Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସିଲା ଏରୋ ସ୍ପୋର୍ଟସ ପଲିସି-୨୦୨୨: ଏୟାର ସ୍ପୋର୍ଟସରୁ ଆସିବ ଦଶ ହଜାର କୋଟି ରାଜସ୍ୱ

ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ ।…

ଫ୍ରାନ୍ସରେ ନିର୍ମିତ ହେଉଛି କୃତ୍ରିମ ସୂର୍ଯ୍ୟ, ଭାରତ ସମେତ ୩୫ ଦେଶର ବୈଜ୍ଞାନିକଙ୍କ ଗବେଷଣା ଜାରୀ

ସେଂଟ ପଲ ଲେଜ ଡ୍ୟୁରେସ: ଫ୍ରାନ୍ସର ଦକ୍ଷିଣାଂଚଳରେ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବାରେ ଲାଗିଛନ୍ତି । ଭାରତ ସମେତ ୩୫ ଦେଶର ବୈଜ୍ଞାନିକମାନେ ଦିନ ରାତି ଏଥିନେଇ ଉଦ୍ୟମ ଜାରୀ ରଖିଛନ୍ତି । ଏହି କୃତ୍ରିମ ସୂର୍ଯ୍ୟ ନିର୍ମାଣ ହେଲା ପରେ ମାନବ ଇତିହାସରେ ଏକ ନୂତନ ଅଧ୍ୟାୟ…

ଅମିତ ଶାହଙ୍କ ପରେ ରାହୁଲ ଗାନ୍ଧୀ ଭେଟିଲେ ମୁସେଓ୍ୱାଲଙ୍କ ପରିବାରବର୍ଗଙ୍କୁ

ଅମୃତସର: ମୃତ ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଲେ କଂଗ୍ରେସ ନେତା ତଥା ଓ୍ୱାଏନାଡର ସାଂସଦ ରାହୁଲ ଗାନ୍ଧୀ। ମଙ୍ଗଳବାର ପଞ୍ଜାବର ମାନସାସ୍ଥିତ ମୁସେଓ୍ୱାଲାଙ୍କ ନିଜ ପୈତୃକ ଗାଁକୁ ଯାଇ ମୁସେଓ୍ୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ପାଖାପାଖି ଏକ ଘଣ୍ଟାର ଏହି…

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି…

ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ହ୍ୱାଟସଆପରେ ଆସିଲା ଧମକ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଛଅଟି କାର୍ୟ୍ୟାଳୟକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ । ଏପରି ଧମକ ମିଳିବା ପରେ ଲକ୍ଷ୍ନୌର ମାଡ଼ିଓ୍ୱାନ୍ ଥାନାରେ ଏଫ୍ଆଇଆର ରୁଜୁ ହୋଇଛି। ପୋଲିସର କହିବା ଅନୁଯାୟୀ, ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା ତାହାକୁ ସାଇବର ସେଲ୍…

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ, ବାଜିରେ ଲାଗିଛି ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ଭାଗ୍ୟ

ରାଜସ୍ଥାନ: ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୧୦ରେ ପଡିବ ଭୋଟ୍ । ଏହା ପୂର୍ବରୁ ଆରମ୍ଭ ହୋଇଛି ରିସର୍ଟ ରାଜନୀତି । ରିସର୍ଟରେ ନିଜ ନିଜ ବିଧାୟକଙ୍କୁ ରଖି ଘୋଡା ବେପାର ବା କ୍ରସ ଭୋଟିଂ ଝାମେଲାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ରାଜନୈତିକ ଦଳ। ତେବେ ରାଜସ୍ଥାନରେ ଏହି ରସର୍ଟି…

ଟ୍ବିଟର ଡିଲରୁ ପଛକୁ ହଟିବେ ଏଲନ୍ ମସ୍କ !

ନୂଆଦିଲ୍ଲୀ: ଟ୍ବିଟର ଡିଲରେ ଟ୍ବିଷ୍ଟ । ଏଲନ୍ ମସ୍କ ଟ୍ବିଟର କିଣିବା ପ୍ରକ୍ରିୟା ଯେତିକି ଆଗଉଛି, ଡିଲକୁ ନେଇ ସେତିକି ଟ୍ବିଷ୍ଟ ବଢ଼ିବାରେ ଲାଗିଛି । ଏମିତି ଲାଗୁଛି ଅସ୍ଥାୟୀ ଭାବେ ଅଟକିଥିବା ଟ୍ବିଟର କିଣିବା ରାଜିନାମାରୁ ଓହରି ଯାଇପାରନ୍ତି ଟେସଲା ସିଇଓ ଏଲନ୍ ମସ୍କ । ଆଉ ଯାହାର…

ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ ସାର୍ପ ସୁଟର ଚିହ୍ନଟ

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରୁ ପରଦା ଉଠିଛି । ସିଦ୍ଧୁଙ୍କୁ ହତ୍ୟା କରିଥିବା ସାର୍ପ ସୁଟରଙ୍କୁ ଚିହ୍ନଟ କରିସାରିଛି ପୋଲିସ । ପୋଲିସ କହିବା ଅନୁସାର ହତ୍ୟାକାଣ୍ଡରେ ଜଡିତ ସାର୍ପ ସୁଟରମାନେ ହେଉଛନ୍ତି ମନପ୍ରୀତ ଭୋଲୁ, ଜଗରୂପ ସିଂ ରୂପା, ସନ୍ତୋଷ…

ଯୁବକମାନଙ୍କ ପାଇଁ ସେନା ଆଣୁଛି ନୂଆ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ସେନା ନୂଆ ପ୍ଲାନ କରିଛି । ଅଧିକରୁ ଅଧିକ ଯୁବକ ଦେଶସେବାରେ ଯୋଗଦେବାକୁ ସେନା  ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଅଧିକ ଯୁବ ଗାେଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ପୁଣି କମ ଦିନ ପାଇଁ…

ଆସୁଛି ଇଲେକ୍ଟ୍ରିକ୍ ଟ୍ରାକ୍ଟର୍ ଏବଂ ଟ୍ରକ୍

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ପୁଣି ଏକ ଦମଦାର ଘୋଷଣା କରିଛନ୍ତି । ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । ଯଦି ଏପରି ହୁଏ ଭାରତ ୟୁରୋପୀୟ ଦେଶମାନଙ୍କୁ ମଧ୍ୟ ପଛରେ ପକାଇଦେବ କୁହାଯାଇଛି । କୃଷକମାନଙ୍କ ଆୟ ଦୁଇଗୁଣ ବଢ଼ିଯିବ ବୋଲି…