Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ଦେଖନ୍ତୁ କେମିତି ରାସ୍ତାରେ ଯାଉ ଯାଉ ଦବିଗଲା ରାସ୍ତା , ଗଳି ପଡିଲେ ଜଣକ ପରେ..

ଭୁବନେଶ୍ୱର : ହଠାତ୍ ଦବିଗଲା ରାସ୍ତା ଜଣକୁ ଉଦ୍ଧାର କରିବାକୁ ଯାଇ ଫସିଗଲେ ତିନି ଜଣ । ଭିଡିଓରେ ଦେଖନ୍ତୁ ଜଣକ ପରେ ଜଣେ କେମିତି ଗାତ ଭିତରେ ଗଳି ପଡୁଛନ୍ତି ।ଆଉ ବାହାରିବାକୁ ଚେଷ୍ଟା କରୁଛନ୍ତି ହେଲେ ବାହାରି ପାରୁନାହାନ୍ତି । ହୁଏତ ଏ ଦୃଶ୍ୟ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ…

[ଦେଖନ୍ତୁ ଭିଡିଓ] ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରେ ମହିଳା ସଦସ୍ୟଙ୍କ ମାରପିଟ୍

ଭୁବନେଶ୍ୱର: ପାକିସ୍ତାନୀ ମହିଳା ବି ମାରପିଟ୍‌ରେ କିଛି କମ୍ ନାହାନ୍ତି । ଏ କଥା ସୋସିଆଲ୍ ମିଡିଆରେ ଘୁରିବୁଲିଥିବା ଏକ ଭିଡିଓ ପ୍ରମାଣିତ କରିଛି । ପାକିସ୍ତାନ ଅଧିକୃତ ପଂଜାବ ବିଧାନସଭାରୁ ଏକ ପଲିଟିକାଲ୍ ଡ୍ରାମା ଭିଡିଓ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଛି । ପାକିସ୍ତାନ ଅଧିକୃତ…

ଆପ୍ ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର

ଭୁବନେଶ୍ୱର: ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର ଆଜି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ସୋମବାର ସକାଳେ ଅଶୋକ ଆପ୍ ମୁଖ୍ୟ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଭେଟି ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବରେ ଆପ୍ ଚମକ୍ରାର ପ୍ରଦର୍ଶନ କରିବା ପରେ ଅନେକ ନେତା ଦଳକୁ…

[ଦେଖନ୍ତୁ ଭିଡିଓ] ବଜାର ମଝିରେ ବୁଲେଟରେ ନିଆଁ ଲାଗି ଶକ୍ତିଶାଳୀ ବିସ୍ଫୋରଣ

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ସୋସିଆଲ୍ ମିଡିଆରେ ଇଲେକ୍ଟ୍ରିକ୍ ଗାଡିରେ ନିଆଁ ଲାଗିବା ଘଟଣା ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ନିକଟରେ ଗୋଟିଏ ରୟାଲ ଏନ୍‌ଫିଲ୍ଡ ଗାଡିରେ (ବୁଲେଟ୍‌) ନିଆଁ ଲାଗି ବିସ୍ଫୋରଣ ଘଟିବା ଅନେକଙ୍କୁ ତାଜୁବ୍ କରିଛି । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବୁଲେଟ୍…

ରାହୁଲ ଗାନ୍ଧି ଲଞ୍ଚ୍ କଲେ ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’

ଭୁବନେଶ୍ୱର: ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯୋଜନା ବିଷୟରେ ସୋମବାର ଅବଗତ କରିଛନ୍ତି । ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଗ୍ରାଫିକ ଚିତ୍ର ସହ ଏହି ଯୋଜନା ବିଷୟରେ ବତାଇଛନ୍ତି । ସୋମବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା…

ଜଳୁଛି ବର୍ବରତାର ନିଆଁ : ୟୁକ୍ରେନରେ ନାବାଳିକାମାନଙ୍କୁ ଦୁଷ୍କର୍ମ ପରେ ହତ୍ୟା

 ଭୁବନେଶ୍ୱର: ଜଳୁଛି ବର୍ବରତାର ନିଆଁ। ଜଳୁଛି ସହର । ଯୁଆଡେ ଚାହିଁ କୁଢ କୁଢ ଶବ। ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ସୀମା ଟପିଯାଇଛି ଋଷ। ପ୍ରତିଦିନ ଲୋମହର୍ଷଣ କାରୀ ଘଟଣା ମାନ ଦେଖିବାକୁ ମିଳିଛି। ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଋଷର ନରସଂହାର ବଢିଚାଲିଛି। ରାସ୍ତାଘାଟରେ ପଡ଼ି…

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ "RRR"ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

[ଦେଖନ୍ତୁ ଭିଡିଓ] ୠଷିଆ-ୟୁକ୍ରେନ୍ ଯୁଦ୍ଧ: ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ବଡ ଧ୍ୱସ୍ତବିଧ୍ୱସ୍ତ ବିମାନର ଭିଡିଓ

ଭୁବନେଶ୍ୱର: ୟୁକ୍ରେନ୍ ପ୍ରସ୍ତୁତ କରିଥିଲା ବିଶ୍ୱର ସବୁଠୁ ବଡ ପଣ୍ୟବାହୀ ବିମାନ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା । ହେଲେ ଋଷିଆର ଆକ୍ରମଣରେ ଏହି ବିରାଟକାୟ ତଥା ଅନନ୍ୟ ବିମାନ ଧ୍ୱଂସ ପାଇଥିଲା । ଏ ନେଇ ସାରା ବିଶ୍ୱରେ ଖବର ପ୍ରଚାରିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି…

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରମୁହାଁ, ଆଜି କେତେ ବଢ଼ିଲା ?

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ତେଲ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ବୃଦ୍ଧି  କରିଛନ୍ତି। ଗତ ୧୪ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮.୪୦ ଟଙ୍କା ବୃଦ୍ଧି ପାଇଛି।ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର…