Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ପାଇଁ ଚିଟ୍ଟାଗଂଗ୍ ପୋର୍ଟ ଖୋଲା: ଶେଖ୍ ହାସିନା

ଭୁବନେଶ୍ୱର: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଉତ୍ତର-ପୂର୍ବ ଭାରତ ଆବଶ୍ଯକ ବେଳେ ଚିଟ୍ଟାଗଂଗ୍ ପୋର୍ଟ ବ୍ଯବହାର କରିପାରିବ ବୋଲିକହିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାକୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଦୁଇ ଦିନିଆ…

କଥା…ଫଟୋରେ ଫଟୋରେ

ଭୁବନେଶ୍ୱର: କିଛି ବ୍ୟକ୍ତ କରିବାକୁ ହେଲେ ଶବ୍ଦର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ । ବେଳବେଳେ କେବଳ ଅଙ୍ଗଭଙ୍ଗୀ, ଚାହାଁଣି, ଠାଣି, ଇଙ୍ଗିତ, ଲେଖା କିମ୍ବା ଫଟୋ ବହୁତ କିଛି ବୟାନ୍ କରେ । ଏହି ଧାରାରେ ଏହି ଫଟୋଟି ମଧ୍ୟ କିଛି ନକହି ବେଶ କିଛି ସୂଚାଇ ପାରିଛି । ଫଟୋଟି ଗୁଜରାଟରୁ ଆସିଛି…

୧୮୦୦ କି.ମି ଦୂରରୁ ଚାଲି ଚାଲି ପୁରୀ ଆସୁଛନ୍ତି ୨୫ ବର୍ଷୀୟ ଯୁବକ, ଜାଣନ୍ତୁ ଉଦ୍ଦେଶ୍ୟ ?

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଜଣେ ୨୫ ବର୍ଷୀୟ ଯୁବକ ପାଦରେ ୧୮୦୦ କିଲୋମିଟର ଯାତ୍ରା କରି ଓଡ଼ିଶାର ପୁରୀ ବେଳାଭୂମିକୁ ଆସୁଛନ୍ତି । ଏପରି ଚାଲି ଚାଲି ଆସିବା ପଛର କାରଣ ମହତ ଉଦ୍ଦେଶ୍ୟ ରହିଛି । ଚାଲି ଚାଲି ଆସିବା ବେଳେ ବିଭିନ୍ନ ଜାଗାରେ ବିଶ୍ରାମ ନେଉଛନ୍ତି ଲୋକଙ୍କ ସହିତ…

ସଙ୍କଟରେ ସୋରେନ ସରକାର: ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ, ଅଯୋଗ୍ୟ ଘୋଷିତ ହେବେ ହେମନ୍ତ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାର ଏବେ ବଡ ଅଡୁଆରେ ପଡିଛନ୍ତି । ଅଫିସ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏ ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଗୁରୁବାର ଝାଡଖଣ୍ଡ ରାଜ୍ୟପାଳ ରମେଶ ବେଶ ଗୃହମନ୍ତ୍ରୀ…

କଂଗ୍ରେସକୁ ମୋର ଆବଶ୍ୟକତା ନାହିଁ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ନହେବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । କଂଗ୍ରେସ ତାଙ୍କୁ ନେଇ ଅସୁରକ୍ଷିତ ମନେ କଲା ନା କଂଗ୍ରେସର ନେତୃତ୍ୱ ନେବାରୁ ସେଭଳି ସ୍ୱାଧୀନତା ନାହିଁ ବୋଲି ପିକେ ଦଳରେ ସାମିଲ ହେଲେନି ଏ ନେଇ ଚର୍ଚ୍ଚା ବଢିଛି…

ଅନୁଗୁଳରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କଲେ ଜିନ୍ଦଲ ଅତ୍ୟାଧୁନିକ ଟିଏମଟି ରିବାର ମିଲ ଲୋକାର୍ପଣ

ଅନୁଗୁଳ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର ଅତ୍ୟାଧୁନିକ ଟିଏମଟି ରିବାର ମିଲ କୁ ଲୋକାର୍ପଣ କରିଛନ୍ତି । କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍‌ ଉଦଘାଟିତ ହୋଇଛି ।…

ବରିଷ୍ଠ ସିନେ ଏବଂ ଧାରାବାହିକ ଅଭିନେତା ସଲିମ୍ ଘୋଷଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସିନେ ଅଭିନେତା ସଲିମ ଘୋଷ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ୮୦ ଦଶକର ଚର୍ଚ୍ଚିତ ଅଭିନେତା ଏକାଧିକ ଧାରାବାହିକ ଓ ସିନେମାରେ ନିଜ ଦକ୍ଷତା ପ୍ରତିପାଦନ କରି ଉଚ୍ଚ ପ୍ରଶଂସା ପାଇଥିଲେ । ଦୂରଦର୍ଶନରେ ପ୍ରସାରିତ ସୁବାହ ରେ ତାଙ୍କୁ ଭଲ ଅଭିନେତାର ପରିଚିତି ମିଳିଥିଲା ।…

କୋଭିଡ୍ କାଟ୍ ଦରମା ବିଳମ୍ବ ହେବାରୁ ଇଣ୍ଡିଗୋ କୁ ଗାଳି କଲେ ପାଇଲଟ୍; ଡିଜିସିଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍ ସମୟରେ କାଟ୍ ହୋଇଥିବା ଦରମା ଭରଣା ନ ହେବାରୁ ବିମାନରେ ଇଣ୍ଡିଗୋକୁ ଗାଳି କରି ଫସିଯାଇଛନ୍ତି ପାଇଲଟ୍। ଜରୁରୀ ସେବା ପାଇଁ ଥିବା ୧୨୧.୫ ଫ୍ରିକ୍ବେନ୍ସି ରେ ପ୍ରାୟ ସାତ ଜଣ ଇଣ୍ଡିଗୋ ପାଇଲଟ୍ କମ୍ପାନୀ କୁ ଗାଳି କରୁଥିଲେ । ଏନେଇ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)…

ସୁଞ୍ଜୱାନ ସିଆଇଏସଏଫ ଉପରେ ଆକ୍ରମଣ; ଏନଆଇଏ କରିବ ତଦନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଗୁରୁବାର ସିଆଇଏସଏଫ ଉପରେ ହୋଇଥିବା ଆକ୍ରମଣ ମାମଲା ଏନଆଇଏକୁ ହସ୍ତାନ୍ତର କରିଛି । ଗତ ଏପ୍ରିଲ ୨୨ରେ ସୁଞ୍ଜୱାନ ଠାରେ ୧୫ ଜଣ ସିଆଇଏସଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଗୁରୁବାର ଗୃହ ମନ୍ତ୍ରାଳୟ ଠାରୁ ନିର୍ଦ୍ଦେଶ…

ପୁଲୱାମାରେ ଦୁଇ ଆତଙ୍କବାଦୀ ନିହତ; ପ୍ରବାସୀ ଶ୍ରମିକ ହତ୍ୟା ରେ ଥିଲେ ସାମିଲ୍

ଶ୍ରୀନଗର: ବୁଧବାର ରାତି ଅଧରେ ପୁଲୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ଙ୍କୁ ନିହତ କରିଛି ଭାରତୀୟ ସେନା। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ଆସିଥିଲା । ସେନା ପକ୍ଷରୁ ଆଗୁଆ କିଛି ଆକ୍ରମଣ ହୋଇନଥିବା ବେଳେ ଦୁଇ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା…