Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ଷ୍ଟ୍ରାଇକରେ ଆତଙ୍କୀଙ୍କ ବଦଳରେ ପୁନର୍ବାର ନିହତ ହେଲେ ନିରୀହ ନାଗରିକ !

ୱାଶିଂଟନ: ଆମେରିକା ସେନା ପୁନର୍ବାର ତ୍ରୁଟି କରିଛନ୍ତି । ସିରିୟାରେ ଅଲକାଏଦା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ସମୟରେ ଭୁଲ ଯୋଗୁ ୧୩ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏ ପର୍ଯ୍ୟନ୍ତ ୬ ଶିଶୁ ଓ ୪ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ତୁର୍କୀ ସୀମା…

ଦରକାର ଥିଲା କିଡନୀ, ଯୋଗାଇଥିଲା ସୋସିଆଲ୍ ମିଡିଆ

ଭୁବନେଶ୍ୱର: ସଦ୍ୟ ସ୍ଥିତିରେ ସୋସିଆଲ୍ ମିଡିଆ ଉଭୟ ଅଭିଶାପ ଓ ଆଶୀର୍ବାଦର ରୂପ ନେଇଛି । ଏ କଥା ସତ ଯେ, ସୋସିଆଲ୍ ମିଡିଆ ଆମକୁ ବିଶ୍ୱର କୋଣଅନୁକୋଣ ସହ ଯୋଡୁଛି । ମନୋରଂଜନର ଖୋରାକ ଯୋଗାଉଛି । ହେଲେ ଏହି ସୋସିଆଲ୍ ମିଡିଆ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇଥିବା ଖବର ବୋଧ ହୁଏ ଆପଣ ଜାଣିଥିବେ ।…

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍…

ଆସିଲା ରିପୋର୍ଟ , ଗଲ୍‌ୱାନ୍‌ ସଂଘର୍ଷରେ ୩୮ ଚୀନ ସୈନିକଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ :ଗଲୱାନରେ ସଂଘର୍ଷ ବେଳେ ନଦୀରେ ଭାସିଯାଇ ୩୮ଜଣ ଚୀନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।୨୦୨୦ ଜୁନ ୧୫ରେ ଲଦାଖର ଗଲୱାନ ଉପତ୍ୟାକାରେ ସଂଘର୍ଷ ବେଳେ ପ୍ରାୟ ୩୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । ଅଷ୍ଟ୍ରେଲିଆ ସମ୍ବାଦପତ୍ର ଦ କ୍ଲାକ୍ସନରେ ପ୍ରକାଶ…

ପାକିସ୍ତାନକୁ ନାକରେ କନ୍ଦେଇଲେଣି ବାଲୋଚିସ୍ତାନୀ ବିଦ୍ରୋହୀ

ଇସଲାମାବାଦ: ନିଜେ ବିଛାଇଥିବା ଜେଲରେ ଫସିଛି ପାକିସ୍ତାନ । ଦେଶ ଭିତରେ ଆଫଗାନିସ୍ତାନୀ ସମର୍ଥନ ଆତଙ୍କବାଦୀ ଏବଂ ଦେଶର ସୀମାରେ ବାଲୋଚିସ୍ତାନର ବିଦ୍ରୋହୀ ପାକିସ୍ତାନ ପାଇଁ ବଡ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ପାଂଜଗୁର ଓ ନୁଶାକି ଅଂଚଳରେ ବାଲୋଚି…

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ…

ଲାଲବାହିନୀକୁ ଝଟକା: ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା

ମାଲକାନଗିରି: ଲାଲବାହିନୀକୁ ଶକ୍ତ ଝଟକା । ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା । ସଂଗଠନରେ ପୂର୍ବ ଭଳି ନୀତି ଓ ଆଦର୍ଶ ନଥିବା ବେଳେ ତେଲେଗୁ ମାଓନେତାମାନେ ଛତିଶଗଡ଼ କ୍ୟାଡେରଙ୍କୁ…

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୯୭୩୪କୋଟି, ରାଜ୍ୟର ଦାବି ଥିଲା ୭୬୦୦ କୋଟି

ନୂଆଦିଲ୍ଲୀ: ରେଳ ବଜେଟରେ ଏଥର ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିଛି । ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ୍ ୯ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । ରେଳବାଇ କ୍ଷେତ୍ରରେ ପୂର୍ବରୁ ଏତେ ପରିମାଣର ଅନୁଦାନ କେବେ ମିଳି ନଥିଲା । ଯାହାକି ରେକର୍ଡ ଅନୁଦାନ ବୋଲି କୁହାଯାଉଛି । ଗତ…

ନିର୍ବାଚନ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ,ରୋଡ୍ ରେଜ୍ କେସ୍‌ରେ ହେବ ଶୁଣାଣି

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ । ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବନ୍ଦ ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଛି । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା…

[ଭିଡିଓ] ସାମ୍ନାକୁ ଆସିଲା ଧୋନୀଙ୍କ ପୌରାଣିକ ୱେବ୍ ସିରିଜ ‘ଅଥର୍ବ’ର ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ପୂର୍ବତନ ଭାରତୀୟ କ୍ରିକେଟର୍ ଧୋନୀଙ୍କ ଗ୍ରାଫିକ୍ ୱେବ୍ ସିରିଜ୍ ‘ଅଥର୍ବ: ଦ ଅରିଜିନ୍‌’ । ପୌରାଣିକ ଥିମ୍ ଉପରେ ଆଧାରିତ ଏହି ଗ୍ରାଫିକ୍ ନୋଭେଲରେ ଧୋନୀଙ୍କ ଆନିମେଟେଡ୍ ଅବତାର ଚର୍ଚ୍ଚାରେ ରହିଛି । ନିକଟରେ ଖୋଦ ଧୋନୀ ନିଜ ଗ୍ରାଫିକ୍ ସିରିଜର…