Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ଼ାପାଓ ପଲିଥିନରେ ୫ ଲକ୍ଷ ଟଙ୍କାର ସୁନା, ଡ୍ରେନରେ ରଖିଥିଲେ ମୂଷା

ମୁମ୍ବାଇ: ଡ୍ରେନରୁ ମିଳିଲା ୫ଲକ୍ଷ ଟଙ୍କାର ଅଳଙ୍କାର । ତାହା ପୁଣି ମୂଷାମାନଙ୍କ ନିକଟରୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଚିଛି ମୁମ୍ବାଇରେ । ପୋଲିସ ମୁମ୍ବାଇର ଏକ ଡ୍ରେନରେ ଥିବା ମୂଷାଙ୍କ ଠାରୁ ଏକ ସୁନା ଅଳଙ୍କାର ବ୍ୟାଗ ଉଦ୍ଧାର କରିଛି । ଯେଉଁ ବ୍ୟାଗରେ ରହିଛି ୫ ଲକ୍ଷ…

ବୁଲଡୋଜର ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । କିନ୍ତୁ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଏକ ବେଞ୍ଚ ଏହି ନିର୍ଦେଶ ଦେଇଛନ୍ତି । ଜାମିଆତଙ୍କ ଆବେଦନ ଶୁଣାଣି କରି ଏହା…

୫ ଶହ ଉଠାଇଲେ ୨୫୦୦ ଟଙ୍କା ଦେଉଛି ଏହି ATM

ମୁମ୍ବାଇ: ଏଟିଏମରେ ଧାଡ଼ିରେ ଛିଡ଼ା ହେବାକୁ କାହାରିକୁ ବା ଭଲ ଲାଗେ । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ୨୫୦୦ ଟଙ୍କା ବାହାରୁଛି ତ ଆପଣ ନିଶ୍ଚୟ ଭୋକ ଶୋଷ ଭୁଲି ଲମ୍ବା ଧାଡ଼ିରେ ଛିଡ଼ା ହୋଇଯିବେ । ଆଜ୍ଞା ହଁ… ଏମିତି ହିଁ ଘଟିଛି ମହାରାଷ୍ଟ୍ରର ନାଗପୁର…

ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବ ବଜରଙ୍ଗ ଦଳ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ମସଜିଦରୁ ବାହାରୁଥିବା ଜିହାଦୀ ମୌଳବାଦୀ ମାନେ ହିନ୍ଦୁମାନଙ୍କ ଘର ଜାଳି ଦେଉଛନ୍ତି, ଆକ୍ରମଣ କରୁଛନ୍ତି । ଏହି ହିଂସାତ୍ମକ ଘଟଣା ବିରୋଧରେ ବଜରଙ୍ଗ ଦଳ ଆଜି ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ…

ପୁଣି ବିରୋଧୀ କରିବେ ବୈଠକ, ଇଡିର କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ କହିଲେ ମମତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏକ ହୋଇ ପ୍ରାର୍ଥୀ ଦେବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଆଜିର ବୈଠକ ପରେ ଆୟୋଜକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ସୂଚନା ଦେଇଛନ୍ତି । ଏହାପରେ ପୁଣିଥରେ ଜୁନ୍ 20 ଏବଂ 21ରେ ଏକାଠି ହୋଇ ବୈଠକ କରିବେ ବୋଲି ଜଣାପଡ଼ିଛି। ମୁମ୍ବାଇରେ…

ପୁଣି ହାଜର ହୋଇ ପକ୍ଷ ରଖିବାକୁ ରାହୁଲ ଗାନ୍ଧୀଙ୍କୁ କହିଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନର ଜେରା ପରେ ଆଶା କରାଯାଉଥିଲା ଏହି ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆଉ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଉ ହାଜର ହେବାକୁ ଡକାଇନପାରେ । କିନ୍ତୁ ତୃତୀୟ ଦିନରେ ଦୀର୍ଘ 8 ଘଣ୍ଟା ଧରି ଜେରା କରିବା ପରେ ପୁଣି ଥରେ 17…

ସୁଟର ସିପି ସିଦ୍ଧୁ ହତ୍ୟା: ହାଇକୋର୍ଟ ବିଚାରପତିଙ୍କ ଝିଅ ଅଭିଯୁକ୍ତ

ଭୁବନେଶ୍ୱର: ହାଇକୋର୍ଟ ବିଚାରପତିଙ୍କ ଝିଅ ହତ୍ୟାକାଣ୍ଡରେ ସଂପୃକ୍ତ । ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସବିନାଙ୍କ ଝିଅ କଲ୍ୟାଣୀ ସିଂଙ୍କୁ ବୁଧବାର ସିବିଆଇ ଗିରଫ କରିଛି । ଚଣ୍ଡିଗଡ଼ରୁ ସିବିଆଇ କଲ୍ୟାଣୀଙ୍କୁ ଗିରଫ କରିବା ପରେ ଚାରି ଦିନିଆ ରିମାଣ୍ଡରେ…

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଦିଲ୍ଲୀରେ ବିରୋଧୀ ଏକାଠି  ହେବା ପରେ ପରେ ଏନଡିଏ ଆରମ୍ଭ କରିଦେଇଛି ନିଜ ରଣନୀତି । ଏନଡିଏର ଅଂଶୀଦାର ନଥିବା ଦଳର ସୁପ୍ରିମୋଙ୍କୁ ଫୋନ୍ କରି ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଖବର ସରବରାହ…

ବିରୋଧୀ ବୈଠକରେ ମିଳିତ ପ୍ରାର୍ଥୀ; ଏନଡିଏକୁ ସମର୍ଥନ ଦେଇପାରେ ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଜାତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ ଏନଡିଏ ବିରୋଧୀ ଗୋଷ୍ଠୀଙ୍କୁ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି କରିଛନ୍ତି ମମତା । ଏଥିରେ ପ୍ରାୟ ୧୭ଟି ଦଳ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏନସିପିର ଶରଦ…