Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛତିଶଗଡରେ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ର ରାୟପୁରରେ ଏକ ବିମାନ ବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏପି ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଥିବା ପୁଲିସ…

ଆଉ ଘୁଞ୍ଚିବନି ନିଟ୍ ପରୀକ୍ଷା, ଚଳିତ ମାସରେ ହେବ

ଭୁବନେଶ୍ୱର: ଚଳିତ ବର୍ଷର ନିଟ୍ ପିଜି ପରୀକ୍ଷା ପାଇଁ କିଛି ଦାବି ଉଠୁଛି । ହେଲେ ଦାବି ସଂଖ୍ୟା କମ୍ ରହିଛି । କେନ୍ଦ୍ର ସରକାରଙ୍କ ନିକଟରେ ମାତ୍ର ସାତଟି ରାଜ୍ୟ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି । ଯାହା ଘୁଞ୍ଚାଇବାକୁ ବିଶେଷ ସକ୍ଷମ ବଳ ନୁହେଁ । ଏବେ ଧାର୍ଯ୍ୟ ହୋଇଥିବା…

ୟୁପି ମାଦ୍ରାସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୟୁପିରେ ଥିବା ସମସ୍ତ ମାଦ୍ରାସାରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦିନ ଶିକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଛାତ୍ର, ଛାତ୍ରୀ ଓ ଶିକ୍ଷକମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଏ…

କୋଇଲା ସଙ୍କଟରେ ମୁଣ୍ଡ ପୂରେଇବେନି ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା କୋଇଲା ସଙ୍କଟ ବିବାଦରେ ହାଇକୋର୍ଟ ଆଉ ମୁଣ୍ଡ ପୂରେଇବେନି । ଅର୍ଥାତ୍ କୋଇଲା ଅଭାବକୁ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାର ଆଉ ଶୁଣାଣି ହେବନି । ଗୁରୁବାର ହାଇକୋର୍ଟ ଏନେଇ ଦାଖଲ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି…

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପହରେ ତହସିଲ ଅଫିସରେ ପଶି ଘଟାଇଲେ ଖୁଲମ୍‌ଖୁଲା ହତ୍ୟାକାଣ୍ଡ । ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ଜଣେ ସରକାରୀ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି । ଆଜି ବୁଦଗାମ ଜିଲ୍ଲାରେ ରାହୁଲ…

ମୟୂରକୁ ଭୋକ; ପ୍ରଧାନମନ୍ତ୍ରୀ ବନ୍ଦ କଲେ ବୈଠକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ନମ୍ର ଓ ସରଳ । ତାଙ୍କ ସ୍ୱଭାବ ଭାରି ନରମ ଏବଂ ସେ ଭାରି ପ୍ରକୃତିପ୍ରେମୀ । ଏକଦା ସେ ତାଙ୍କ ବାସ ଭବନରେ ଏକ ଭୋକିଲା ମୟୂରକୁ ଖାଦ୍ୟ ଖୁଆଇବାକୁ ବୈଠକ ବନ୍ଦ କରିଦେଇଥିଲେ । ଏଥିରୁ ତାଙ୍କର ସରଳ ସ୍ୱଭାବ ବିଷୟରେ ଜ୍ଞାତ ହୁଏ ।…

ଜ୍ଞାନବାପି ମସଜିଦ ମାମଲା : ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ବାରଣାସୀ:ଜ୍ଞାନବାପୀ ମସଜିଦ ମାମଲା ନେଇ ଆଜି ସ୍ଥାନୀୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାରଣାସୀର କାଶୀ ବିଶ୍ୱନାଥ ସଲଗ୍ନ ଏହି ମସଜିଦର ଭିଡିଓଗ୍ରାଫି ଜାରୀ ରଖିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେ ପାଇଁ ତାଲାକୁ ଭଙ୍ଗାଯିବ ଏବଂ ଏହାକୁ ବିରୋଧ କରିବା…

ପାର୍ଟି ମୁଡ୍ ରେ କଂଗ୍ରେସ: ନେପାଳରେ ରାହୁଲ, ଟ୍ରେନିଂ କ୍ୟାମ୍ପରେ ଜୁନିୟର୍

ଭୁବନେଶ୍ୱର: ପାର୍ଟି ମୁଡ୍ ରେ କଂଗ୍ରେସ । ଏଣେ ଦେଶରେ ଭୁଶୁଡ଼ି ପଡ଼ିଲାଣି ଦଳ । ହେଲେ ତେଣେ ବିଦେଶରେ ପାର୍ଟି କରୁଛନ୍ତି ନେତା । ଗତ ସପ୍ତାହରେ ରାହୁଲ ଗାନ୍ଧୀ ନେପାଳ ପବ୍ ରେ ପାର୍ଟି କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସାଧାରଣ ଜନତାଙ୍କ ପାଇଁ ଏହା ଅସାଧାରଣ କଥା ନିଶ୍ଚୟ । କାରଣ…

ସେନା ନିୟନ୍ତ୍ରଣରେ ଶ୍ରୀଲଙ୍କା : ଚଳିତ ସପ୍ତାହରେ ଗଠନ ହେବ ନୂଆ ସରକାର

ଶ୍ରୀଲଙ୍କା  : ଅତି ଉଗ୍ରରୂପ ନେଉଛି ଶ୍ରୀଲଙ୍କା ସଙ୍କଟ । ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ସେନା ମୁତୟନ ବଢାଇ ଦେଇଛନ୍ତି । ଏବେ ଲୋକେ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ…

ଉଡ଼ାଣ ବେଳେ ରନୱେରୁ ଖସିଲା ବିମାନ, ଲାଗିଲା ନିଆଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏକ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ । ଉଡ଼ାଣ ବେଳେ ରନୱେରୁ ବାହାରକୁ ବାହାରିଗଲା ବିମାନ । ଫଳରେ ବିମାନରେ ଲାଗିଥିଲା ନିଆଁ। ହେଲେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ଚୀନ୍ ଚୋଙ୍ଗିଙ୍ଗ୍…