Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉଡ଼ାଣ ବେଳେ ରନୱେରୁ ଖସିଲା ବିମାନ, ଲାଗିଲା ନିଆଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏକ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ । ଉଡ଼ାଣ ବେଳେ ରନୱେରୁ ବାହାରକୁ ବାହାରିଗଲା ବିମାନ । ଫଳରେ ବିମାନରେ ଲାଗିଥିଲା ନିଆଁ। ହେଲେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ଚୀନ୍ ଚୋଙ୍ଗିଙ୍ଗ୍…

ଶାହାଙ୍କ ପାଇଁ ଆସିଥିଲା ପାଣି ବୋତଲ, ଦାମ୍ ୮୫୦ ଟଙ୍କା !

ପାଣାଜୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଗୋଆ ଗସ୍ତ ସମୟରେ ୮୫୦ ଟଙ୍କା ଦାମର ଏକ ମିନେରାଲ୍ ପାଣି ବୋତଲ ଦିଆଯାଇଥିଲା ଏବଂ ଏହାକୁ ଗୋଆର ରାଜଧାନୀ ପାଣାଜୀ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ମାପୁସା ସହରରୁ ଅଣାଯାଇଥିଲା । ଗୋଆର କୃଷି ମନ୍ତ୍ରୀ ରବି ନାଏକ…

ଅସୁସ୍ଥ ହୋଇଗଲେ ପାଇଲଟ୍, ଯାତ୍ରୀ ଉଡ଼ାଇଲେ ଫ୍ଲାଇଟ୍

ଭୁବନେଶ୍ୱର: ବଲିଉଡ୍ ଧମାଲ୍ ଫିଲ୍ମର ଏକ ଅଂଶ ମଙ୍ଗଳବାର ସତ ହୋଇଛି । ଖୁବ୍ ପସନ୍ଦ ହୋଇଥିବା କମେଡି ଫିଲ୍ମ ଧମାଲ ରେ ବମନ ଆଉ ତା ବାପା ଫ୍ଲାଇଟ୍ ଉଡ଼ାଇବା ଘଟଣା ଫ୍ଲୋରିଡ଼ାରେ ସତ ହୋଇଛି । ମଙ୍ଗଳବାର ଏକ ପ୍ରାଇଭେଟ୍ ଫ୍ଲାଇଟ୍ ରେ ପାଇଲଟ୍ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତା ପରେ ଆଦୌ…

ଆଇପିଏସ ଅଫିସରଙ୍କ ଇସ୍ତଫା, ସହିପାରିଲେନି ନିର୍ଯାତନା

ଭୁବନେଶ୍ୱର: କର୍ଣ୍ଣାଟକରେ ମଙ୍ଗଳବାର ଜଣେ ଆଇପିଏସ ଅଫିସର୍ ନିର୍ଯାତନା କାରଣ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ଠିକ୍ କାମ କରିଛନ୍ତି, କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦଳି କରାଗଲା । ଯାହାକୁ ସେ ଆଦୌ ଗ୍ରହଣ କରିପାରୁନାହାନ୍ତି ବୋଲି ଆଇପିଏସ ପି. ରବୀନ୍ଦ୍ରନାଥ…

ତାଜମହଲ ଆମ ଜମିରେ ହୋଇଛି :ଜୟପୁର ରାଜକୁମାରୀ

ଜୟପୁର: ତାଜମହଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବୁଧବାର ଜୟପୁର ରାଜପରିବାରର ରାଜକୁମାରୀ ତଥା ବିଜେପି ସାଂସଦ ଦୀୟା କୁମାରୀ କହିଛନ୍ତି, ତାଜମହଲ ଆମ ଜାଗରେ ହୋଇଛି । ଏହାର ପ୍ରମାଣ ଆମ ନିକଟରେ ରହିଛି । ତାଜ ମହଲରେ ବନ୍ଦ ରହିଥିବା ୨୨ ରୁମରେ ହିନ୍ଦୁ ଦେବଦେବୀଙ୍କ ମୂର୍ତି ରହିଛି । ଏଏସଆଇ…

‘ଲକ୍ଷ୍ମଣରେଖା ରହିବା ଉଚିତ, କୋର୍ଟ ସରକାରଙ୍କୁ ସମ୍ମାନ ଦିଅନ୍ତୁ’

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଦେଶରେ 'ଲକ୍ଷ୍ମଣ ରେଖା' ରହିବା ଉଚିତ୍। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ସମେତ କେହି ନିଜ ନିଜର "ସୀମା" ଅତିକ୍ରମ କରିବା ଉଚିତ…

ଦେଶଦ୍ରୋହ ଆଇନ୍ ବ୍ୟବହାର ଉପରେ ‘ସୁପ୍ରିମ’ ବ୍ରେକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦେଶଦ୍ରୋହ ଆଇନ ତଥା ଦଫା ୧୨୪ଏ ନୂଆ କରି କାହା ଉପରେ ବ୍ୟବହାର କରନାହିଁ । ଯେପର୍ୟ୍ୟନ୍ତ ପରବର୍ତ୍ତୀ ଶୁଣାଣି ନହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନାଙ୍କ ଖଣ୍ଡପୀଠ ଶୁଣାଣି କରି ଏପରି କହିଛନ୍ତି। ଏଥିସହ ଯେଉଁମାନେ ଏହି…

ଗିରଫ ହେଲେ ଝାରଖଣ୍ଡ ଖଣି ସଚିବ, ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳା ଧନ ହେରଫେର ମାମଲା ଓ ଦୁର୍ନୀତି ଅଭିଯୋଗରେ ଝାରଖଣ୍ଡ ସରକାରଙ୍କ ଖଣି ସଚିବ ଗିରଫ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଆଇଏସ ଅଫିସର ପୂଜା ସିଂହଲଙ୍କୁ ଗିରଫ କରିଛି । ଦ୍ୱିତୀୟ ବାର ପଚରାଉଚୁରା ବେଳେ ୯ ଘଣ୍ଟାର ଜେରା ପରେ ପୂଜାଙ୍କୁ ଗିରଫ କରିଛି ଇଡି…

ନ୍ୟାଶନାଲ ଟେକ୍ନୋଲୋଜି ଡେ: ଜାପାନ ଶୀର୍ଷରେ, ଭାରତ ୧୭ତମ ସ୍ଥାନରେ

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଟେକ୍ନାଲୋଜି ଡେ । ବୈଷୟିକ ଜ୍ଞାନକୌଶଳରେ ଆଗକୁ ବଢ଼ିବା ପାଇଁ ସମସ୍ତ ଦେଶ ଚାହାନ୍ତି । ତେବେ ଆନ୍ତର୍ଜାତୀୟ ବଜାର ଉପରେ ଦୃଷ୍ଟି ପକାଇଲେ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଜାପାନ ଏବଂ ଏହା ପଛକୁ ଆମେରିକା ରହିଛି । ଭାରତ ୧୭ତମ ସ୍ଥାନରେ ରହିଛି । ୧୯୯୮ରେ ମେ…

ଅର୍ଥ ହେରଫେର ମାମଲାରେ ଗିରଫ ହେଲେ IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି: ଗିରଫ ହେଲେ ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଘଲ । ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ତଥା ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିଛି । ଏହା ପୂର୍ବରୁ ତାଙ୍କୁ…