସ୍ଥିତି

ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଶୁକ୍ରବାର ମଧ୍ୟରାତିରୁ ଦେଶରେ ପୁଣି ଥରେ ଜରୁରୀକାଳିନ ପରିସ୍ଥିତ ଜାରି ହୋଇଛି । ଶୁକ୍ରବାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ । ଦେଶରେ ଆର୍ଥିକ ସଂକଟକୁ ନେଇ ଲାଗିରହିଥିବା ସରକାରୀ ବିରୋଧୀ ବିକ୍ଷୋଭକୁ…

ଦିଲ୍ଲୀ ଦଙ୍ଗା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ। ରାଜଧାନୀର ଏକ ତଳ କୋର୍ଟ ଏହି ଦଙ୍ଗା ମାମଲାରେ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…

ଆଇଏଏସଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ନଗଦ ୧୯ କୋଟି

ରାଞ୍ଚି: ମନରେଗା ଘୋଟଲା ମାମଲାରେ ଆଇଏଏସ ପୂଜା ସିଙ୍ଘଲଙ୍କ ସମ୍ପତ୍ତି ଓ ସଂପର୍କୀୟଙ୍କ ଘରେ ଇଡି ରେଡ୍ କରିଛି । ଶୁକ୍ରବାର ଇଡି ଏହି ରେଡ୍ କରି ପାଖାପାଖି ୧୯ କୋଟି ଟଙ୍କା ନଗଦ ଜବତ କରିଛି । ଇଡି ମେସିନ ଲଗାଇ ଜବତ ଟଙ୍କା ଗଣିଛି। ଆଇଏଏସ ଅଫିସର ଜଣଙ୍କ ଏବେ ଝାଡଖଣ୍ଡର ଖଣି ସଚିବ…

ୟୁକ୍ରେନ ଉପରେ ପରମାଣୁ ବୋମା ପଡ଼ିବା ଉଚିତ କି ନୁହେଁ, କହିଲା ରୁଷ

ମସ୍କୋ: ଦୁଇ ମାସରୁ ଅଧିକ ଦିନ ହେବ ଚାଲିଛି ଦୁଇ ପଡୋଶୀ ଦେଶ ରୁଷ ଏବଂ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ବିପଦ ସେତେବେଳେ ଅଧିକ ବୋଲି ଜଣାପଡେ ଯେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରାମାଣୁ ପ୍ରସଙ୍ଗରେ କିଛି ବୟାନ ଦିଅନ୍ତି କିମ୍ବା ନିଜ ସେନା ଅଧିକାରୀକୁ…

ତାଇୱାନ ସୀମାରେ ପ୍ରବେଶ କଲା ଚୀନ ଲଢ଼ୁଆ ବିମାନ, ହାଇ ଆଲର୍ଟ

ଇପେଇ: ରୁଷିଆ-ୟୁକ୍ରେନ ପରେ ଏବେ ଚୀନ-ତାଇୱାନ ବିବାଦ ତେଜିଛି । ଶୁକ୍ରବାର ଚୀନର ୧୮ଟି ଏଫ୧୬ ଲଢ଼ୁଆ ବିମାନ ତାଇୱାନ ସୀମାରେ ପ୍ରବେଶ କରିଥିଲା । କିଛି ସମୟ ପରେ ଅବଶ୍ୟ ଏହା ଫେରି ଯାଇଥିଲା । ତେବେ ଏ ନେଇ ଉଭୟ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି । ତାଇୱାନ ଏହି ବିମାନଗୁଡିକ ଘଉଡାଇ…

ପାକିସ୍ତାନରେ ଡ୍ୟାନ୍ସ ଆଉ ମଡେଲିଂ କରିବାରୁ ଭଉଣୀ କୁ ମାରିଦେଲା ଭାଇ

ଭୁବନେଶ୍ୱର: ପାକିସ୍ତାନର ଫୈସଲାବାଦରେ ଭଉଣୀ ମଡେଲିଂ ଆଉ ଥିଏଟର ରେ ଡ୍ୟାନ୍ସ କରିବାରୁ ଭାଇ ତାକୁ ଗୁଳି କରି ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ନିକଟରେ ସବୁ ସତ କହିଛି ଭାଇ ହମଜା । ସିଦ୍ରା ନାମକ ଜଣେ ଝିଅ ଓକାରା ଅଂଚଳରେ ବାସିନ୍ଦା । ତାଙ୍କ ପସନ୍ଦ ଅନୁସାରେ ସେ ଡ୍ୟାନ୍ସ ଆଉ…

ଦୀର୍ଘ ଦିନର ଅପେକ୍ଷାର ଅନ୍ତ : ଖୋଲିଲା କେଦାରନାଥ ମନ୍ଦିର ଦ୍ୱାର

ଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି । ଆଜି ଖୋଲିଛି ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଆଜି ସକାଳ ୬ଟା ୨୫ରେ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ ।…

ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା , ହିଜବୁଲ କମାଣ୍ଡର ସହ ୩ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା  । ଭାରତୀୟ ସେନାର ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଅସରଫ ମୌଲବୀର ମୃତ୍ୟୁ ହୋଇଛି । ଏହି ଆତଙ୍କବାଦୀର ମୃତ୍ୟୁ ଫଳରେ ଘାଟିରେ ଆତଙ୍କୀ ବିରୋଧୀ ଅଭିଯାନକୁ ବଡ ସଫଳତା ମିଳିଛି । ଏହା ସହ ଅନନ୍ତନାଗ ଜିଲ୍ଲା ପହଲଗାମ ନିକଟ…

ଜାତିସଂଘରେ ଭାରତର କଡା ବୟାନ: କଣ କରିବୁ ନ କରିବୁ ଆମକୁ କୁହନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତ ପକ୍ଷରୁ ଆଜି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କ ଏକ ବୟାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତି ସ୍ପଷ୍ଟ ଭାବେ କହିଛନ୍ତି ଆପଣ ଭାରତକୁ ଶିଖାନ୍ତୁ ନାହିଁ କଣ କରାଯିବା ଉଚିତ ଓ କଣ…