Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଦ୍ଧୁ ମୁସେୱାଲା ହତ୍ୟା: ପଞ୍ଜାପରେ ପୁଣି ଭିଭିଆଇପିଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଣି ୪୨୪ ଜଣ ଭିଭିଆଇପିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବ ସରକାର ହାଇକୋର୍ଟରେ ଏହି ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଓପି ସୋନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ପଞ୍ଜାବର…

କରୋନା କବଳରେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୮ରେ ଜେରା କରିବା ପାଇଁ ଡକାଇଛି । ସୋନିଆ ଏବେ କିଛି ଦିନ ହେବ କେତେକ ଦଳୀୟ ନେତାଙ୍କୁ ଭେଟିଥିଲେ । ଏହା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । କୋଭିଡ…

କଶ୍ମୀରରେ ନିଆଁ ସହିତ ଖେଳୁଛନ୍ତି ଆତଙ୍କବାଦୀ: ରାଜସ୍ଥାନର ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା

ଶ୍ରୀନଗର : ହିଂସା ଓ ରକ୍ତର ହୋରି ଖେଳୁଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ ନାମରେ ଆଜି ଆଉ ଜଣେ ନିରୀହ ବ୍ୟାଙ୍କ ମ୍ୟାନେଜରଙ୍କୁ ସେମାନେ ହତ୍ୟା କରିଛନ୍ତି । ଆତଙ୍କବାଦୀଙ୍କ ଏହି ନିଆଁ ସହିତ ଖେଳିବା କେତେ ଭୟଙ୍କର ତାହା ସେମାନେ ହୃଦୟଙ୍ଗମ କରି ପାରୁ ନାହାନ୍ତି । କୁଲଗାମର ଆରେହ ଗ୍ରାମରେ…

ଅଲବିଦା ନେବେ କେକେ: ମୁମ୍ବାଇରେ ଆଜି ଶେଷକୃତ୍ୟ

ମୁମ୍ବାଇ: ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଭର୍ସାଟାଇଲ୍ ସିଙ୍ଗର କେକେ । ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ମୁମ୍ବାଇର ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାପୂର୍ବରୁ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଭର୍ସୋଭାର ପାର୍କ ପ୍ଲାଜା…

ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା…

କେସିଆର ଏବଂ ଓଓ୍ୱେସୀଙ୍କ ଗଡରେ ବିଜେପି କରିବ ବଡ ବୈଠକ, ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 2 ଓ 3 ତାରିଖରେ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ବସିବ। ଦିଲ୍ଲୀ ବାହାରେ ବିଜେପିର ଏହା ହେଉଛି ପ୍ରଥମ ବଡ଼ ବୈଠକ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେତ ବଡ ନେତା ଓ ସଂଗଠନରେ ଥିବା ଦଳର ସମସ୍ତ ପ୍ରମୁଖ ନେତା…

ଆତଙ୍କବାଦୀ ଆକ୍ରମଣ ଭୟ, ବିସ୍ଥାପିତ ହେଉଛନ୍ତି ଅନେକ ହିନ୍ଦୁ ପରିବାର !

ଶ୍ରୀନଗର: କଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ବୃଦ୍ଧି ପାଉଥିବାରୁ ସରକାରଙ୍କ ଆଗରେ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଜଣେ ସମ୍ପ୍ରଦାୟ ନେତା ବୁଧବାର ଦାବି କରିଛନ୍ତି ଯେ କୁଲଗାଁଓରେ ଜଣେ ହିନ୍ଦୁ ଶିକ୍ଷକଙ୍କ ହତ୍ୟା ପରେ ପ୍ରାୟ 100ରୁ ଅଧିକ ହିନ୍ଦୁ ପରିବାର ନିଜ ଭିଟାମାଟି ଛାଡି…

ପ୍ରଦୀପ୍ତ ମହାପାତ୍ରଙ୍କୁ କେନ୍ଦ୍ରୀୟ ଏମପାନେଲମେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ କ୍ୟାବିନେଟ ନିଯୁକ୍ତି କମିଟି ବରିଷ୍ଠ ଆଇଏସ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କ ଏମପାନେଲମେଣ୍ଟକୁ ସ୍ୱୀକୃତି ଦେଇଛି । ତାଙ୍କ ସହ ବିହାର ଏବଂ ଉତ୍ତରାଖଣ୍ଡର ୪ଜଣ ଆଇଏସ ଅଫିସରଙ୍କ ମଧ୍ୟ ଏମପାନେଲମେଣ୍ଟ ହୋଇଛି। ୧୯୮୮ ବ୍ୟାଚ୍ ଆଇଏସ ଅଫିସର ପ୍ରଦୀପ୍ତଙ୍କୁ ଅତିରିକ୍ତ…

ରୁବେଲା ଭାଇରସ ଅଛି କହି ଭାରତ ପଠାଇଥିବା ଗହମ ଫେରାଇ ଦେଲା ତୁର୍କୀ

ନୂଆଦିଲ୍ଲୀ: ରୁଷୁିଆ-ୟୁକ୍ରେନ ଯୁଦ୍ଧ ବେଳେ ତୁର୍କୀ ଏକ ପ୍ରକାର ଖାଦ୍ୟ ସଙ୍କଟରେ ପଡିଛି । ଏହା ଦେଖି ଭାରତ ୨୯ମେରୁ ତୁର୍କୀକୁ ଗହମ ପଠାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରୁବେଲା ଭାଇରସ ଅଛି ବୋଲି କହି ଭାରତ ଗହମ ଫେରାଇଦେଇଛି । ତୁର୍କୀ ରାଷ୍ଟ୍ରପତି ରେଚପେ ତୈୟାବ…

ଘାଟୀରେ ଟାର୍ଗେଟ କିଲିଂ ପରେ ସରକାର ନେଲେ କଡା ପଦକ୍ଷେପ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି । ଏହି ଘଟଣା ବଢ଼ିବା ଯୋଗୁ ଜମ୍ମୁ-କଶ୍ମୀର ସରକାର ବୁଧବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କଶ୍ମୀରରେ ନିଯୁକ୍ତି ପାଇଥିବା ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଠାଇବା…