Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରେ ଚିହ୍ନଟ, ସଂକ୍ରମିତ ଜଣକ ମହିଳା

ମୁମ୍ବାଇ : ଦେଶରେ ପୁଣି କୋରନା ବିସ୍ପୋରଣ । ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ପୁଣି ମୁମ୍ବାଇରେ ଚିହ୍ନଟ ହୋଇଛି । ବୃହ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ବିଜ୍ଞପ୍ତିରୁ ଏନେଇ ସୂଚନା ମିଳିଛି । ଜଣେ ମହିଳାଙ୍କ ଠାରେ ଏହି ଭାରିଆଣ୍ଟ ପରିଲକ୍ଷୀତ ହୋଇଛି । ତାଙ୍କ ବୟସ…

ସିୟୁଇଟି ପରୀକ୍ଷା ବ୍ୟବସ୍ଥା ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ଚେନ୍ନାଇ: ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସିୟୁଇଟି(କମନ ୟୁନିଭରସିଟି ଏଣ୍ଟ୍ରାସ ଏକଜାମ)କୁ ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଷ୍ଟାଲିନ ଚିଠିରେ କାରଣ ଦର୍ଶାଇଛନ୍ତି ଯେ, ଏହି ପରୀକ୍ଷା ପିଲାଙ୍କ ଉପରେ ବୋଝ ଲଦୁଛି । ଏବଂ ଜାତୀୟ…

[ଭିଡିଓ] ଭାରତୀୟ ସେନାରେ ଭର୍ତ୍ତି ହେବାକୁ ନିଶା, ଦୌଡିଲେ ୩୫୦ କି.ମି !

ଭୁବନେଶ୍ୱର: ଭାରତୀୟ ସେନାରେ ଭର୍ତ୍ତି ହେବା ତାଙ୍କ ନିଶା । ଦେଶ ପାଇଁ ଲଢିବା ତାଙ୍କ ଲକ୍ଷ୍ୟ । ଖାସ ସେଥିପାଇଁ ଜଣେ ଯୁବକ ନିଜ ଜୀବନକୁ ସେନା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏପରି ଅନେକ ଯୁବକଙ୍କୁ ଆପଣ ଭାରତରେ କୋଣଅନୁକୋଣରେ ପାଇବେ । ହେଲେ ସୁରେଶ ନାମକ ଜଣେ ଯୁବକଙ୍କ ଭାରତୀୟ ସେନା…

ଭୂମଧ୍ୟରେଖା ପାଖରେ ରହୁଥିବା ପକ୍ଷୀ ଅଧିକ ରଙ୍ଗୀନ ହୋଇଥାନ୍ତି

ନୂଆଦିଲ୍ଲୀ:ଭୂମଧ୍ୟରେଖା ପାଖରେ ରହୁଥିବା ପକ୍ଷୀମାନେ ଅଧିକ ରଙ୍ଗୀନ ହୋଇଥାନ୍ତି ବୋଲି ଆଜି ପ୍ରମାଣିତ ହୋଇଛି । ୨୦୦ ବର୍ଷ ତଳେ ବୈଜ୍ଞାନିକ ଚାର୍ଲସ ଡାରୱିନଙ୍କ ତଥ୍ୟ ଠିକ ଥିଲା ବୋଲି ଆର୍ଟିଫିଶିଆଲ ଇଂଟେଲିଜେନ୍ସି ଘୋଷଣା କରିଛନ୍ତି । ନେଚର ହିଷ୍ଟ୍ରି ମ୍ୟୁଜିୟମରେ ରଖାଯାଇଥିବା ୪୫୨୭…

ଜମ୍ମୁ ଓ କାଶ୍ମୀରରେ ମୁଣ୍ଡରେ ତିଳକ ଲଗେଇବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ଶିକ୍ଷକ

ରଜୌରି: ସ୍କୁଲକୁ ମୁଣ୍ଡରେ ତିଳକ ଲଗେଇ ଯିବାରୁ ମାଡ଼ ଖାଇଲେ ଛାତ୍ରୀ । ଏହି ଘଟଣରେ ଗୋଟିଏ ହିନ୍ଦୁ ପରିବାର ରଜୌରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପ୍ରାଥମିକ କାର୍ଯ୍ୟାନୁଷ୍ଠାନରେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନେ ଝିଅକୁ ତିଳକ ଲଗାଇ…

କହିପାରିଲାନି ଉର୍ଦ୍ଧୁ, ହାଣିଦେଲେ ଖୁଲମଖୁଲା

ଭୁବନେଶ୍ୱର: ଜଣେ ୨୨ ବର୍ଷୀୟ ଖ୍ରୀଷ୍ଟଧର୍ମୀ ଯୁବକ ହୋଇଛନ୍ତି ଇସଲାମଧର୍ମୀଙ୍କ ଆକ୍ରୋଶର ଶିକାର । ଦୋଷ କେବଳ ଏତିକି ଥିଲା ଖ୍ରୀଷ୍ଟିଆନ୍ ଯୁବକଙ୍କୁ ଜଣାନଥିଲା ଉର୍ଦ୍ଧୁ ଭାଷା । ବାସ୍ ଏତିକିରେ ହିଁ ସରିଥିଲା କାମ୍ ତମାମ୍ । ଆଖି ପିଛୁଳାକେ ବୁଲିଥିଲା ଛୁରୀ, ଚାଲିଯାଇଥିଲା ନୀରିହ ଯୁବକଙ୍କ…

ରାଜ୍ୟରେ ତିଆରି ହେବ ନୂଆ ସଖି କେନ୍ଦ୍ର, ଭାରତ ସରକାର ଦେଇଛନ୍ତି ୨୬.୫୪ କୋଟି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା । ‘ୱାନ ଷ୍ଟପ୍ ସେଣ୍ଟର ସଖି’ ନିର୍ମାଣ ପାଇଁ ଏହି ଟଙ୍କା ମିଳିଛି । ମଙ୍ଗଳବାର ରାଜ୍ୟସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ତଥ୍ୟ ରଖିଛନ୍ତି । ବିଜେଡି ସାଂସଦ ମୀନାକ୍ଷି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ରୁ ୨୫ ମିନିଟ୍ ଧରି ଆଲୋଚନା ହୋଇଥିଲା, ଏହି ବୈଠକରେ ମହାରାଷ୍ଟ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ଉଭୟଙ୍କ ମଧ୍ୟରେ ଏଭଳି…

୩୨ ମିଲିୟନ ଡଲାର ନେଇ ପାକିସ୍ତାନରୁ ଫେରାର ପତ୍ନୀଙ୍କ ସାଙ୍ଗ, ଇମ୍ରାନ ଖାନ୍ କରିଛନ୍ତି ସହଯୋଗ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ଜଣେ ବନ୍ଧୁ ପ୍ରାୟ ୩୨ ମିଲିୟନ ଆମେରିକୀୟ ଡଲାର ଠକେଇ କରି ଫେରାର ହୋଇଛନ୍ତି । ବୁଶ୍ରାଙ୍କ ବନ୍ଧୁ ଫରା ଖାନ୍ ଏକ ବିଳାସପୂର୍ଣ୍ଣ ବିମାନରେ ଯାତ୍ରା ସମୟର ଏକ ଫଟୋ ମଙ୍ଗଳବାର ପାକିସ୍ତାନ ସୋସିଆଲ ମିଡିଆରେ…

ଶ୍ରୀଲଙ୍କାରେ ହଟିଲା ଜରୁରିକାଳୀନ ପରିସ୍ଥିତି

ଭୁବନେଶ୍ଵର: ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏବେ ୬.୫ ଘଣ୍ଟା ପର୍ଯ୍ୟନ୍ତ କଟିବ ବିଜୁଳି ସବୁଠାରୁ ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି ।…