Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀରାମଙ୍କ ବିରୋଧରେ ବିଷ ଓଗାଳିଲେ ଏଲପିୟୁ ପ୍ରଫେସର, ଶେଷରେ ହେଲେ ବରଖାସ୍ତ

ଲୁଧିୟାନା: ଲୁଧିୟାନା ଫଗୱାଡା ସ୍ଥିତ ଲଭଲୀ ପ୍ରଫେଶନାଲ ୟୁନିଭରସିଟିର ଜଣେ ମହିଳା ପ୍ରଫେସର ଭଗବାନ ଶ୍ରୀରାମଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ସହକର୍ମୀଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ରାବଣ ଭଲ, ଶ୍ରୀରାମ ଅବସରବାଦୀ ଓ ଚତୁର । ସେ ଷଡଯନ୍ତ୍ର କରି ମାତା ସୀତାଙ୍କୁ ଫସାଇଥିଲେ ।…

୩୨ ବଦଳରେ ଅଧିକାଂଶ ବ୍ୟକ୍ତିଙ୍କ ୨୮ ଦାନ୍ତ ରହୁଛି: ଷ୍ଟଡି

ବାରାଣାସୀ: ଏବେକାର ଯୁବ ପିଢ଼ୀଙ୍କ ପାଖରେ ସମ୍ପୂର୍ଣ୍ଣ ୩୨ ଦାନ୍ତ ରହୁ ନାହିଁ । ଧିରେ ଧିରେ ଏହା ୨୮କୁ ଖସି ଆସୁଛି ବୋଲି ବାରାଣାସୀ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଡେଂଟାଲ ସାଇନ୍ସର ଫ୍ୟାକଲ୍ଟି ଟିପି ଚର୍ତୁବେଦୀ କହିଛନ୍ତି । ତାଙ୍କ ଓପିଡିକୁ ଆସୁଥିବା ଯୁବକମାନଙ୍କୁ ଅନୁଧ୍ୟାନ କରିବା…

ଇମାନୁଏଲ ମାକ୍ରୋନ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍  ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ପ୍ରତିପକ୍ଷ ଦଳର ପ୍ରାର୍ଥୀ ମେରିନ ଲେ ପେନଙ୍କୁ ନିର୍ବାଚନରେ ହରାଇଛନ୍ତି। ଶେଷ ଖବର ସୁଦ୍ଧା ମାକ୍ରୋନ  ୫୮.୨ ପ୍ରତିଶତ ଭୋଟ୍ ପାଇଛନ୍ତି । ତେଣୁ…

ମହୁମାଛି ଗୋଡ଼ାଇଲା, ୩୦୦ ଫୁଟ ତଳକୁ ଖସି ପ୍ରାଣ ହରାଇଲା ୧୩ ବର୍ଷର ବାଳକ

ପୁଣେ: ରବିବାର ଏକ ବଡ ଅଘଟଣ ଘଟିଛି । ହଠାତ ମହୁମାଛି ଆକ୍ରମଣ କରିବାରୁ ଜଣେ ୧୩ ବର୍ଷର ଛୋଟ ଛୁଆ ପାହାଡ ତଳକୁ ଖସିପଡିବାରୁ ପ୍ରାଣ ହରାଇଛି । ସେହିପରି ଛୋଟ ପିଲାଟି ସହିତ ଥିବା ଅନ୍ୟ ୭-୮ ଜଣ ଆହତ ହୋଇଥିବା ସୂଚନା ରହିଛି। ମହାରାଷ୍ଟ୍ରର ପୁଣରେ ଏହି ଅଘଟଣ ଘଟିଛି। ପୁଣେର ସତାରା…

ପ୍ରଶାନ୍ତ କିଶୋରଙ୍କ ଆଇ-ପିଏସି ସହ ଚୁକ୍ତି କଲା ତେଲେଙ୍ଗାନାର ଟିଆରଏସ

ନୂଆଦିଲ୍ଲୀ: ଧର୍ମସଙ୍କଟରେ ପଡ଼ିପାରନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଯଦି ସେ କଂଗ୍ରେସରେ ସାମିଲ ହେବେ । କାରଣ କଂଗ୍ରେସରେ ସାମିଲ ହେବା ନେଇ ସମ୍ଭାବନା ଭିତରେ ତାଙ୍କ ସଂସ୍ଥା ଆଇ-ପିଏସି ତେଲେଙ୍ଗାନର ଶାସକ ଦଳ ଟିଆରଏସ ସହ ଏକ ଚୁକ୍ତି କରିଛି । ଆସନ୍ତାବର୍ଷ ତେଲେଙ୍ଗାନରେ…

ସୋମବାର ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ !

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରିବେ। ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର…

ଅଟ୍ଟାରୀ ବର୍ଡର ନିକଟରୁ ଜବତ ହେଲା ୭୦୦ କୋଟି ଟଙ୍କାର ହେରୋଇନ

ଅଟ୍ଟାରୀ: ଅଟ୍ଟାରୀ ବର୍ଡର ନିକଟରେ କଷ୍ଟମ ବିଭାଗକୁ ବଡ ସଫଳତା ମିଳିଛି । ପାକିସ୍ତାନ ଚେକ ପୋଷ୍ଟ ମାଧ୍ୟମରେ ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକକୁ ଅଟ୍ଟାରୀ ବର୍ଡର ନିକଟରେ କଷ୍ଟମ ବିଭାଗ ଚେକିଂ କରିବା ବେଳେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଏଥିରେ ୧୦୨ କିଲୋଗ୍ରାମର ହେରୋଇନ ଯାହାର…

ଖେରୀ ହିଂସା ମାମଲା: ଆତ୍ମସମର୍ପଣ କଲେ ଆଶୀଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ଯୋଗୁ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଆଶୀଷ ମିଶ୍ରା । ଅପରାହ୍ନରେ ସେ ଖେରୀ କୋର୍ଟରେ ସେ ଆତ୍ମସମର୍ପଣ କରିଥିଲେ । ଏପ୍ରିଲ ୧୮ରେ ଜାମିନ ରଦ୍ଦ କରିବା ସହ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ…

ଭାରତର କଡା ପଦକ୍ଷେପ: ରଦ୍ଦ ହେଲା ଚାଇନିଜ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ:ଚୀନ ବିପକ୍ଷରେ ରବିବାର ଭାରତ ଆଉ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚାଇନିଜଙ୍କ ପାଇଁ ଦିଆ ଯାଉଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଛି । ପୂର୍ବରୁ ଚାଇନାରେ ପାଠ ପଢ଼ୁଥିବା ୨୨ ହଜାର ଭାରତୀୟ ଛାତ୍ରଛାତ୍ରୀ କଟକଣା ଯୋଗୁ ଯାଇପାରୁ ନାହାନ୍ତି । ଏ ନେଇ ଭାରତ ସରକାର ବାରମ୍ବାର…

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…