Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପରେ ପାକିସ୍ତାନରେ ଉତେଜନା

ଲାହୋର: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ସେଠାରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏଥିନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରୀ କରାଯାଇଛି । ଇମ୍ରାନଙ୍କ ଘର ଆଗରେ କଡା ସୁରକ୍ଷା ବନ୍ଦୋବସ୍ତ…

ରାଜ୍ୟସଭା କି ଲୋକସଭା ପ୍ରାର୍ଥୀ ତାଲିକାରେ ନାହିଁ ନାଁ, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ କି ନକଭୀ ?

ନୂଆଦିଲ୍ଲୀ: ରାଜ୍ୟସଭା କିମ୍ବା ଲୋକସଭା ଉପ-ନିର୍ବାଚନରେ ​​ଟିକେଟ୍ ନ ମିଳିବା କାରଣରୁ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ରାଜ୍ୟସଭାରେ ନକଭିଙ୍କ କାର୍ଯ୍ୟକାଳ ଜୁଲାଇ 7 ରେ ଶେଷ ହେବ। ଅନ୍ୟପଟେ ଶନିବାର ବିଜେପି ୟୁପିରୁ ଦୁଇଟି ଲୋକସଭା ଉପ-ନିର୍ବାଚନ…

ଦୁଷ୍କର୍ମକୁ ପ୍ରଚାର କରୁଥିବା ‘ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ‘ଲେୟର ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ହଟାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟ୍ୱିଟର ଓ ୟୁଟୁବକୁ ନିର୍ଦ୍ଦେଶ ଦେଇଛି । ଏହି କମ୍ପାନୀର ଦୁଇଟି ଭିଡିଓ ନିକଟରେ ରିଲିଜ ହୋଇଥିଲା । ଯାହା ଟ୍ୱିଟର ଓ ୟୁଟୁବରେ ରିଲିଜ କରାଯାଇଥିଲା । ଅଶ୍ଳୀଳତା ଭରି ରହିଥିବାରୁ…

ପୁନର୍ବାର କରୋନା କବଳରେ କାର୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ପୁନର୍ବାର କରୋନା ଭାଇରସ କବଳରେ ପଡିଛନ୍ତି । ଏହା ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ସେ ସଂକ୍ରମିତ ହୋଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ କ୍ଷେତ୍ରରେ ସବୁ କିଛି ପଜିଟିଭ ରହୁଥିବାରୁ…

ହନୁମାନ ମନ୍ଦିର ନା ମସଜିଦ୍ : କର୍ଣ୍ଣାଟକରେ ଶ୍ରୀରଙ୍ଗପାଟନା ଚଲୋ

ଶ୍ରୀରଙ୍ଗପାଟନା: ଜ୍ଞାନବାପି ପରେ ଏବେ କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ମନ୍ଦିର- ମସଜିଦ ବିବାଦ ତେଜିବାରେ ଲାଗିଛି । ମାଣ୍ଡିଆରେ ଥିବା ଜାମିଆ ମସଜିଦକୁ ନେଇ ହିନ୍ଦୁ ପକ୍ଷ ଏହାକୁ ହନୁମାନ ମନ୍ଦିର ବୋଲି ଦାବି କରିଛନ୍ତି । ମସଜିଦ୍ ରେ ହନୁମାନ ଚାଳିଶା ପାଠ ପାଇଁ କିଛି ହିନ୍ଦୁ ସଂଗଠନ…

କାନପୁରରେ କାହିଁକି ଘଟିଲା ହିଂସା? ଗୁଣ୍ଡାଙ୍କୁ ଛଡାଯିବନି କହିଲେ ଯୋଗୀ

କାନପୁର: କାନପୁରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ବ୍ୟସ୍ଥ ଥିଲେ । ଅନ୍ୟପଟେ କାନପୁରର ବେକନଗଂଜ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ପଥର ମାଡ । ହେଲେ କାହିଁକି ଘଟିଲା ଏପରି ହିଂସାକାଣ୍ଡ ? ଏହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ…

ଝିଅ ଜନ୍ମ କରିବାରୁ ରାସ୍ତାରେ ବୋହୂକୁ ପିଟିଲେ ଶାଶୁ ନଣନ୍ଦ

ଭୁବନେଶ୍ୱର: ଝିଅ ଜନ୍ମ କରିବାରୁ ବୋହୂକୁ ରାସ୍ତା ଉପରେ ପିଟିଲେ ଶାଶୁ ନଣନ୍ଦ । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିବାରୁ ତାଙ୍କ ଉପରେ ଶାଶୁ ଘର ଲୋକେ ଅତ୍ୟାଚାର କରିଥିଲେ । ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ…

ଚିନ୍ତାରେ ପକାଇଲା ନୋଜ ବ୍ଲଡ ଫିଭର ଭାଇରସ

ବାଗଦାଦ: ନୋଜ ବ୍ଲଡ ଭାଇରସ ଏବେ ଚିକିତ୍ସକଙ୍କୁ ଚିନ୍ତାରେ ପକାଇଛି । ଏ ପର୍ଯ୍ୟନ୍ତ ଇରାନ ସମତେ ବିଭିନ୍ନ ସ୍ଥାନରେ ୧୧୧ ମାମଲା ସମ୍ମୁଖକୁ ଆସିଛି । ୧୯ ଲୋକଙ୍କ ମୃତ୍ୟୁ ଘଟିଛି । କ୍ରିମିୟନ କଂଗୋ ହେମୋରୋଜିକ ନାମକ ଏହି ଜ୍ୱର ପାଳିତ ପଶୁଙ୍କ ଶରୀରରେ ଥିବା ଜୀବାଣୁ ଓ ଟିଙ୍କ ଦ୍ୱାରା…

ଟାର୍ଗେଟ କିଲିଂ: ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ସୁରକ୍ଷିତ ସ୍ଥାନକୁ ବଦଳି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂକୁ ଦେଖି ସରକାର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ୧୭୭ କଶ୍ମୀର ପଣ୍ଡିତ ଶିକ୍ଷକଙ୍କ ବଦଳି ଘାଟୀ ବାହାରକୁ କରାଯାଇଛି । ଚିଫ ଏଜୁକେଶନ ଅଫିସର ପତ୍ର ଏବଂ ବଦଳି ଅର୍ଡର ସେମାନଙ୍କ ନିକଟକୁ ପଠାଇ ଦେଇଛନ୍ତି । ଘାଟୀରେ କ୍ରମାଗତ…

ଦିବ୍ୟାଙ୍ଗ ଯାତ୍ରୀଙ୍କୁ ନେବା ପାଇଁ ମନା କରିପାରିବନି ବିମାନ କମ୍ପାନୀ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ର ନିର୍ଦ୍ଦେଶ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ନେବା ପାଇଁ ବିମାନ କମ୍ପାନୀ ମନା କରିପାରିବେ ନାହଁ । ଯଦି କୌଣସି ବିମାନ କମ୍ପାନୀ ଭାବୁଛି ଯେ ବିମାନ ଯାତ୍ରା ସମୟରେ ଏଭଳି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତେବେ ଯାତ୍ରୀ…