Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତା ଦିଦିଙ୍କ ଦାଦାଗିରି : ରାଜ୍ୟପାଳ ହୋଇପାରିବେନି ବିଶ୍ୱବିଦ୍ୟାଳୟ ଚାନ୍ସଲର !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁରୁବାର ଏକ ନିଷ୍ପତି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ମମତା ଆକସ୍ମିକ ଭାବେ ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମୁଖ୍ୟମନ୍ତ୍ରୀ ଚାନ୍ସଲର ରହିବେ । ପଶ୍ଚିମବଙ୍ଗ ବିଧାନସଭାରେ…

କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ମହାମାରୀ ଭ୍ୟାକ୍ସିନ କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ ମିଳିଛି । ଏହା ଦ୍ୱାରା ଜର୍ମାନୀ ଯାଉଥିବା ଭାରତୀୟମାନଙ୍କୁ ଆଶ୍ୱସ୍ତି ମିଳିଛି । ଜୁନ ୧ରୁ ଆଉ ଭ୍ୟାକ୍ସିନ ସାର୍ଟିଫିକେଟ ଦେବା ଜରୁରୀ ହେବ ନାହିଁ । ପୂର୍ବରୁ ବିଶ୍ୱ…

ଉପ ରାଜ୍ୟପାଳ ଶପଥ ସମାରୋହ ଅଧାରୁ ଉଠି ପଳାଇ ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହରେ ଏମପି ଡ.ହର୍ଷବର୍ଦ୍ଧନଙ୍କୁ ଅସମ୍ମାନିତ କରାଯାଇଛି । ତାଙ୍କ ବସିବା ପାଇଁ ଯେଉଁ ସିଟ ମିଳିଥିଲା ସେଥିରେ ସେ ରାଗିକରି ଶପଥ ସମାରୋହରୁ ପଳାଇ ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉପ ରାଜ୍ୟପାଳଙ୍କ…

ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦେହ ବ୍ୟବସାୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ । ଏହାକୁ ପେଶା ଭାବେ ଦେଖିବାକୁ ପଡିବ । ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ…

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି…

ଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ…

ସିଦ୍ଧୁ ଜେଲରେ କରିବେ କିରାଣୀ କାମ, ୩ ମାସ ମାଗଣାରେ ଖଟିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟର, କମେଣ୍ଟେଟର, ସାଂସଦ ପରେ ଏବେ ଜେଲରେ କ୍ଲର୍କ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ । ୧୯୮୮ ରୋଡରେଜ୍ ମାମଲାରେ ସେ ବର୍ଷେ ଜେଲରେ ରହିବେ । ପଟିଆଲା ଜେଲରେ ରହୁଛନ୍ତି ସିଦ୍ଧୁ । ସେଠାରେ ତାଙ୍କୁ କ୍ଲର୍କ କାମ ଦିଆଯାଇଛି । ସିଦ୍ଧୁଙ୍କ…

ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦରୁ ବିଦା ହେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆରେ 'ଆଜୀବନ ସଦସ୍ୟ' ପଦକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପରେ କ୍ରୀଡ଼ା ପ୍ରଶାସକ ନରିନ୍ଦର ବାତ୍ରାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପଦରୁ ହଟାଇ ଦେଇଛି। ବାତ୍ରା ୨୦୧୭ ମସିହାରେ ଆଇଓଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।…

କଂଗ୍ରେସ ଛାଡ଼ିବା ପଛର କାରଣ କହିଲେ କପିଲ ସିବଲ, ସପା ମୁଖିଆଙ୍କ ସହ କେମିତ ବଢିଲା ସମ୍ପର୍କ ?

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସହାୟତାରେ ବୁଧବାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ। ସେ କହିଛନ୍ତି, 30-31 ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଦଳ ଛାଡ଼ିବା ତାଙ୍କ ପାଇଁ ସହଜ ନଥିଲା। ସିବଲ କହିଛନ୍ତି…

୨୦୧୯ରେ ହାରିଥିବା ୧୪୪ ଆସନରେ ଟକ୍କର ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କଲା ବିଜେପି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୪୪ ଆସନରେ ପରାଜିତ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନ ବେଳେ ଏହି ସବୁ ଆସନରେ କିଭଳି ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେଇ ହେବ ସେ ନେଇ ବିଜେପି ପ୍ରସ୍ତୁତ କରିଛି ରୋଡମ୍ୟାପ । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ…

ସମ୍ମାନର ସହ ବଞ୍ଚିବେ ଯୌନକର୍ମୀ, ମିଡିଆରେ ଆସିପାରିବ ନାହିଁ ଚଢାଉର ଚିତ୍ର

ନୂଆଦିଲ୍ଲୀ: ଯୌନ କର୍ମୀ ବା ଦେହ ବେପାରକୁ ନିଜର ପେଶା ଭାବେ ଆପଣାଇଥିବା ବ୍ୟକ୍ତିଙ୍କ ଉପରେ ଚଢାଉ ହୋଇପାରିବ ନାହିଁ । ସେମାନେ ମଧ୍ୟ ସମ୍ମାନର ସହ ବଞ୍ଚିବେ ଏବଂ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରାଯିବ । ସେମାନଙ୍କୁ କୌଣସି ପ୍ରକାରର ଶାରୀରିକ ନିର୍ଯାତନା ନକରିବାକୁ ସୁପ୍ରିମକୋର୍ଟ…