Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…

ଜେଲେନସ୍କି ହସ୍ତାକ୍ଷର ରଚିତ ବେସବଲ୍ ବିକି ସହାୟତା ପାଣ୍ଠି ଯୋଗାଡ଼ କରୁଛି ୟୁକ୍ରେନ

ଭୁବନେଶ୍ୱର: ଯୁଦ୍ଧର ଶିକାର ୟୁକ୍ରେନ ଏବେ ଚାରିଆଡୁ ସହାୟତା ଅପେକ୍ଷାରେ । ବିଭିନ୍ନ ମିତ୍ର ଦେଶ ସହ ବିଶ୍ୱର ବୃହତ ଶକ୍ତିକୁ ସହାୟତା ପାଇଁ ଆହ୍ୱାନ କରୁଛି । କେବଳ ସାମଗ୍ରିକ ସହାୟତା ନୁହେଁ ସାମରିକ ସାହାଯ୍ୟ ବି ଲୋଡ଼ା । ଅର୍ଥନୀତି ଦ୍ରୁତ ହ୍ରାସ ଯୋଗୁଁ ପାଣ୍ଠି ଯୋଗାଡ଼ କରିବା ମଧ୍ୟ ଏବେ…

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ: ଶତାଧିକ କର୍ମଚାରୀ ମୃତ, ଅନେକ ଆହତ

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ । ଶତାଧିକ କର୍ମଚାରୀ ମୃତ, ଅନେକ ଆହତ ହୋଇଥିବା ଜଣାପଡିଛି । ଦକ୍ଷିଣ ପୂର୍ବ ନାଇଜେରିଆର ଏକ ତେଲ ରିଫାଇନାରୀରେ ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଛନ୍ତି । ବିସ୍ଫୋରଣର…

ପାଠ ପଢ଼ିବା ପାଇଁ ଆଫଗାନିସ୍ତାନରେ ତାଲିବାନ ସରକାର ଲାଗୁ କଲା ଅଡ, ଇଭେନ ଫର୍ମୁଲା

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଅଡ ଇଭେନ ଫର୍ମୁଲା ଲାଗୁ କରିଛି । ଛାତ୍ରଛାତ୍ରୀଙ୍କୁ ଏକତ୍ର ପଢ଼ିବା ନେଇ କଟକଣା ଲାଗୁ କରାଯାଇଛି । ନୂତନ ନିୟମ ଅନୁସାରେ ଦିନେ ଛାତ୍ର ଆସିଲେ ଅନ୍ୟ ଦିନ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଆସିବେ ।…

ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ, ବଢ଼ିଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ପାମ ତେଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇଛି । ତେବେ ଏହାର ପ୍ରଭାବରେ ଭାରତରେ ପାମ ଅଏଲର ଦାମ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶରେ ପାମ ତେଲର ସଙ୍କଟ ଦେଖା ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି…

ମିଳିଗଲା କି ପରଗ୍ରହୀଙ୍କ ଠିକଣା !

ଭୁବନେଶ୍ୱର: ପରଗ୍ରହୀ ବା ଏଲିୟନ୍ସଙ୍କ ଠିକଣା ମିଳିଥିବା ନେଇ ଜଣେ ବୈଜ୍ଞାନିକ ଦାବୀ କରିଛନ୍ତି । ତାଙ୍କର ଏହି ଦାବୀ ପରେ ରହସ୍ୟ ଅନାବୃତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ୟୁଏଫଓ ଓ ଏଲିୟନ୍ସକୁ ଦେଖିଥିବା ନେଇ ଦାବୀ ହେଉଥିଲେ ମଧ୍ୟ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ…

ଇସ୍ରୋ ବୈଜ୍ଞାନିକ ପ୍ରସ୍ତୁତ କଲେ ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘର କରିବା ସ୍ୱପ୍ନ ଧିରେ ଧିରେ ସାକାର ହେବାରେ ଲାଗିଛି । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଭରପୂର ସହଯୋଗ କରିଛି । ଏହି ସ୍ପେସ…

ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ପ୍ରସାରଣ…

ଦିଲ୍ଲୀ : ଟିଭି ବତର୍କରେ ଆଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ମନ୍ତ୍ରାଳୟର ଜରୁରୀ ପରାମର୍ଶ । ଚାଞ୍ଚଲ୍ୟକର ଓ ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଘରୋଇ ଟିଭି ସମାଚାର ଚ୍ୟାନେଲ ଗୁଡିକରେ…

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରୀ: ଭାରତର କଡ଼ା ଆଭିମୁଖ୍ୟ

ଦିଲ୍ଲୀ: ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରୀ  । ପଡ଼ୋଶୀ ଦେଶ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନଯିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଏପରି ପରାମର୍ଶ ଦେଇଛି କେନ୍ଦ୍ର ।…

ଦେଶରେ ୨୪ ଘଣ୍ଟାରେ ୨ହଜାର ୫୨୭ ଜଣ ପଜିଟିଭ୍ ଚିହ୍ନଟ,୩୩ ମୃତ

ଦିଲ୍ଲୀ : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ହେଲେ ରାଜ୍ୟରେ ସଂକ୍ରମଣ ତଳମୁହାଁ ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୪ ଘଣ୍ଟାରେ ୩୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ…