Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ୍, କ୍ରିପ୍ଟୋ ସମ୍ବନ୍ଧୀୟ ହ୍ୟାକର୍ କରିଛନ୍ତି କାରନାମା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଛି । ଶନିବାର ବିଳମ୍ବିତ ସଂଧ୍ୟାରେ ବିଭାଗର ଅଫିସିଆଲ ଏକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି । ହ୍ୟାକର ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏକାଉଣ୍ଟକୁ ହ୍ୟାକ୍ କରି ଏନଏଫଟି ସମ୍ବନ୍ଧୀୟ…

ଇସ୍ତଫା ଦେବା ପୂର୍ବରୁ ୩ଟି ସର୍ତ୍ତ ରଖିଲେ ଇମ୍ରାନ ଖାନ

ଇସଲାମାବାଦ: ଇସ୍ତଫା ଦେବା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ତିନୋଟି ସର୍ତ୍ତ ରଖିଛନ୍ତି। ଏହି ପଦ ଛାଡିବା ପରେ ତାଙ୍କୁ ଗିରଫ ନକରାଯିବା ସହ ଶାହବାଜ ସରିଫଙ୍କୁ ଛାଡ଼ି ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ସର୍ତ୍ତ ରଖିଛନ୍ତି ଇମ୍ରାନ। ଅନାସ୍ଥା ପ୍ରସ୍ତାବ ‌ଉପରେ ଭୋଟ ଗ୍ରହଣ…

ଓସ୍କାରରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ପ୍ରସଙ୍ଗ: ସ୍ମିଥଙ୍କ ଉପରେ ବ୍ୟାନ ଲଗାଇଲା ଓସ୍କାର ଏକାଡେମୀ

ଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଆମେରୀକିୟ ଅଭିନେତା ୱିଲ ସ୍ମିଥ । ୨୦୨୨ ଓସ୍କାର ସମାରୋହ ଚାଲିଥିବା ସମୟରେ ମଂଚ ଉପରକୁ ଚଢି ଚାପୁଡା ମାରିବା ଅଭିନେତା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିଛି । ମଂଚ ଉପରେ କମେଡିଆନ କ୍ରିସ ରକଙ୍କୁ ଚାପୁଡା ମାରିବା ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଉପରେ କଟକଣା…

କାନାଡ଼ାକୁ ଭାରତ ରପ୍ତାନୀ ବେବି କର୍ଣ୍ଣ ଆଉ କଦଳୀ

ନୂଆଦିଲ୍ଲୀ: କାନାଡ଼ା ଏବେ ଭାରତରୁ ବେବି କର୍ଣ୍ଣ ଆଉ କଦଳୀ ଆମଦାନୀ କରିବ। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସହିତ ଏକ ଚୁକ୍ତି କରିଛି କାନାଡ଼ା। ଭାରତ ପାଇଁ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତ କାମେରନ ମାକେ କୃଷି ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଯୁଗ୍ମ ସଚିବ ପ୍ରମୋଦ…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

ଭାରତ ଏକ ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ଦେଶ, କୌଣସି ଦେଶ ଧମକାଇ ପାରିବେନି: ଇମ୍ରାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ଏହାପୂର୍ବରୁ ଗତକାଲି (ଶୁକ୍ରବାର) ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ଭାବବିହ୍ୱଳ ନିବେଦନ କରିବା ସହ ଭାରତକୁ ପ୍ରଶଂସା…

‘ସରକାର ବିଚାରପତିଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି’

ନୂଆଦିଲ୍ଲୀ: ଏବେ ଏକ ନୂଆ ଟ୍ରେଣ୍ଡ ବା ଧାରା ଆରମ୍ଭ ହୋଇଛି । ପୂର୍ବରୁ ଯାହା ଘରୋଇ ସଂସ୍ଥା କରୁଥିଲେ। ଏବେ ତାହା ସରକାର କରୁଛନ୍ତି । ସରକାର ବିଚାରପତିମାନଙ୍କୁ ବଦନାମ କରିବା ଆରମ୍ଭ କରିଛନ୍ତି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନ ବିଚାରପତି ଏନଭି ରମନ୍ନା ଶୁକ୍ରବାର କହିଛନ୍ତି। ତିନି…

ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା, ହାରିଗଲେ ଚାଲିପାରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ସମସ୍ତଙ୍କ ନଜର ଏବେ ପାକିସ୍ତାନ ଉପରେ ରହିଛି। କାରଣ ଯେଉଁ ଅନାସ୍ଥା ଭୋଟର ପରାଜୟକୁ ସମ୍ଭାବ୍ୟ ପରାଜୟକୁ ସ୍ୱୀକାର ନକରିବାକୁ ଇମ୍ରାନ ଚାହୁଁଥିଲେ ସେହି ଅନାସ୍ଥା ଭୋଟର ଆଜି ସେ ପରୀକ୍ଷା ଦେବେ । ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ…

ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଏହି ରାଜ୍ୟଗୁଡ଼ିକୁ ଚିଠି ଲେଖି ସତର୍କ ରହିବା ସହ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ,…

ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା

ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି । ସେପଟେ…