Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ଦାୟିତ୍ୱ ତୁଲାଇବା ଅପେକ୍ଷା ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର…

ବ୍ରିଟେନ ସରକାର ଜବତ କଲେ ରୁଷ କୋଟିପତିଙ୍କ ସୁପରୟାଟ

ଲଣ୍ଡନ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ୟୁରୋପୀୟ ଦେଶଗୁଡିକ ବିଭିନ୍ନ କଟକଣା ଲଗାଇଛନ୍ତି । ମଙ୍ଗଳବାର ରୁଷର ଜନୈକ ବିତଶାଳୀଙ୍କ ସୁପରୟାଟକୁ ବ୍ରିଟେନ ସରକାର ଜବତ କରିଛି । ଫାଇ ନାମକ ଏହି ୟାଟର ମୂଲ୍ୟ ୩୭୭ କୋଟି ଟଙ୍କା ହେବ । ଏହାର ମାଲିକଙ୍କ ନାମ ଘୋଷଣା କରାଯାଇ ନାହିଁ ।…

ଆସାମ-ମେଘାଳୟ ୫୦ ବର୍ଷର ସୀମା ବିବାଦର ଅନ୍ତ

ନୂଆଦିଲ୍ଲୀ: ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷର ସୀମା ବିବାଦର ଅନ୍ତ ଘଟିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଓ କୋନରାଡ କେ ସାଙ୍ଗମାଙ୍କ ୮୮୪…

[ଭିଡିଓ] ଦୁବାଇ ଏକ୍ସପୋରେ ରଣବୀର ସିଂଙ୍କ ସହ ଠୁମକା ଲଗାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଦିଲ୍ଲୀ : ଦୁବାଇ ଏକ୍ସପୋ ଇଭେଣ୍ଟରେ ଜଲୱା ଦେଖାଇଲେ କେନ୍ଦ୍ରମନ୍ତ୍ରୀ । ଦୁବାଇରେ ଚାଲିଥିବା ଇଣ୍ଡିଆ ଏକ୍ସୋପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଏହି ଇଭେଣ୍ଟର ବଲଉଡ ଷ୍ଟାର ରଣବୀର ସିଂ ଙ୍କ ମଧ୍ୟ ଉପସ୍ଥିତ ଥିଲେ । ହଠାତ୍ ଏହି ପୋଗ୍ରାମରେ ରଣବୀର ସିଂଙ୍କ ସହ ତାଳଦେଇ …

ଭୂମିକମ୍ପ ଝଟକାରେ ଥରିଲା ଲେହ

ଦିଲ୍ଲୀ : ଭୁମିକମ୍ପ ଝଟକାରେ ଥରିଲା ଲେହେ । ଜମ୍ମୁ କଶ୍ମୀର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।ଆଜି ସକାଳ ୭.୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି  ।…

[ଦେଖନ୍ତୁ ଭିଡିଓ] ଚାଇନାକୁ ଫେରିଲା ଲକଡାଉନ: ବ୍ୟାପୁଛି ସଂକ୍ରମଣ,୨କୋଟିରୁ ଅଧିକ ଲୋକ ଗୃହ ବନ୍ଦୀ

ଭୁବନେଶ୍ୱର: ଚାଇନାକୁ ଫେରିଲା ଲକଡାଉନ ।  ଚୀନ୍ ରେ ସାଂଘାତିକ ହେବାରେ ଲାଗିଲାଣି କରୋନା ସ୍ଥିତି । ସଂଘାଇ ପରେ ପରେ ଏବେ ଅନ୍ୟ ସ୍ଥାନ ଗୁଡିକରେ ବି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଲାଣି । ପ୍ରତିଦିନ ବହୁ ଲୋକ ସଂକ୍ରମିତ ହେଉଥିବା ବେଳେ ଏବେ ଚୀନ୍ ର ଚିନ୍ତା ବଢିବାରେ ଲାଗିଛି ।…

IAS ଟିନା ଡାବୀଙ୍କ ନୂଆ ଲାଇଫ ପାର୍ଟନର: ୧୩ ବର୍ଷ ବଡ଼ ଆଇଏଏସ୍ ଅଫିସରଙ୍କୁ କରିବେ ବିବାହ

ନୂଆଦିଲ୍ଲୀ: ନୂଆ ଲାଇଫ ପାର୍ଟନର ପାଇଲେ ଆଇଏଏସ୍ ଅଫିସର ଟିନା ଡାବୀ । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ନିଜ ଜୀବନ ସାଥୀଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଟିନା । ନିଜଠାରୁ ୧୩ ବର୍ଷ ବଡ଼ ଆଇଏଏସ୍ ଅଫିସର ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ୨୦୧୩ ବ୍ୟାଚ୍ ଆଇଏଏସ୍…

ଭାରତ ବନ୍ଦର ଦ୍ୱିତୀୟ ଦିନ: ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ

ଭୁବନେଶ୍ୱର: ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଧର୍ମଘଟ ବନ୍ଦର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରି ରାସ୍ତାରୋକ…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ବ୍ରେକ୍ । ଗତ ୮ ଦିନରେ କ୍ରମାଗତ ୭ ଥର ବଢ଼ିଲାଣି । ଆଜି ପୁଣି ଥରେ ବଢ଼ିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ପଇସା ଓ ଡିଜେଲ୍ ଦାମ୍ ବଢ଼ିଛି ୭୪ ପଇସା । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୧୦୭…

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟିନା ଡାବି, କାହିଁକି ଏହି ଖବର ଖାସ ?

ଜୟପୁର: ୨୦୧୬ ବ୍ୟାଚର ୟୁପିଏସସି ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ଏପ୍ରିଲ ୨୨ ତାରିଖରେ ଜୟପୁରର ଏକ ଘରୋଇ ହୋଟେଲରେ ଟିନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୨୦୧୮ରେ ଟିନା ଡାବି ଅତହର ଖାନଙ୍କୁ ବିବାହ…